ଦେଖନ୍ତୁ ଭିଡ଼ିଓ : ଛାତି ଥରାଇଲା ଭଳି ଦୁର୍ଘଟଣା…ଭିଡ଼ିଓ ଦେଖିଲେ ଆପଣଙ୍କର ବି ଉଡିଯିବ ହୋସ…

0

ବନ୍ଧୁଗଣ ଦୁର୍ଘଟଣା ଶବ୍ଦଟି ସମସ୍ତଙ୍କ ପାଇଁ ପରିଚିତି ଅଟେ। ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ଵରେ ଦେଖିବାକୁ ପାଇଥାଉ। ବହୁତ୍ ଏମିତି ଦୁର୍ଘଟଣା ରହିଛି ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ। ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତ ଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇ ଯାଇଥାଏ। ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। କାରଣ ଏବେ ସାମ୍ନାକୁ ଆସିଲା ଆଉ ଏକ ଦୁର୍ଘଟଣା ର ଭୟାନକ ଚିତ୍ର। ଆଜି ଆମେ ପୁଣି ଥରେ ସେହି ସବୁ ଜିନିଷ ବିଷୟରେ ଆଲୋଚନା କରିବା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ।

ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ସେହିପରି ଏକ ଘଟଣା ନିକଟରେ ଘଟିଛି ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଛାତି ଫାଟିଯିବା ଭଳି ଲାଗୁଛି। ଅଚାନକ ଭାବରେ ଏମିତି ଏକ ଘଟଣା ଏଠାରେ ଘଟି ଯାଇଛି ଯାହା ଦେଖିଲେ ଲାଗୁଛି କଣ ଏମିତି ବି ଘଟିପାରେ। ବିପଦ ଏମିତି ବି ସାମ୍ନାକୁ ଆସିପାରେ। ଯେଉଁଠାରେ ଏକ କାର ବହୁତ୍ ଜୋର୍ ଏକ ଅଟୋ କୁ ପଛରୁ ଆଘାତ ଦେବା ପରେ ଅଟୋ ଟି ଛିଟକି ହୋଇ ପଡ଼ୁଛି। କ୍ଷଣିକ ମଧ୍ୟରେ ସବୁ କିଛି ଯେମିତି ଓଲଟ ପାଲଟ ହୋଇ ଯାଇଛି।

ଏତେ ଦ୍ରୁତ ବେଗରେ କାର ଟି ଆସି ପଛରୁ ଧକ୍କା ଦେଉଛି ତାହା ନଦେଖିଲେ ଆପଣ ଜାଣି ପାରିବେନି। ଆଖି ପଲକ ପକାଇବା ପାଇଁ ଯେତିକି ସମୟ ଆବଶ୍ୟକ ତା ଠାରୁ କମ୍ ସମୟରେ ଏହି ଛାତି ଥରା ଦୁର୍ଘଟଣା ଘଟୁଛି।ଆମେ ଅଧିକାଂଶ ସମୟରେ ଦେଖିବାକୁ ପାଇଥାଉ କିପରି ଭାବରେ ହଠାତ୍ ମଣିଷ ଉପରକୁ ବେଳେ ବେଳେ ବିପଦ ମାଡ଼ି ଆସିଥାଏ। ସେହିପରି ମଧ୍ୟ ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କାହାର ଜୀବନ ଚାଲିଯାଏ।

ଯାହାବି ହେଉ ଏଠାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଭୟଭୀତ କରି ଦେଇଛି।ଯାତ୍ରା ସମୟରେ ସମସ୍ତ ସୁରକ୍ଷିତ ପଦକ୍ଷେପ କୁ ଗ୍ରହଣ କରିବା ନିହାତି ଆବଶ୍ୟକ। ତେଣୁ ଏଥିପ୍ରତି ସର୍ବଦା ସଚେତନ ରୁହନ୍ତୁ।ତେବେ ଏଭଳି ଘଟଣା ନିଶ୍ଚୟ ସାମାନ୍ଯ ଅସାବଧାନତା କାରଣରୁ ଘଟିଛି। ଯେଉଁଥିରେ ବହୁତ୍ ବଡ଼ କ୍ଷତି ସମ୍ଭାବନା ମଧ୍ୟ ରହିଥାଏ। ତେବେ ଗାଡ଼ି ଚଳାଇବା ବେଳେ ସୁସ୍ଥ ମସ୍ତିଷ୍କ ରେ ଗାଡ଼ି ଚଳାନ୍ତୁ ଏବଂ ଭାରସାମ୍ୟ ରକ୍ଷା କରି ପାରିବା ଭଳି ଗାଡ଼ି ଚଳାନ୍ତୁ।। କାରଣ ଦ୍ରୁତ ବେଗରେ ଗାଡ଼ି ଚଳାଇବାର କରୁଣ ପରିଣତି କଣ ହୋଇପାରେ ତାହା ଏଠାରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।