ଦେଖନ୍ତୁ Viral ଭିଡିଓ : ଚତୁର୍ଥୀ ରାତି ରୁ ସେ ମୋ ଭିଡ଼ିଓ ଭାଇରାଲ କରିଦେବେ ଧମକାଉଛନ୍ତି, ହନିମୁନ ପାଇଁ ସେ ମୋଠୁ….

0

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ବର୍ତ୍ତମାନର ଯୁବକ ଯୁବତୀମାନେ ପ୍ରେମ ପଛରେ ଦୌଡୁଛନ୍ତି ଏବଂ ଦରକାର ପଡ଼ିଲେ ପ୍ରେମ ପାଇଁ ସେମାନେ କିଛି ବି କରିଦେଉଛନ୍ତି। ବର୍ତ୍ତମାନ ଦେଖାଯାଉଛି, ଯେ ଯୁବକ ଯୁବତୀ ଭଲ ପାଉଛନ୍ତି। ଏବଂ ଯଦି ସେମାନେ ଭଲ ପାଇ ବିବାହ କରୁଛନ୍ତି, ବିବାହ ପରେ ଅଧିକାଂଶ ଦମ୍ପତିଙ୍କ ମଧ୍ୟରେ ବିଭିନ୍ନ କଳହ ସୃଷ୍ଟି ହେଉଛି। ଏହାଛଡା ଆପଣମାନେ ଅଧିକାଂଶ ସମୟରେ ଦେଖିଥିବେ ଯେ ନାରୀ ମାନେ ନିର୍ଯାତିତାର ଶିକାର ହୋଇ ମହିଳା କମିଶନରଙ୍କ ଦ୍ୱାରସ୍ଥ ହେଉଛି, ତାଙ୍କୁ ସମସ୍ତେ ସପର୍ଟ କରୁଛନ୍ତି, କିନ୍ତୁ ସମାଜରେ ଅନେକ ପୁରୁଷ ଅଛନ୍ତି, ଯେଉଁ ମାନେ ନିଜ ସ୍ତ୍ରୀ ଠାରୁ ନିର୍ଯାତନାର ଶିକାର ହେଉଛନ୍ତି, କିନ୍ତୁ ପୁରୁଷଙ୍କ ପାଖକୁ ସାହାଯ୍ୟ କରିବା ପାଇଁ ଆସୁନାହାନ୍ତି। ଏଭଳି ଅନେକ ପୁରୁଷ ନିର୍ଯାତନାର ଶିକାର ହେବାର ଦେଖା ଯାଇଥାଏ।

ତେବେ ବନ୍ଧୁଗଣ ଗଣମାଧ୍ୟମରେ ଜଣେ ଯୁବକ ତାଙ୍କ ସ୍ତ୍ରୀ ନାଁ ରେ ଅଭିଯୋଗ ଆଣିଥିଲେ ଯେ, ଅନ୍ୟ ଜଣେ ଫୋନ କରି କହିଥିଲେ, ସ୍ତ୍ରୀର ପ୍ରାଇଭଟ ପାର୍ଟ ରେ ଟାଟୁ ଅଛି, ସ୍ତ୍ରୀ ତାଙ୍କୁ ନିର୍ଯାତନା ଦେଉଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ନିଜେ ଗଣ ମାଧ୍ୟମରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ଗତକାଲି ମହିତ ଶର୍ମା ନାମରେ ଜଣେ ବ୍ୟକ୍ତି ଯିଏକି କଟକରେ ରହନ୍ତି, ସେ ତାଙ୍କ ନିଜ ସ୍ତ୍ରୀଙ୍କ ନାଁରେ ଅଭିଯୋଗ କରିଥିଲେ ଯେ, ଚତୁର୍ଥୀ ରାତିରେ ତାଙ୍କ ପାଖକୁ ଅଜଣା ଯୁବକଙ୍କ କୋଲ ଆସିଥିଲା, ଯୁବକ ଜଣକ କହିଥିଲେ କି ତୋ ସ୍ତ୍ରୀର ପ୍ରାଇଭେଟ ପାର୍ଟରେ ତାଙ୍କ ନାଁରେ ଟାଟୁ ଅଛି। ଏହା ପରେ ସେ ଟାଟୁ ଥିବାର ଦେଖିଥିଲେ। ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ବହୁତ ନିର୍ଯାତନା ଦେଉଛନ୍ତି। ଏପରିକି ମଦ ପିଇ ଅଜଣା ଯୁବକ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରହିଛି। ସେ ତାଙ୍କ ପାଖରେ ରହିବା ପାଇଁ ଚାହୁଁନାହାନ୍ତି।

ଏପଟେ ତାଙ୍କ ସ୍ତ୍ରୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିବାହ ପୂର୍ବରୁ ତାଙ୍କର ଯାହାସବୁ ଘଟଣା ଘଟିଛି ତାଙ୍କ ଜୀବନରେ ତାଙ୍କ ସ୍ୱାମୀ ସବୁ ଜାଣିଥିଲେ, ସବୁ ଜାଣି ଶୁଣି ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏବଂ ତାଙ୍କ ସ୍ୱାମୀ ଯେଉଁ ଟାଟୁ କଥା କହୁଛନ୍ତି, ସେ ଭୁବନେଶ୍ୱରରେ ରହି ଫେସନ ଡିଜାଇନ କୋର୍ସ କରୁଥିଲେ ସେତେବେଳେ ଟାଟୁ କରିଥିଲେ। ତାଙ୍କ ସ୍ୱାମୀ ବିଜିନେସ କରିବା ପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ, ତାଙ୍କ ବାପାଙ୍କ ପାଖରେ ଟଙ୍କା ନଥିବାରୁ ମନା କରି ଦେଇଥିଲେ। ଏହା ପରେ ସେ ତାଙ୍କୁ ନିର୍ଯାତନା ଆରମ୍ବ କରିଥିଲେ, ଯାହା ତାଙ୍କର କହିବା କଥା, ସେ ମଧ୍ୟ ମହିଳା କମିଶନଙ୍କ ପାଖକୁ ଯାଇଥିଲେ। ତେବେ ଏହିସବୁ ପ୍ରତିକ୍ରିୟା ସେ ଗଣମାଧ୍ୟମରେ ରଖିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।