ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଘଟଣା ବିଷୟରେ ଶୁଣିବାକୁ ମିଳୁଛି ଯାହା ବିଷୟରେ ଆପଣ ମାନେ ଶୁଣିଲେ ଜାଣି ପାରିବେ କି କେଉଁ ଭଳି ଭାବରେ ଆଜିର ସମାଜରେ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ରେ କଳଙ୍କ ଲାଗିବାକୁ ଯାଉଛି ଆଉ ସେମାନଙ୍କର ସମ୍ପର୍କ କଳୁଷିତ ହେଉଛି |କାରଣ ବର୍ତମାନ ଯେଉଁ ଘଟଣା ଟି ଚାରିଆଡେ ଚର୍ଚ୍ଚା ହେଉଛି ସେଥିରେ ଦେଖିବାକୁ ମିଳିଛି କି ଛାତ୍ର ଜଣଙ୍କର 18 ବର୍ଷ ପୁରିଲା ପରେ ଶିକ୍ଷୟତ୍ରୀ ଜଣଙ୍କ ଛାତ୍ର କୁ ନେଇକି ପଳେଇ ଯାଇଛନ୍ତି | ଆଉ ଯେଉଁ ଘଟଣା କୁ ନେଇକି ସେ ମହିଳା ଜଣଙ୍କର ସ୍ୱାମୀ ଓ ପୁଅ ର ପରିବାର ଲୋକ ଅଭିଯୋଗ କରିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ମହିଳା ଜଣଙ୍କ ଜଣେ ଶିକ୍ଷୟତ୍ରୀ ଥିଲେ ଆଉ ଯିଏକି ତାଙ୍କର ଟିଉସନ ରେ ପଢ଼ୁଥିବା ଜଣେ ନାବାଳକ ଛାତ୍ର କୁ ଭଲ ପାଉଥିଲେ ଆଉ ତାଙ୍କୁ ନେଇକି ଜୁନ ରେ ଘରୁ ପଳାଇଥିଲେ ବୋଲି କୁହାଯାଉଛି | କିନ୍ତୁ ପରେ ତାଙ୍କୁ ଧରି ବୁଝା ସୁଝା କରି ଘରେ ରଖା ଯାଇଥିଲା | ତେବେ ସ୍ୱାମୀ ଓ ଦେଢ଼ ଶୂର ନ ଥିବା ଅବସ୍ଥାରେ ବୃଦ୍ଧ ଶଶୂର ଙ୍କୁ ଘରେ ଶୋଇଥିବା ଅବସ୍ଥାରେ ବାହାରେ ତାଲା ଦେଇ ଘରର ସମସ୍ତ ଟଙ୍କା ପଇସା ସୁନା ଗହଣା କୁ ନେଇକି ଘର ଛାଡି ପଳେଇ ଯାଇଛନ୍ତି ସ୍ତ୍ରୀ ଜଣଙ୍କ |
ଆଉ ଏହି ଘଟଣା କୁ ନେଇକି ସ୍ୱାମୀ ଜଣଙ୍କ ଥାନା ରେ ଅଭିଯୋଗ କରିଥିବା ବେଳେ ଛାତ୍ର ଜଣଙ୍କର ମା ମଧ୍ୟ ଶିକ୍ଷୟତ୍ରୀ ଙ୍କ ନାଁ ରେ ଅଭିଯୋଗ କରିଛନ୍ତି | ତେବେ ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ରେ ଘଟିଛି ବୋଲି କୁହାଯାଉଛି | ସେପଟେ ଶିକ୍ଷୟତ୍ରୀ ନମିତା ଙ୍କ ନାଁ ରର ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ନାହାକ ପଡ଼ା ଗାଁ ର ସରଥ ନାହାକ ଙ୍କ ପୁଅ 2020 ମସିହାରେ ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟ ରେ ପଢୁଥିଲେ |
ଆଉ ଏହି ଶିକ୍ଷୟତ୍ରୀ ଜଣକ ଦଶପଲ୍ଲା ଗାଁ ର ନରସିଂହପୁର ନିକଟରେ ଟିଉସନ କରୁଥିଲେ | ଆଉ ସେତେବେଳେ ଛାତ୍ର ଙ୍କୁ ନିଜର ପ୍ରେମ ଜାଲରେ ଫୋସେଇଥିଲେ ଦିଦି ଜଣଙ୍କ | ତାହା ପରେ +2 ରେ ଏକ ଟିଉଟୋରିଅଲ ରେ ରଖିକି ପାଠ ପଢ଼ୁଥିବା ବେଳେ ନମିତା ତାଙ୍କୁ ଦେଖା କରିବାକୁ ଯାଉଥିଲେ | ତେବେ ଯେତେବେଳେ ପୁଅ କୁ 18 ବର୍ଷ ପୁରିଗଲା ସେତେବେଳେ ତାଙ୍କୁ ସାଥିରେ ନେଇ ଶିକ୍ଷୟତ୍ରୀ ଜଣଙ୍କ ଘରୁ ପୋଳେଇଥିବା ର ଅଭିଯୋଗ କରିଛନ୍ତି ପୁଅ ର ଘର ଲୋକ | ଆଉ ଯାହା ବର୍ତମାମ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।