ହଁ ବନ୍ଧୁଗଣ ଭାରତ ସରକାର ପ୍ରତି ଦିନ ହେଉଥିବା ସଡ଼କ ଦୁର୍ଘଟଣାକୁ ଆଖି ଆଗରେ ରଖି | ଯେମିତିକି ଲୋକ ମାନେ ଏହି ଦୁର୍ଘଟଣା ରୁ ରକ୍ଷା ପାଇ ପାରିବେ ଓ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରାଫିକ ରେ ବିଭିନ୍ନ ପ୍ରକାର ର କୋଡା କୋଡ଼ି ନିୟମ ଲାଗୁ କରିବା ଦେଖିବାକୁ ମିଳିଛି ତେଣୁ ଏବେ ଏବେ ଭାରତ ସରକାର ଙ୍କ ଦ୍ୱାରା ଟ୍ରାଫିକ ରେ କିଛି ନୂଆ ପରିବର୍ତ୍ତନ ହେବ ବୋଲି ଦେଖାଯାଇଛି | କୁହା ଯାଉଛି ଯେ ଏହି ନିୟମ ନ ମାନିଲେ ଆପଣଙ୍କ ର ପକେଟ ଖାଲି ହେଇଯିବ | ତେବେ ଆଜି କାଲି ଦୁଇ ଛକିଆ ଯାନ ଯଦି ଆପଣ ବ୍ୟବହାର କରୁଛନ୍ତି ତାହେଲେ ଏହି ସବୁ ନିୟମ ବିଷୟରେ ରେ ଆପଣ ଜାଣି ନିୟନ୍ତୁ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା,ଭାରତ ସରକାର ଟ୍ରାଫିକ ରେ ଦୁଇ ଚକିଆ ଗାଡି ଚାଳକଙ୍କ ପାଇଁ ଲାଗୁ କରିଥିବା ନିୟମ ବିଷୟରେ ଜାଣିବା |
ତେବେ ଆମେ ଜାଣିଛୁ କି ଆଜି କାଲି ଗାଡି ରେ ଯିବା ଆସିବା କରିବା ବି ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହେଇଥିବା ବେଳେ | ଏବେ ପୁଣି ସରକାର ଙ୍କ ନୂଆ ନିୟମ ଗରିବ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଇଛି | କାରଣ ଏହି ନିୟମ ରେ ବେଶେଷ କରି ଗରିବ ଲୋକ ମାନେ ପ୍ରଭାବିତ ହେବେ ବୋଲି କୁହାଯାଉଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ଭାରତ ସରକାର ଏବେ ଗାଡି ରେ ଯିବା ପାଇଁ ହେଲେ ଆପଣଙ୍କ ପାଦ ରେ ପିନ୍ଧୁ ଚପଲ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି | କାରଣ ଏହି ନିୟମ ଅନୁଯାୟୀ ଯଦି କେହି ଦୁଇ ଚକିଆ ଯାନ ଚଳାଉଥିବା ବେଳେ ଯଦି ଆପଣ ଚପଲ ପିନ୍ଧି ଗାଡି ଚଲାଉଛନ୍ତି ତାହାଲେ ଆପଣଙ୍କୁ 1000 ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିବ ବୋଲି ଏହି ନିୟମ ରେ କୁହାଯାଇଛି |
ଖାଲି ଏତିକି ନୁହେଁ ଦର୍ଶକ ବନ୍ଧୁ ଆପଣ ପିନ୍ଧୁ ଥିବା ପୋଷାକ କୁ ନେଇ ମଧ୍ୟ ଏବେ ନିୟମ ଲାଗୁ କରାଯାଇଛି ବୋଲି କୁହାଯାଇଛି | ଯଦି ଆପଣ ଗାଡି ଚଳାଇବା ବେଳେ ସପୂର୍ଣ ପୋଷାକ ପିନ୍ଧି ନଥିବେ ଯେମିତିକି ପୁରା ପ୍ୟାଣ୍ଟ, ପୁରା ଡ୍ରେସ ଯଦି ନ ପିନ୍ଧି ଥିବେ ତାହେଲେ ଆପଣଙ୍କୁ ଫାଇନ ଦେବାକୁ ପଡ଼ିବ ବୋଲି କୁହାଯାଉଛି | ଏହା ବ୍ୟତୀତ ଯଦି ଆପଣଙ୍କର ଦୁଇଟି ଲାଇସେନ୍ସ ରହିଛି ତାହାଲେ ମଧ୍ୟ ଆପଣଙ୍କୁ ଫାଇନ ଦବାକୁ ପଡିବ | ତେଣୁ ଆପଣ ବ୍ୟବହାର କରୁଥିବା ଲାଇସେନ୍ସ ଯଦି ପୁରୁଣା ହେଇଯାଇଛି ତାହାଲେ ଆପଣ ସେ ଲାଇସେନ୍ସ କୁ ଘରେ ରଖି ନୂଆ ଲାଇସେନ୍ସ କୁ ପାଖରେ ରଖନ୍ତୁ |
ତାହାଲେ ଦର୍ଶକ ବନ୍ଧୁ ଏହି ପରି ଭାବରେ ଟ୍ରାଫିକ ନିୟମ ର ପରିବର୍ତ୍ତନ ହେଇଛି ବୋଲି କୁହାଯାଉଛି | ଏମିତିରେ ଟ୍ରାଫିକ ରେ ବହୁତ ସାରା ନିୟମ ଅଛି ଯାହାକୁ ପାଳନ ନ କରିଲେ ଆପଣଙ୍କ ପକେଟ ଖାଲି ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି | ତେବେ ଏହା ଥିଲା ସେହି ଭାଇରଲ ଭିଡ଼ିଓ ଯାହା ଟ୍ରାଫିକ ନୟମ ର ପରିବର୍ତ୍ତନ ପରେ ଏହା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସାଧାରଣ ଲୋକ ଏବେ ଏହି ନିୟମ କୁ ନେଇ ଚିନ୍ତା ରେ ଥିବା କଥା ଜଣା ପଡିଛି | ଆଉ ଯାହା ଏବେ ଏହି ନିୟମ ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।