ଛିଃ ଛିଃ ୯ ମାସର ଗର୍ଭବତୀ ଥିବା ପ୍ରେମିକାର ପେଟକୁ ଗଇଁଠା ମାରିଲା ବାହା ହୋଇଥିବା ପ୍ରେମିକ, ଆଉ ତା ପରେ….

0

ଆପଣ ମାନେ ଦେଖିଥିବେ ସମାଜରେ ପ୍ରତିଦିନ ଅନେକ ଅନେକ ଘଟଣା ଘଟୁଛି। ଯେପରି ଚୋରି , ରେପ, ହତ୍ୟା, ପ୍ରତିଦିନ ଘଟୁଛି। ଏହା ବ୍ୟତୀତ ଆଜିକାଲି ସମାଜରେ ପ୍ରତିଦିନ ଗୋଟିଏ ଶବ୍ଦ ଶୁଣିବା ପାଇଁ ମିଳିଥାଏ, ତାହା ହେଉଛି ଲଭ, ସେକ୍ସ ଏବଂ ଧୋକା ଏହା ଏକ ସାଧରଣ କଥା ହୋଇଗଲାଣି। ଆଜିକାଲିର ଯୁବକ ଯୁବତୀ ଭଲ ପାଇବା ଏକ ସାଧରଣ କଥା ହୋଇଗଲାଣି, ତେବେ ଏହି ଭଲ ପାଇବା ରେ ସଛା ଲଭ ନଥାଏ। କେବଳ ଥାଏ ଯୌନ ଲାଳସା ଯୌନ ଲାଳସା ପୁରଣ ହୋଇଗଲା ପରେ ପଚାରନ୍ତି ନାହିଁ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଦେଖିବା ପାଇଁ ମିଳିଥାଏ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଆଜି ଆମେ ଆପଣ ମାନକୁ ସେହି ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ତେବେ ଘଟଣାଟି ହେଉଛି, ଜଣେ ୨ ଟା ପିଲାର ବାପା ଅନ୍ୟ ଜଣେ ଝିଅକୁ ଭଲ ତାକୁ ଗର୍ଭବତୀ କରିବା ପରେ ଗୋଇଠା ମାରି ଗର୍ଭ ନଷ୍ଟ କରିବା ପାଇଁ ଉଧ୍ୟମ , ଖବର ବର୍ତ୍ତମାନ ଶୁଣିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ସୂଚନା ଅନୁସାରେ ଏଭଳି ଏକ ଘଟଣା ଘଟିଛି, ଅନୁଗୁଳ ଜିଲ୍ଲାର ଅନୁଗୁଳ ଅଞ୍ଚଳରେ , ତେବେ ସୂଚନା ଅନୁସାରେ, ସତ୍ୟନନ୍ଦ ନାୟକ ନାମକ ଜଣେ ଯୁବକ ବିବାହ ପରେ ଦୁଇଟି ପିଲାର ବାପା ହୋଇଥିଲେ। ପରିବାର ଖୁବ ସୁଖରେ ଚାଲିଥିଲା, ହଠାତ ସତ୍ୟନନ୍ଦ ଅନ୍ୟ ଜଣେ ଯୁବତୀ ଙ୍କ ପ୍ରେମରେ ପଡିଗଲେ, ତେବେ ସେ ଯୁବତୀଙ୍କ ପ୍ରେମରେ ଏତେ ଉବୁଟୁବୁ ହୋଇଗଲେ, ଯେ ସେ ନିଜେ ଭୁଲି ଗଲେ ଯେ ୨ଟି ପିଲାର ବାପା ବୋଲି, ଏବଂ ଘର ସଂସାର ଛାଡି ଯୁବତୀଙ୍କୁ ନେଇ ଆନ୍ଧ୍ରପ୍ରଦେଶ ପଳେଇଲେ। ତେବେ ସେଠାରେ କିଛି ମାସ ରହିବା ମଧ୍ୟରେ ଯୁବତୀ ଜଣକ ୯ ମାସର ଗର୍ଭବତୀ ହୋଇଥିଲେ।

ସେ ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ଅନୁଗୁଳ ଆସିଥିଲେ, ତେବେ ସେ ଏକ ଜଙ୍ଗଲ ରାସ୍ତା ରେ ମଧ୍ୟରେ ଏକ ଓଟରେ ଯାଇଥିଲେ। ସେଠାରେ ଏକ ନିଛାଟିଆ ରାସ୍ତା ରେ ଓଲ୍ହାଇ ପଡି, ହଠାତ ତାଙ୍କ ୯ ମାସର ଗର୍ଭବତୀ ଥିବା ମହିଳାଙ୍କ ଗର୍ଭ ନଷ୍ଟ କରିବା ପାଇଁ ଉଧ୍ୟମ କରିଥିଲେ। ତାଙ୍କ ମୁଣ୍ଡକୁ ବାଡେଇ ତାଙ୍କ ଗର୍ଭକୁ ଗୋଇଠା ମାରିଥିଲେ। ସେ ଅଚେତ ହୋଇ ଯାଇଥିବରୁ, ସେ ମରିଯାଇଛି ଭାବି ରାସ୍ତାରେ ଛାଡି ପଳେଇଲେ। ପରେ ସେଠାରେ ଏକ ଯୁବକ ମହିଳା ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି1 ପୋଲିସ କୁ ଖବର ଦେଇଥିଲେ। ତେବେ ପୋଲିସ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି , ଦୋଷୀ କୁ ଯାଇ ଧରିଥିଲେ।

ତେବେ ବର୍ତ୍ତମାନ ତାଙ୍କୁ ପଚରା ଉଚରା ଜାରି ରହିଛି। ଆମର ଅନୁରୋଧ ଖୁବ ଶୀଘ୍ର ଏଭଳି ଲୋକଙ୍କୁ ଦଣ୍ଡ ଦିଆଯିବା ଉଚିତ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।