ଛାଡିବା ମାତ୍ରେ ନିଆଁ ପରି ଭାଇରାଲ ହେଉଛି Elina Samantaray ଙ୍କ ଏହି ଭିଡ଼ିଓ, ଦେଖିବା ପରେ ନିଜକୁ ସମ୍ଭାଳି ପାରିବେନି ଆପଣ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ଜାଣିଛନ୍ତି କିପରି ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ଚୁଲବୁଲି ସୁନ୍ଦରୀ ନାୟିକା ଏଲିନା ସାମନ୍ତରାୟ। ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ। ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି। ସମସ୍ତଙ୍କ ହୃଦୟରେ ଜଣେ ଚୁଲବୁଲି ସୁନ୍ଦର ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି।ନିଜର ଟାଲେନ୍ଟ ଯୋଗୁଁ ଅଳ୍ପ ବୟସରୁ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଓଡ଼ିଆ ଫିଲ୍ମ୍ ଜଗତରେ।

ତେବେ ଓଡ଼ିଶାର ଫିଲ୍ମ୍ ଜଗତରେ ନିଜର ଅଭିନୟ ର ପାରଦର୍ଶିତା ଦେଖାଇ ସେ ସମସ୍ତଂକ ନିକଟତର ହୋଇ ପାରିଛନ୍ତି। ଖୁବ୍ ସୁନ୍ଦର୍ ଅଭିନୟ କରି ଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରି ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କୁ କିଏ ବା ନଜାଣେ। ଆପଣ ଦେଖିଥିବେ ତାଙ୍କର ଅଭିନୟ ର ଢାଞ୍ଚା କିପରି ନିଆରା ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।

ଅଭିନୟ ଜଗତରେ ପାଦଦେବା ପରେ ଅନେକ ସୁପରଷ୍ଟାର ମାନଙ୍କ ସହିତ କାମ କରିବାର ମଧ୍ୟ ସୁଯୋଗ ପାଇଛନ୍ତି ସେ।ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତେବେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି। ଯାହାକୁ ତାଙ୍କର ପ୍ରସଂଶକ ମାନେ ବେଶ୍ ପସନ୍ଦ କରୁଛନ୍ତି। ଏଥିରେ ସେ ଶାଢ଼ି ପିନ୍ଧି ନିଜକୁ ସୁନ୍ଦର୍ ଭାବରେ ସଜାଇ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି।

ତେବେ ସୋସିଆଲ ମିଡିଆରେ ତାଙ୍କର ଏହି ଡାନ୍ସ ଭିଡିଓ ବେଶ୍ ଭାଇରାଲ ହେଉଛି।ସେ ଏହି ଭିଡ଼ିଓରେ ଧଳା ରଙ୍ଗର ଶାଢ଼ୀ ପିନ୍ଧି ବହୁତ୍ ସୁନ୍ଦର୍ ଭାବରେ ନିଜକୁ ସଜାଇ ରୋମାଣ୍ଟିକ ପୋଜ୍ ରେ ଡାନ୍ସ କରୁଛନ୍ତି। ତେବେ ସେ ଡାନ୍ସ କରୁଥିବା ସ୍ଥାନର ଦୃଶ୍ୟ ମଧ୍ଯ ଅତ୍ୟନ୍ତ ସୁନ୍ଦର୍ ଲାଗୁଛି। ଅନେକ ସମୟରେ ସେ ସୁନ୍ଦର୍ ସୁନ୍ଦର୍ ଭିଡିଓ ନେଇ ଦର୍ଶକଙ୍କ ସାମ୍ନାକୁ ଆସିଥାନ୍ତି।ଏହି ଅଭିନେତ୍ରୀ ଜଣଙ୍କ ଅନେକ ସମୟରେ ସୋସିଆଲ ମିଡ଼ିଆରେ ତାଙ୍କର ସୁନ୍ଦର୍ ସୁନ୍ଦର୍ ଫଟୋ ଏବଂ ଭିଡିଓ ସବୁକୁ ପୋଷ୍ଟ କରିଥାନ୍ତି। ସେହିଭଳି ତାଙ୍କର ଏହି ଭିଡିଓ ଦର୍ଶକଙ୍କୁ ବେଶ୍ ଆସିଛି ଏବଂ ଅନେକ ଏହାକୁ ଲାଇକ୍ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।