ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ପାଣି ଆସିଯିବ | ମା ଟିର କାନ୍ଦ ଆଉ ବୋବାଳି ଆପଣଙ୍କ ଛାତିକୁ ମଧ୍ୟ ଚହଳାଇ ଦେବ | ତେବେ ଶ୍ରାବଣ ମାସରେ ଜଳାଭିଷେକ ପାଇଁ ଯାଇଥିବା ଭକ୍ତ ଙ୍କର ଏଭଳି ମୃତ୍ୟୁ ଘଟଣା ଟି ସମସ୍ତଙ୍କୁ ଦୁଃଖର ସାଗରରେ ଭସାଇ ଦେଇଛି | ଆଉ ପୁଅକୁ ଝୁରି ଝୁରି ମା କାନ୍ଦି କାନ୍ଦି କହୁଛନ୍ତି ଧନରେ କୁଆଡେ ଗଲୁ ଫେରିଆ |ମୋର ଏକୋଇର ବାଳା ବିସିକେଶନ କୁଆଡେ ଗଲୁ କହି ଭୋ ଭୋ ହୋଇ କାନ୍ଦିଉଠୁଛନ୍ତି ମା ଜଣଙ୍କ ଆଉ ଯୋଉଁ ଦୃଶ୍ୟ କୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ପାଣି ଆସିଯିବ | ତେବେ ଆସନ୍ତୁ ବନ୍ଧୁଗଣ ସେପରି ଗୋଟିଏ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଛାତିକୁ ଥରାଇ ଦେବା ଭଳି ଘଟଣା ବର୍ତ୍ତମାନ ଭାଇରାଲ ହେଉଛି | ଆଉ ଯୋଉଠି ମା ଜଣଙ୍କ ଛାତିକୁ ବାଡେଇ ଯେତେ ଜୋରରେ କାନ୍ଦିଲେ ମଧ୍ୟ ସେ ଆଉ ଉଠୁନି | ଆଉ କାନ୍ଦି କାନ୍ଦି ମା ଜଣକ ମଧ୍ୟ ମାଟିରେ ଗଡି ଯାଉଛନ୍ତି | ତେବେ ତାକୁ ଯେତେ ଡାକିଲେ ବି ସେ ଆଉ ଶୁଣୁନି, କାରଣ ତାକୁ କୁଆଡେ ଠାକୁର ନେଇଯାଇଛନ୍ତି |ତେବେ କାଲି ଥିଲା ଶ୍ରାବଣ ମାସର ତୃତୀୟ ସୋମବାର | ତେବେ ଘଟିଥିବା ଘଟଣା ଟି ହେଉଛି ଢେଙ୍କାନାଳ ଜିଲ୍ଲା କରଞ୍ଜକ ଥାନା ଅନ୍ତର୍ଗତ କୁଆଳ ଗ୍ରାମ ରୁ | ତେବେ ଯାହା ଜଣା ପଡିଛି କି ଗୁଆଳି ଗ୍ରାମ କେନାଲ ରୁ ଜଳ ଲାଗି ପାଇଁ ପାଣି ଉଠାଇବାକୁ ଆସିଥିଲେ ଦୁଇ ଭକ୍ତ |
ତେବେ ଭକ୍ତ ଦୁଇଜଣ ପାଖରେ ଥିବା ଅଷ୍ଟଶମ୍ଭୁ ଙ୍କ ମନ୍ଦିରକୁ ଜଳ ଲାଗି ପାଇଁ ଆସୁଥିଲେ | ଆଉ ଏହା ଶ୍ରାବଣ ମାସର ତୃତୀୟ ସୋମବାର ଥିବାରୁ ପାଣି ଆଣିବା ପାଇଁ ବାଇକ ଯୋଗେ ଆସିଥିଲେ କେନାଲ ନିକଟକୁ | ଆଉ ପାଣି ବୁଡାଇବା ସମୟରେ ପାଦ ଖୋସିଯିବା ଫଳରେ କେନାଲ ରେ ଭାସିଯାଇଥିଲେ ଦୁଇ ଜଣା କଉଡ଼ିଆ |ଆଉ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମହେଶ୍ୱର ନାୟକ ନାମକ ଜଣେ ଯୁବକ ପାଣିରେ ଭାସି ଯାଇଥିଲେ |
ତେବେ ବର୍ତ୍ତମାନ ତାଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଛି, ଆଉ ପୋଲିସ ମୃତ ଦେହକୁ ଉଦ୍ଧାର କରିବା ପରେ ତାଙ୍କର ଶବ ଦାହର ବ୍ୟବସ୍ଥା ମଧ୍ୟ କରୁଛନ୍ତି | ଆଉ ଯାହାକୁ ଦେଖିବା ପାଇଁ ମା ଜଣଙ୍କ ଧାଇଁ ଆସିଛନ୍ତି, ଆଉ ପୁଅର ଶବ ପାଖରେ ବସିକି ଭୋ ଭୋ ହେଇକି କାନ୍ଦୁଛନ୍ତି | ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ପାଣି ଆସିଯିବ |ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ଓ ଲୋକ ଟିର ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।