ଦେଖନ୍ତୁ Viral ଭିଡ଼ିଓ : ଚତୁର୍ଥୀ ରାତିର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କଲେ ନିଜ ବିବାହିତା ସ୍ୱାମୀ….ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି….

0

ଆମ ଓଡ଼ିଆ ହିନ୍ଦୁ ସମାଜରେ ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥାନ୍ତି। ଗୋଟିଏ ଝିଅ ଯେତେବେଳେ ତା ନିଜର ବାପା,ମାଆ ଓ ପରିବାର ଲୋକ ମାନଙ୍କୁ ଛାଡି ଶାଶୂ ଘରକୁ ଆସିଥାଏ, ସେତବେଳେ ସେ ନିଜର ସବୁକିଛି ଭୁଲି ନିଜ ସ୍ୱାମୀ ଓ ଶାଶୁଘର ଲୋକଙ୍କୁ ନିଜର ଭାବି ନେଇଥାଏ। କିନ୍ତୁ ସମାଜରେ ଏପରି କିଛି ସ୍ୱାମୀ ଅଛନ୍ତି, ଯେଉଁମାନେ ନିଜ ସ୍ତ୍ରୀକୁ ଖେଳନା ଭାବି ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥାନ୍ତି। ବନ୍ଧୁଗଣ ଆପଣ ମାନେ ଏଭଳି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥାନ୍ତି।

ତେବେ ଆଜି ଆମେ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଆପଣ ମାନେ ପୂରା ଘଟଣାଟିକୁ ଜାଣି ସାରିଲା ପରେ ନିଶ୍ଚିତ ଭାବରେ ଦୁଃଖ ମଧ୍ୟ ପ୍ରକାଶ କରିବା ସହିତ ନିନ୍ଦା ମଧ୍ୟ କରିବେ। ତେବେ ଏହି ଘଟଣାଟି ହେଉଛି, ଜଣେ ସ୍ୱାମୀ ନିଜ ସ୍ତ୍ରୀର ପ୍ରାଇଭେଟ ଫୋଟୋ ସବୁ ସୋସିଆଲ ମିଡିଆରେ ପୋଷ୍ଟ କରିଛି ବୋଲି ସୂଚନା ମିଳିଛି। ବନ୍ଧୁଗଣ ଏଭଳି ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି, ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ସୂଚନା ଅନୁସାରେ, କଟକ ବାଙ୍କୀ ଥାନା ତୁଳିସୀ ପୁରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ଯୁବକ ଓ ଯୁବତୀଙ୍କ 2020 ମସିହା ଡିସେମ୍ବର 10 ତାରିଖ ଦିନ ବାହାଘର ହୋଇଥିଲା|ବାହାଘରର କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଚାଲିଥିଲା। ଦିନେ ହଠାଥ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ସୃଷ୍ଟି ହେବାକୁ ଲାଗିଲା ଏବଂ ଯୁବକ ଜଣଙ୍କ ମଧ୍ୟ ମହିଳାଙ୍କୁ ପିଟିବାକୁ ଆରମ୍ଭ କଲେ। ଏଥି ସହିତ ଶାଶୂଘର ଲୋକ ମାନେ ମଧ୍ୟ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ତେବେ ଯୁବକ ଜଣଙ୍କ ନିଜ ସ୍ତ୍ରୀ ର ପ୍ରାଇଭେଟ ଫୋଟୋ ସବୁ ମହିଳାଙ୍କ ଫେସବୁକ ଓ ଇଂସ୍ଟଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିବା ସହ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ରେ ଭାଇରଲ କରିଥିଲେ। ଏହି ଘଟଣାକୁ ନେଇ ମହିଳା ଜଣଙ୍କ ମହିଳା ଥାନାର ଦ୍ୱାରସ୍ତ ହେଲେ କିନ୍ତୁ ଥାନା ଅଧିକାରୀ ମାନେ ତାଙ୍କ କଥା ଶୁଣିଲେ ନାହିଁ। ଏବଂ ମହିଳା ଜଣଙ୍କ ଫେରି ଆସି ବାଙ୍କୀ ଥାନାର ଦ୍ୱାରସ୍ତ ହୋଇଥିଲେ। ତେବେ ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେଉଛି, ସେ ମୁଣ୍ଡ ଟେକି ବାଟ ଚାଲି ପାରୁ ନାହାନ୍ତି। ଏବଂ ସେ ପୋଲିସ କମିଶନରଙ୍କୁ ଅନୁରୋଧ କରି କହିଛନ୍ତି ଯେ ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆଯାଉ। ଆମର ଆଶା ମହିଳା ଜଣଙ୍କୁ ଖୁବଶୀଘ୍ର ନ୍ୟାୟ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।