ବର୍ତ୍ତମାନ ଆଜିକାଲି ଦୁନିଆରେ ବହୁତ ଅନ୍ୟାୟ ଓ ଅପରାଧିକ କାର୍ଯ୍ୟ ଦେଖିବାକୁ ମିଳିଛି। ସମାଜରେ ଏଭଳି କିଛି ଅସଭ୍ୟ ପିଲା ଅଛନ୍ତି ଯେ, ସେମାନଙ୍କ ନିକଟରେ ନିଶା ଦ୍ରବ୍ୟ ଜିନିଷ ସବୁ ଦେଖି ବାକୁ ମିଳିଥାଏ। ସେମାନେ ସମାଜ ବା ଦୁନିଆକୁ ଖାତିର ନକରି ସବୁବେଳେ କୁକାର୍ଯ୍ୟ କରି ଚାଲି ଥାଆନ୍ତି। ସେମାନେ ଆଇନକୁ ତାଙ୍କ ହାତ ମୁଠାରେ ରଖି ଥାଆନ୍ତି ବୋଲି ଭାବି ନେଇ ଥାଆନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ଅନ୍ୟ ଲୋକ ମାନେ ମଧ୍ୟ ଖରାପ ହେଇ ଯାଉଛନ୍ତି ଓ ଏଥି ସହିତ ସମାଜ ବା ଦେଶ ଖରାପ ଆଡକୁ ଗତି କରିବାକୁ ଲଗୁଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ମାନଙ୍କରେ ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ଗୋଟିଏ ଖବର ସମ୍ନାକୁ ଆସିଛି। ଆମେ ଆପଣ ମାନଙ୍କୁ ଏହି ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବେ। ତାହା ହେଉଛି, ମୁନମୁନଙ୍କ ପ୍ୟାଡ଼ ଭିତରୁ ଯେଉଁ ଡ୍ରଗ୍ସ ବାହାରି ଥିଲା, ତାହାରି ଉପରେ ସୁର ବାବୁ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଆସନ୍ତୁ ସେ ତାଙ୍କ ପ୍ରତିକ୍ରିୟାରେ କ’ଣ କହୁଛନ୍ତୁ ଜାଣିବା;
ସୂଚନା ଅନୁସାରେ, ମୁନମୁନ ଧନେଚା ତାଙ୍କ ପ୍ୟାଡ଼ ଭିତରେ ଯେଉଁ ଡ୍ରଗ୍ସ ପୁରାଇ ନେଇ ଥିବାର ଡ୍ରଗ୍ସ ପାର୍ଟିରେ ଧର ପଡି ଥିଲେ। ଏହା ଉପରେ ସୁର ବାବୁ କହିଛନ୍ତି ଯେ, ଏହା ଏକ ବିଷାକ୍ତ ଜିନିଷ ଅଟେ ଓ ଯେଉଁ ଲୋକ ମାନେ ଥରେ ଏହି ନିଶା ଦ୍ରବ୍ୟ ଗ୍ରହଣ କରି ଥାଆନ୍ତି, ସେମାନେ ନଷ୍ଟ ହୋଇ ଯାଆନ୍ତି। ଆହୁରି କହୁଛନ୍ତି ଯେ ଭାରତରେ ଏଭଳି କିଛି ପିଲା ଅଛନ୍ତି, ଯିଏ କି ଏହାକୁ ନିଶାକୁ ଗ୍ରହଣ କରିବା ଦ୍ୱାରା ଭାରତକୁ ପୁରା ନଷ୍ଟ କରି ଦେଉଛନ୍ତି। ଏହାକୁ ବଡ଼ ବଡ଼ିଆ ପିଲା ମାନେ ନେଇ ଥାଆନ୍ତି ଓ ଯାହାର ଦାମ ବହୁତ ଉଚ୍ଚରେ ରହି ଥାଏ। ସେମାନେ ଖାଇବା ଦ୍ୱାରା ତାଙ୍କ ଜୀବନ ମଧ୍ୟ ବର୍ବାଦ କରି ଦେଉଛନ୍ତି।
ତେବେ କଟକ ଓ ଭୁବନେଶ୍ୱରରେ ମଧ୍ୟ ଏଭଳି କିଛି ନିଶା ଦ୍ରବ୍ୟ କାରବାର କରା ଯାଉଛି। କିନ୍ତୁ ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ସିଜ କରା ଯାଉଛି ଓ ଦୋଷୀକୁ ମଧ୍ୟ ଧରି ଦଣ୍ଡ ଦିଆ ଯାଉଛି, ସେଥିପାଇଁ ସୁର ବାବୁ ଭୁବନେଶ୍ୱର କମିଶନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ସବୁ ବସ୍ତିକୁ ସିଜ କରିବା ପାଇଁ ମଧ୍ୟ କହିଛନ୍ତି ଓ ଅପରାଧୀ ମାନଙ୍କୁ ଧରି ଉଚିତ ଦଣ୍ଡ ମଧ୍ୟ ଦିଆ ଯାଉ, ନହେଲେ ସେମାନେ ଓଡିଶାକୁ ପୁରା ନଷ୍ଟ କରିଦେବେ। ଏଭଳି ନିଶା ଦ୍ରବ୍ୟକୁ ଯଥା ଶୀଘ୍ର ବନ୍ଦ କରି ଦିଆ ଯାଉ ବୋଲି ସରକାରଙ୍କୁ ଜଣାଇଛନ୍ତି। ନହେଲେ ଏହା ଆଗକୁ ବହୁ ମାତ୍ରାରେ କାରବାର ହୋଇ ପାରେ ଓ ଯାହା ଫଳରେ କି ଭାରତ ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।