ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ

0

ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଛି ପୁଣି ଏକ ସୁବର୍ଣ୍ଣ ସୁଯୋଗ। ନୟାଗଡ଼ ଜିଲ୍ଲା ତରଫରୁ ଏକ ନିଯୁକ୍ତି ପାଇଁ ଏବେ ବିଜ୍ଞପ୍ତି ଆସିଛି ଯାହା ରହିଛି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ। ଏହି ପଦବୀ ପାଇଁ ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଥିବା ବେଳେ ସମସ୍ତେ ଏହାର ଲାଭ ଉଠାଇ ପାରିବେ। ନିଶ୍ଚିତ ଏହା ଏକ ଭଲ ନିଯୁକ୍ତି ସୁଯୋଗ କାରଣ ଏହା ଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରୁଛି।ତେବେ ପିଲା ମାନଙ୍କ ପାଇଁ ନୟାଗଡ଼ ଜିଲ୍ଲା ପକ୍ଷରୁ ବାହାରିଥିବା ସୁଯୋଗ ଯାହାର ବିଜ୍ଞପ୍ତି ଆସି ସାରିଛି।ଏହାକୁ ବେଚଳର ଡିଗ୍ରୀ ପାସ୍ କରିଥିବା ଛାତ୍ର ଛାତ୍ରୀ ମାନେ ଆବେଦନ କରି ପାରିବେ।

ଏହି ନିଯୁକ୍ତି ପାଇଁ ଉଭୟ ଛାତ୍ର ଛାତ୍ରୀ ଯଥା ପୁରୁଷ ଓ ମହିଳା ଆବେଦନ କରି ପାରିବେ।ତେବେ ଯଦି ଆପଣ ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।

ଏହି ବିଭାଗ ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ଏହାର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- PGT,TGT,PET, ହିନ୍ଦୀ ଶିକ୍ଷକ ଓ ସଂସ୍କୃତ ଶିକ୍ଷକ।

ଆବେଦନ ମାଧ୍ୟମ- ଅଫଲାଇନ ରେ ରେଜିଷ୍ଟ୍ରେଡ ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଆବେଦନ କରି ପାରିବେ।

ଚୟନ ପ୍ରକ୍ରିୟା- କେରିଆର ଯୋଗ୍ୟତା ଏବଂ ମାର୍କ ଅନୁସାରେ ଚୟନ କରାଯିବ।

ଶିକ୍ଷାଗତ ଯୋଗ୍ୟତା- ବେଚଲର ଡିଗ୍ରୀ କୋର୍ସ୍ କରିଥିବା ଦରକାର।

ଆବେଦନ ଶେଷ ତାରିଖ- ୦୬/୦୩/୨୦୨୧

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୨୧ ରୁ ୩୨ ବର୍ଷ ଭିତରେ ହୋଇଥିବା ଦରକାର।

ଦରମା- ୧୬୮୮୦ ଟଙ୍କା ମାସିକ ଦରମା ରହିଛି।

ଆବେଦନ ପ୍ରକ୍ରିୟା- ତେବେ ନୟାଗଡ଼ ଜିଲ୍ଲା ତରଫରୁ ଏହି ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଏହାର ନୋଟିଫିକେସନ୍ କୁ ଡାଉନ୍ ଲୋଡ୍ କରିପାରିବେ ନହେଲେ ଏହି ବିଭାଗର ଜାରି ହୋଇଥିବା ଅଫିସିଆଲ୍ ୱେବ୍ ସାଇଟ୍ (www.nayagarh.nic.in) ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଆବେଦନ ସମୟରେ ସମସ୍ତ ତଥ୍ୟ ଠିକ ଦିଅନ୍ତୁ ଏବଂ ଏହାକୁ ୦୬ ମାର୍ଚ୍ଚ ପୂର୍ବରୁ ଆବେଦନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।