ମୁମ୍ୱାଇ ପୋଲିସ କ୍ରାଇମ ବ୍ରାଞ୍ଚ ତଦନ୍ତ ଅନୁସାରେ ଦୁଇ ମହିଳା ଅଭିନେତ୍ରୀଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ମୁମ୍ୱାଇ ପୋଲିସ ଏକ ଫାଇମ ଷ୍ଟାର ହୋଟେଲରେ କାର୍ଯ୍ୟ କରୁଥିବା ସମୟରେ ଏହି ମହିଳାଙ୍କୁ ଧରିଥିଲେ । କୁହାଯାଉଛି କି ଗିରଫ କରାଯାଇଥିବା ମହିଳା ଜଣକ ଟିଭି ପରଦାର ଜଣେ ଅଭିନେତ୍ରୀ ଅଟନ୍ତି ଏବଂ 2 ଘଣ୍ଟାର ସେକ୍ସ ପାଇଁ ସେ 2 ଲକ୍ଷ ଟଙ୍କା ନେଇଥାନ୍ତି । ମହିଳା ଜଣକ ହେଉଛନ୍ତି ର୍ଇଶା ଖାନ , ପୋଲିସ ତାଙ୍କୁ ଅଧିକ ପଚରା ଉଚରା କରିବା ପରେ ସେ ଏହି ଧନ୍ଦା ବହୁ ଦିନ ଧରି କରିଆସୁଛନ୍ତି ବୋଲି କହିଛନ୍ତି । କହାଯାଉଛି ଏସିପି ଦତ୍ରା ଙ୍କୁ ନଲବାଡିର ଜଣେ କେହି ସଦସ୍ୟ ର୍ଇଶା ଖାନ ସମ୍ପର୍କରେ ଜଣାଇଥିଲେ । ଏହାପରେ ସେ ତଦନ୍ତ ଆରମ୍ଭ କରିଥିଲେ ଏବଂ ର୍ଇଶା ଖାନଙ୍କୁ ଗରିଫ କରିବାରେ ସଫଳ ହୋଇଥିଲେ ।
ର୍ଇଶା ଖାନଙ୍କୁ ଗିରଫ କରିବା ପାଇଁ ମୁମ୍ୱାଇ ପୋଲିସ ଜବରଦସ୍ତ ପ୍ଲାନ କରିଥିଲେ । ସୂଚନା ମୁତାବକ ପୋଲିସ କର୍ମଚାରୀ ମାନଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀ ଫର୍ଜି ଗ୍ରାହକ ସାଜି ଥିଲେ । ତେବେ ସେ ତାଙ୍କ ସାଙ୍ଗ ଙ୍କ ଜରିଆରେ ଇର୍ଶା ଖାନ ଙ୍କ ପର୍ସନାଲ ୱାଡସପ ନମ୍ୱର ଆଣିଥିଲେ ଏବଂ ତାଙ୍କ ସହିତ ମଡର୍ଲ ବିଷୟରେ କହା ହୋଇଥିଲେ । ଇର୍ଶା ନେ ଅନେକ ଗୁଡିଏ ମଡଲ ଙ୍କ ଫୋଟ ପଠାଇଥିଲେ ସେଥି ମଧ୍ୟରୁ କର୍ମଚାରୀ ଜଣକ ସେହି ଦୁଇ ମହିଳାଙ୍କୁ ଚୁଜ୍ କରିଥିଲେ । କିନ୍ତୁ ମହିଳା ଜଣକ 2 ଘଣ୍ଟା ପାଇଁ 2 ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ , ଏଥିରେ କର୍ମଚାରୀ ଜଣକ ରାଜି ହୋଇ ଯାଇଥିଲେ ।
ତେବେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେବା ପରେ ଜୁହୁ ର ପାଞ୍ଚ ସିତାରା ହୋଟେଲ ରେ ରୋମ ବୁକ କରିଥିଲେ । ଗୁରୁବାର ରାତିରେ ମଡେଲ ଅଭିନେତ୍ରୀ ସେହି ହୋଟେଲ ରେ ପହଞ୍ଚିଥିଲେ , ସେଠାରେ ସେ ଦୁଇ ଜଣଙ୍କୁ ଗିରଫ କରି ନେଇଥିଲେ । ତେବେ କୁହାଯାଉଛି କି ସେ ସିଲେକ୍ଟ କରିଥିବା ମଡେଲ ମହିଳା ଜଣକ କୌଣସି ଏକ ବିଜ୍ଞାପନ ରେ କାର୍ଯ୍ୟ କରୁଥିବାର ଜଣା ପଡିଥିଲା । ଅନ୍ୟ ଜଣେ ମହିଳା ହେଉଛନ୍ତି ଟିଭି ସିରିଏଲ ରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ ଅଟନ୍ତି , ଯିଏକି 2 ଘଣ୍ଟା ପାଇଁ 2 ଲକ୍ଷ ଟଙ୍କା ନେଇଥାନ୍ତି । ନିଜ ପାଖରେ 50 ହଜାର ଟଙ୍କା ରଖି ଅନ୍ୟ ମାନଙ୍କୁ ଦେଢ ଲକ୍ଷ ଟଙ୍କା ଦେଇଥାନ୍ତି ।
ମଡଲ ଅଭିନେତ୍ରୀ ର୍ଇଶା ଖାନ ଙ୍କ କହିବା କଥା ସାରା ଦେଶରେ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଥିଲା , ଯେଉଁଥିପାଇଁ ବିଜ୍ଞାପନି କାର୍ଯ୍ୟ ବା ସୁଟିଙ୍ଗ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ସେଥିପାଇଁ ତାଙ୍କଠାରେ ଟଙ୍କା ପଇସାର ଅଭାବ ଦେଖାଦେଇଥିଲା । ଫଳରେ ସେ ଏହି ସେକ୍ସ କାର୍ଯ୍ୟ କରିବା ପାଇଁ ବାଧ୍ୟ ହୋଇଥିଲେ ଏବଂ ନିଜର ଧନ୍ଦା ଆରମ୍ଭ କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।