ଦେଖନ୍ତୁ ଭିଡିଓ : ଛାଡପତ୍ର ପରେ ପ୍ରଥମ ଥର ପାଇଁ ଭିଡିଓ କରି ନିଜ ଦୁଃଖ ଜଣାଇଲେ ଶୁଣିଲେ କାନ୍ଦିପକେଇବେ…

0

ଗୋଟିଏ ପରେ ଗୋଟିଏ ବିପଦ ଓଡ଼ିଶା କୁ ମାଡି ଆସୁଛି । ଗୋଟିଏ ପଟରେ କରନା ମହାମାରୀ ରୁ ଅନେକ ଲୋକ ମାନେ ନିଜର ପ୍ରାଣ ହରାଉ ଥିବା ବେଳେ ଅନ୍ୟ ପଟରେ ପ୍ରାକୃତିକ ବିପର୍ଜୟ ମଧ୍ୟ ଦାଉ ସାଧୁଛି। କିଛି ଦିନ ପୂର୍ବରୁ ଓଡ଼ିଶା ଏକ ବାତ୍ୟା ର ସମ୍ମୁଖୀନ କରିଛି ଯାହାର ରୂପ ଅତି ଭୟଙ୍କର ଥିଲା । ତାଣ୍ଡବ ରଚିଥିଲା ଏହି ବାତ୍ୟା ୟାସ୍ । ଉଗ୍ର ରୂପ ଧାରଣ କରି ଏହି ବାତ୍ୟା ଆସିଥିଲା। ଏହି ବାତ୍ୟା ର ପ୍ରଭାବ ରେ ଓଡ଼ିଶା କେତୋଟି ଜିଲ୍ଲା ଅତି ମାତ୍ରା ରେ ପ୍ରଭାବିତ ହୋଇଥିଲେ। ବାତ୍ୟା ୟସ୍ ଯୋଗୁଁ ଅନେକ ସ୍ଥାନ ରେ ପ୍ରବଳ ମାତ୍ରା ରେ ବର୍ଷା ହୋଇଥିଲା ଯେଉଁଥି ପାଇଁ ଅନେକ ଗୁଡିଏ ସ୍ଥାନ ବର୍ତମାନ ସୁଦ୍ଧା ମଧ୍ୟ ଜଳ ଘେରରେ ରହିଛି।

ଅନେକ ଲୋକେ ମାନେ ଏହି ବାତ୍ୟା ୟାସ ରେ ଗଭୀର ମାତ୍ରା ରେ ପ୍ରଭାବିତ ହୋଇଛନ୍ତି । ଗୋଟିଏ ପକ୍ଷରେ ଲୋକ ମାନେ କରନା ମହାମାରୀ ଠାରୁ ବଞ୍ଚିବା ପାଇଁ ସଂଘର୍ଷ କରୁ ଥିବା ବେଳେ ଅନ୍ୟ ପକ୍ଷରେ ଏହି ବାତ୍ୟା ୟାସ ଲୋକ ମାନଙ୍କ ପାଇଁ ଆହୁରି ଅଧିକ ଦାଉ ସାଧିଛି । ତେବେ ଏହି ବାତ୍ୟା ର ରୂପ କେତେ ଭୟଙ୍କର ଏହା ଅଭିନେତା ବବି ମିଶ୍ର ମଧ୍ୟ ଏକ ଭିଡ଼ିଓ ରେ ଦେଖାଇ ଅଛନ୍ତି। ଓଡ଼ିଆ ଫିଲ୍ମ ଜଗତ ର ଅତି ପ୍ରସିଦ୍ଧ ଅଭିନେତା ବବି ମିଶ୍ର ଙ୍କ ଗ୍ରାମ ମଧ୍ୟ ଏହି ବାତ୍ୟା ୟାଶ ଠାରୁ ବର୍ତୀ ଯାଇ ନାହାଁନ୍ତି ଓ ବବି ମିଶ୍ର ଏକ ଭିଡ଼ିଓ ମାଧ୍ୟମ ରେ ନିଜ ଗାଁ ର ବାତ୍ୟା ପରର ଦୃଶ୍ୟ ଦେଖାଇ ଅଛନ୍ତି ଓ ଲୋକ ମାନେ କେତେ କଷ୍ଟ ରେ ଅଛନ୍ତି ଏହି ବିଷୟ ରେ ମଧ୍ୟ କହି ଅଛନ୍ତି।

ବବି ମିଶ୍ର କହିଛନ୍ତି ଯେ ଏହି ବାତ୍ୟା ରେ ତାଙ୍କ ଗ୍ରାମ ରେ ପ୍ରବଳ ମାତ୍ରା ରେ ବର୍ଷା ହୋଇଥିଲା ଯାହା ଫଳରେ ବର୍ତମାନ ମଧ୍ୟ ତାଙ୍କ ଗ୍ରାମ ପାଣି ଘେରରେ ରହିଛି । ଅନେକ ଲୋକ ଏହି ପାଣି ଘେରରେ ରହିଛନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସହିତ ତାଙ୍କ ପାଖରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯିବାର ଚେଷ୍ଟା ମଧ୍ୟ କରା ଯାଉଛି। ବାତ୍ୟା ର ଦୁଇ ଦିନ ପରେ ମଧ୍ୟ ଗାଁ ଟି ସମ୍ପୂର୍ଣ ଭାବେ ଜଳମଗ୍ନ ହୋଇ ରହିଛି।

ତାଙ୍କ ଗ୍ରାମ ରେ ପବନ ଠାରୁ ଅଧିକ ବର୍ଷା ର ପ୍ରକୋପ ରହିଥିଲା ଯେଉଁଥିପାଇଁ ଦୁଇ ଦିନ ପରେ ମଧ୍ୟ ଗ୍ରାମ ଗୁଡିକ ସମ୍ପୂର୍ଣ ଭାବେ ଜଳମଗ୍ନ ହୋଇ ରହିଛି । ଏହି ଯୋଗୁଁ ବର୍ତମାନ ଚାଷ ମଧ୍ୟ ନହୋଇ ପାରିବାର ସମ୍ଭାବନା ରହିଛି। ଲୋକ ମାନେ ଏହି ବର୍ଷ ଏହି ବାତ୍ୟା ଯୋଗୁଁ ଅନେକ ସମସ୍ୟା ର ସମ୍ମୁଖୀନ ହୋଇ ପାରନ୍ତି । ଏହା ସହିତ କୋକ ମାନଙ୍କୁ ସମ୍ପୂର୍ଣ ସାହାର୍ଯ୍ୟ ଯୋଗାଇ ଦିଆ ଯିବାର ଚେଷ୍ଟା କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।