ଚନ୍ଦୁ ମୋ ରାସ୍ତାରେ ଆସିଲା ମୁଁ ସେ କଣ୍ଟାକୁ ଉପାଡିଦେଲି… କିଏ ମୋର କଣ କରିବାର ଅଛି କର, ଏନେଇ କଣ କହୁଛନ୍ତି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ରେ ଏବେ ଅଛନ୍ତି ବେଆଇନ ଭାବରେ ରାସ୍ତାରେ ଚନ୍ଦୁ ନାମକ ଲୋକ ଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଜଣଙ୍କ | ଆଉ ଏବେ ଲୋକ ଜଣଙ୍କ ନିର୍ମମ ଭାବରେ ହତ୍ୟା କରି ରାସ୍ତା ଉପରେ ପକେଇ ଦେଇଥିଲେ | ଆଉ ଯାହା ଜଣା ପଡିଛି କି ହତ୍ୟା କରିବା ପରେ ମଧ୍ୟ ଲୋକଙ୍କ ମନରେ ଟିକିଏ ବି ଅନୁତାପ ନାହିଁ, ଆଉ ପୋଲିସ ହାତରେ ଧରା ପଡିବା ପରେ କହି ବୁଲୁଛି ସାହସ ର ସହିତ ହଁ ମୁଁ ଚନ୍ଦୁ କୁ ମାରିଛି ବୋଲି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଚାରିଆଡେ ଚହଳ ସୃଷ୍ଟି କରିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଯାହା ଜଣା ପଡୁଛି କି ରାଜଧାନୀ ର ଛାତି ରେ ଗଡିବାରେ ଲାଗିଥିଲା ଗୋଟିଏ ପରେ ଗୋଟିଏ ଜୀବନ |ହାତରେ ଧାରୁଆ କଟୁରୀ ଧରିକି ରାସ୍ତା ଉପରେ ଗଡୁଛନ୍ତି ନିଶା ବେପାରୀ ମାନେ |ଆଉ ଭୁବନେଶ୍ୱର ଉପରେ ଚାଲିଛି ହିଂସାକାଣ୍ଡ | ଆଉ ଯାହା ଜଣା ପଡିଛି କି ରାଜଧାନୀ ରେ ହିଂସାକାଣ୍ଡ କୁ ବିରୋଧ କରିବାରୁ ଯୁବକ ଙ୍କ ଉପରକୁ କରିଥିଲେ ଆକ୍ରମଣ, ଆଉ ଯେଉଁଥିପାଇଁ ଭଉଣୀ ଙ୍କ ଆଗରେ ଚାଲି ଯାଇଥିଲା ଯୁବକ ଙ୍କ ଜୀବନ |

ଆଉ ଯାହା ଜଣା ପଡିଥିଲା କି ସୂଚନା ଅନୁସାରେ ତେଲେଙ୍ଗାନା ରୁ ଆସିଥିଲେ ରଞ୍ଜୁ ଆଉ ଟଙ୍କାର ସହଯୋଗୀ କାନ୍ହା | ଆଉ ସୂଚନା ଅନୁସାରେ ତେବେ ଯାହା ଜଣା ପଡିଛି କି ନାରାୟଣ ପୁର ରେ ଦୀର୍ଘ ଦିନ ଧରିକି ଚାଲିଥିଲା ନିଶା ପାଉଡର ଆଉ ସେକ୍ସ ରାଜେଟ କୁ ନେଇକି ବିଭିନ୍ନ କାର୍ଯ୍ୟ | ଆଉ ଯାହା ଜଣା ପଡିଛି କି ଏହି ଭଳି କାମକୁ ବିରୋଧ କରିଥିଲେ ପି ସୁବ୍ରତ, ଆଉ ଏହିଭଳି ବିରୋଧ କରିବାରୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ | ଆଉ ରାଜଧାନୀ ର ରାସ୍ତା ଉପରେ ଚନ୍ଦୁ ଙ୍କୁ ମାରିକି ବାହାର ରାଜ୍ୟକୁ ପଳେଇ ଯାଇଥିଲେ ଦୁଇଜଣ ଆତଙ୍କବାଦୀ |

ଆଉ ପୋଲିସ ଘଟଣା ର ତଦନ୍ତ କରିକି ସେମାନଙ୍କୁ ଗିରଫ କରିଥିଲେ ମଧ୍ୟ ସେମାନଙ୍କର ଭୟ ନ ଥିଲା | ଆଉ ସେ କହିଥିଲେ କି ସେ ହିଁ ଚନ୍ଦୁ କୁ ମାରିଛନ୍ତି, ଆଉ ସେ ହେଉଛନ୍ତି ଲେଡି ଡନ | ଏମିତି କେତେ ଥର ସେ ଥାନା କୁ ଯାଇଛନ୍ତି ଆଉ ବାହାରକୁ ଆସିଛନ୍ତି ଜେଲ ତାଙ୍କ ପାଇଁ ଗୋଟିଏ ମାମୁଲି କଥା | ଆଉ ସେ ବହୁତ ଶୀଘ୍ର ବାହାରକୁ ଯିବେ ଆଉ ନାରାୟଣପୁର ତାଙ୍କର ବସ୍ତି କୁ ଫେରିଯାଇ ତାଙ୍କର ହିଂସାକାଣ୍ଡ ପୁଣି ଆରମ୍ଭ କରିବେ | ଏମିତି କିଛି କହିଛନ୍ତି ଚନ୍ଦୁ | ଆଉ ଯେଉଁ ଘଟଣା ଟି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment