ଛାଟିପିଟି ହେଉଥିଲା ଛୁଆ ତଣ୍ଟି ଚିପିଦେଲା ମା’… ଦେଖନ୍ତୁ ଏହି ଛାତି ଥରା ଭିଡ଼ିଓ

0

ମା ଶବ୍ଦ ର ଅର୍ଥ କହିଲେ ଯିଏ ଦୁନିଆ ଦେଖେଇ ଥାଏ। ଯାହା ମାଧ୍ୟମରେ ଆମେ ମାନେ ଦୁନିଆ ସମ୍ପର୍କରେ ଜାଣିଥାଉ। ଜଣେ ଶିଶୁର ପ୍ରଥମ ଶିକ୍ଷା କରିଥାଏ ତା ମା ଠାରୁ। ଏବେ ଜବୁ ଘଟଣା ଏଠାରେ ଘଟୁଛି ତାହା ସମଗ୍ର ମହିଳା ସମାଜକୁ କଳୁଷିତ କରୁଛି ଏବଂ ମାତୃ ସର ମମତା ଉପରେ ପ୍ରଶ୍ନବାଚୀ ଉଠୁଛି।ତେବେ ବନ୍ଧୁଗଣ ଏମିତି ଘଟଣା ଦେଖବାକୁ ମିଳିଛି ଯେଉଁଠାରେ ଜଣେ ଜନ୍ମ କରିଥିବା ମା ତାର ଶିଶୁ ପାଇଁ ରାକ୍ଷାସ ପାଲଟି ଗଲା।

ଏଠାରେ ଏମିତି ଘଟଣା ଯାହା ଦେଖିବା ପରେ ସମସ୍ତଙ୍କ ଆଖିରେ ଅଶ୍ରୁ ର ଲହରୀ ଆସିଯିବ। ଜଣେ ଜନ୍ମ ଦେଇଥିବା ମା କେବେ ନିଜର ଛୁଆ ସହିତ ଏମିତି କାଣ୍ଡ କରି ପାରେ।ଯାହାକୁ ସେ ଏତେ ଦିନ ପେଟରେ ଧାରଣ କରିଛି। ଆଉ ଏହିଠାରେ ମହିଳା ଙ୍କୁ ଗାଁ ଲୋକ କହୁଛନ୍ତି ଯେ ତାଙ୍କର ଆଉ କାହା ସହିତ ବୋଧ ହୁଏ ସମ୍ପର୍କ ରହିଥିଲା ଏପଟେ ତାଙ୍କ ସ୍ୱାମୀ କହୁଛନ୍ତି ଯେ ତାଙ୍କର ମୁଣ୍ଡ ଖରାପ ରହିଛି। ଏହି ମହିଳା ଜଣଙ୍କ ଯାହା କରିଛନ୍ତି ତାହା ସମସ୍ତ ନାରୀ ଜାତି ପାଇଁ କଳଙ୍କ। ଆଉ ଏମିତି ଘଟଣା ଏବେ କେନ୍ଦ୍ରାପଡା ଜିଲ୍ଲାରେ ଦେଖା ଦେଇଛି।

ଘଟଣା ଏମିତି ଯାହା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରି ଦେଇଛି । ଏହିଠାରେ ଜଣେ ମା ତାଙ୍କର ୨ ମାସର ଶିଶୁଙ୍କୁ ତଣ୍ଟି ଚିପି ମାରି ଦେଇଛନ୍ତି ଯାହା ଏବେ ସୂଚନା ଯୋଗ୍ୟ। ଏହି ଘଟଣା ରେ ଶୁଣିବାକୁ ମିଳିଛି ଯେ ତାଙ୍କର ଆଉ କାହା ସହିତ ସମ୍ପର୍କ ରହିଥିଲା ଯାହା ପାଇଁ ଏମିତି କରି ପାରନ୍ତି। ଆଉ ମଧ୍ୟ ତାଙ୍କର ଛାତି ରେ ଯନ୍ତ୍ରଣା ହୋଇଥିବାରୁ ସେ ଶାଶୁ ଘରେ ରହିବାକୁ ଚାହୁଁ ନଥିଲେ ସେଥିପାଇଁ ସେ ଅନେକ ସମୟରେ ନିଜର ଭିଣେଇ ସହିତ ଘର କୁ ପଳେଇ ଥାଆନ୍ତି। ପରବର୍ତୀ ସମୟରେ ପୁଣି ଶାଶୁ ଘର କୁ ଫେରି ଆସି ଥାଆନ୍ତି। ଏହି ଘଟଣା ରେ ସେହି ମହିଳା ଜଣଙ୍କ କୁନି ପିଲାଟିକୁ ମାରି ଦେବା ପରେ ସଂଗେ ସଂଗେ କୂଅ ଭିତରେ ପକେଇ ଦେଇଥିଲେ ଯାହା ସୂଚନାଯୋଗ୍ୟ।

ଏହି ଘଟଣା ରେ ସେହି ମହିଳାଙ୍କର ସ୍ୱାମୀ କହୁଛନ୍ତି ଯେ ତାଙ୍କର ମୁଣ୍ଡ ଟିକିଏ ଖରାପ ରହିଛି ଆଉ ବିଭିନ୍ନ ସମୟରେ ନିଜ ବାପ ଘରକୁ ପଳେଇ ଥାଆନ୍ତି। ତାଙ୍କର ଛାତିରେ ଯନ୍ତ୍ରଣା ହୁଏ ଯେଉଁଥିପାଇଁ ସହି ନ ପାରି ସେହି ଦିନ ରାତିରେ କୁନି ପିଲାଟିକୁ ହତ୍ୟା କରି ଦେଇଛନ୍ତି। ଏହାପରେ ସେମାନେ ଖୋଜିଲେ ଶିଶୁକୁ ନ ପାଇବାରୁ ସଂଗେ ସଂଗେ ଥାନାକୁ ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଖବର ମିଳିଲା ଯେ କୂଅ ଭିତରେ ମୃତ ଦେହ ପଡିଛି ଯାହାକୁ ଉଦ୍ଧାର କରିଥିଲେ। ଏହି ଘଟଣା କୁ ନେଇ ପୋଲିସ ଏବେ ସେହି ମହିଳା ଜଣଙ୍କ ଅଟକ ରଖିଛି ଏବଂ ତଦନ୍ତ ଚଳେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।