ସେ-କ୍ସ ଚାଟିଂ ପରେ ଭିଡିଓ Call ରେ ପୋଷାକ ଖୋଲିଦେଲେ ଯୁବତୀ , ସ୍କ୍ରିନସଟ୍ ରଖି ଯୁବକଙ୍କୁ କଲେ ବ୍ଲାକମେଲିଂ, କହିଲେ ଟଙ୍କା ନଦେଲେ….

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଚୋରି, ଡକାୟତ, ମାରପିଟ ଓ ଅଶ୍ରୀଳ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ପୁରୁଷଙ୍କ ଅପେକ୍ଷା ନାରୀ ମାନେ ସମାଜରେ ବହୁତ ଖରାପ କାର୍ଯ୍ୟ କରୁଛନ୍ତି। ଯାହାକି ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ସେମାନେ ଲୋକ ମାନଙ୍କୁ ଠକି ଟଙ୍କା ଆଦାୟ କରି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଲଜ୍ୟା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଡିଜିଟାଲ ସୁନ୍ଦରୀ ଯୁବତୀ ମାନେ ଯୁବକଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଇ, ଯୁବକଙ୍କ ଫୋଟୋକୁ ଦେଖାଇ ବ୍ଲାକମେଲିଙ୍ଗ କରି ଟଙ୍କା ଆଦାୟ କରନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଜଣେ ଡିଜିଟାଲ ସୁନ୍ଦରୀ ଯୁବତୀ ରାତି ଅଧରେ ଯୁବକଙ୍କୁ ନିକଟକୁ ଫେସବୁକରେ ଫ୍ରେଣ୍ଡ ରିକୁୱେଷ୍ଟ ପଠାଉଛନ୍ତି। ଯିଏ ଯୁବତୀଙ୍କ ରିକୁୱେଷ୍ଟ ଗ୍ରହଣ କଲା ସେ ତାଙ୍କ ପ୍ରେମ ଜାଲରେ ସୁନ୍ଦର ସୁନ୍ଦର କଥା କହି ତାଙ୍କୁ ପାଲରେ ପକାଇ ଦିଅନ୍ତି। ସେମାନେ ଯୁବକଙ୍କ ଠାରୁ ତାଙ୍କ ହୁଆଟସପ ନମ୍ବର ଆଣି ତାଙ୍କ ସହ ଚାଟିଙ୍ଗ କରି ଥାଆନ୍ତି ଓ ଯୁବକଙ୍କ ସହ କଥା ହେବା ଭିତରେ ତାଙ୍କ ନିକଟକୁ ଅର୍ଦ୍ଧଲଗ୍ନ ଫୋଟୋ ପଠାଇ ଥାଆନ୍ତି। ଯୁବକ ଜଣଙ୍କ ଯୁବତୀଙ୍କ ଅର୍ଦ୍ଧଲଗ୍ନ ଫୋଟୋ ଦେଖିବା ପରେ ଯଦି କିଛି ଉତ୍ତର ଦେଇ ଥାଆନ୍ତି, ତା ହେଲେ ତାଙ୍କ ସମ୍ପର୍କ ଆଗକୁ ବଢ଼ାଇ ଥାଆନ୍ତି।

ତା ପରେ ଯୁବତୀ ଜଣଙ୍କ ଯୁବକଙ୍କ ସହ ସେକ୍ସ ବିଷୟରେ କଥା ବାର୍ତା ହେବା ସଙ୍ଗେ ସଙ୍ଗେ ଯୁବକଙ୍କୁ କହି ଥାଆନ୍ତି ଭିଡ଼ିଓ କଲ କରିବା ପାଇଁ, ଯୁବକ ତାଙ୍କ କଥାରେ ବିଶ୍ୱାସ କରି ଭିଡ଼ିଓ କଲ କରିବା ସମୟରେ ଯୁବତୀ ଅର୍ଦ୍ଧଲଗ୍ନ ହୋଇ ଯାଆନ୍ତି ଓ ଯୁବକଙ୍କୁ ମଧ୍ୟ ଡ୍ରେସ ଖୋଲି ବାକୁ ବାଧ୍ୟ କରି ଥାଆନ୍ତି ଓ ଯୁବକ ତାଙ୍କ କଥାରେ ରାଜି ହୋଇ ଗଲେ ସେମାନେ ତାଙ୍କ ଫୋଟୋ ସ୍କ୍ରିନ ସଟ ମାରି ଦିଅନ୍ତି।

ତେବେ ଯୁବତୀ ଜଣଙ୍କ ତାଙ୍କ ଫୋଟୋକୁ ଦେଖାଇ ବ୍ଲାକ ମେଲିଙ୍ଗ କରିବା ସଙ୍ଗେ ସଙ୍ଗେ ୨୧ ହଜାର ଟଙ୍କା ଦେବା ପାଇଁ ବାଧ୍ୟ କରୁଛନ୍ତି, ଯଦି ଟଙ୍କା ନ ଦେବ ତାହେଲେ ଏହି ଫୋଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେବେ ବୋଲି ଧମକ ମଧ୍ୟ ଦେଇ ଥାଆନ୍ତି। ଯୁବକ ଜଣଙ୍କ ତାଙ୍କ କଥାରେ ରାଜି ହୋଇ ଟଙ୍କା ଦେଇଛନ୍ତି। ଏମିତି ଅନେକ ଯୁବକ ଅଛନ୍ତି, ଯେଉଁ ମାନେ ତାଙ୍କ କଥାରେ ରାଜି ନ ହୋଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।