ହଁ ଦର୍ଶକ ବନ୍ଧୁ କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ କଥାଟି ସମ୍ପୂର୍ଣ ସତ୍ୟ ଅଟେ, ବାପା ମା ଙ୍କର ଜାଗାକୁ ଆମ ସମାଜରେ ସବୁଠୁ ଉପରେ ରଖଆଯାଇଥିବା ବେଳେ,ଛୁଆଙ୍କୁ ବିକ୍ରି କରିବାର ଘଟଣା ପୁଣି ନିଜ ଛୁଆ କୁ ବିକ୍ରି କରି ସେହି ଟଙ୍କାରେ ଓଏସ ଆରାମରେ ଜୀବନ ବିତାଇବାର ଆଶା, ଏପରି ଘଟଣା ଯିଏ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ |ତେବେ ଆସନ୍ତୁ ଜାଣିବା ପୁରା ଘଟଣା ଟି କଣ ଥିଲା |
ନଅ ମାସ ଦଶଦିନ ନିଜ ଗର୍ଭରେ ରଖି ଜନ୍ମ ଦିଅନ୍ତି ମା ଆଉ ଆଉ ଏତେ କଷ୍ଟ କରିଲା ପରେ ଯଦି ମା ଟି ଟଙ୍କା ପାଇଁ ଛୁଆକୁ ବିକ୍ରି କରିଦିଏ , ତେବେ ତାହାଠୁ ବଡ ଦୁଃଖର କଥା ଆଉ କିଛି ନାହିଁ, ଏପରି ଏକ ଅଭାବନିଅ ଘଟଣା ଘଟିଛି ମଧ୍ୟପ୍ରଦେଶ ର ଏନ୍ତୁଡ଼ି ନାମକ ସ୍ଥାନରେ , ବାପା ମା ନିଜ 15 ଦିନର ପୁଅକୁ ବିକ୍ରି କରି ଆଣିଛନ୍ତି ଟିଭି, ଫ୍ରିଜ ଆଉ ଉଆସିଂମେସିନ |
ଘଟଣାରୁ ଯାହା ଜଣା ପଡିଛି କି ବାପା ଜଣଙ୍କ କରିଥିଲେ ଦ୍ୱିତୀୟ ବିବାହ ଓ ପରେ ସେ ଜାଣି ବାକୁ ପାଇଥିଲେ କି ତାଙ୍କ ସ୍ତ୍ରୀ ପ୍ରେଗନେଟ ଅଛନ୍ତି , ଆଉ ତାପରେ ତାଙ୍କର ସନ୍ତାନ ନୁହଁ ଜାଣିଲା ପରେ ସେମାନେ ମିଶିକି ଗୋଟିଏ ଯୋଜନା କରିଥିଲେ , ଆଉ ଯୋଉଥିରେ ସେମାନେ ଛୁଆକୁ ବିକ୍ରି କରିବାର ଯୋଜନା କରିଥିଲେ |
ଏହି ଘଟଣା ରେ ବାପା ମା ଙ୍କ ସହିତ ଆହୁରି ସାତ ଜଣ ସମ୍ପୃପ୍ତ ଥିଲେ , ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ମଧ୍ୟ ଥିଲା ଆଉ ଘଟଣା ରୁ ଯାହା ଜଣା ପଡିଛି ଛୁଆକୁ କିଣିବା ଓ ବିକ୍ରି କରିବାର ଯୋଜନା ସେମାନେ ବହୁତ ଆଗରୁ କରିଥିଲେ , ଆଉ ମଧ୍ୟ ପୁଅ ପିଲା ତିକୁ ଜନ୍ମ ଦେବା ମାତ୍ରକେ ବିକ୍ରି କରିଦେଇଥିଲେ ତାଙ୍କୁ, ଦୁଇ ଲକ୍ଷ୍ ଟଙ୍କାରେ ତାଙ୍କୁ ବିକ୍ରି କରିଥିଲେ ଆଉ ସେହି ପଇସାରେ ସେମାନେ ତାଙ୍କ ଘରର ଆସବାବ ପତ୍ର ସବୁ କିଣିକି ଆଣିଥିଲେ |
ଆମେ ସମସ୍ତେ ବି ଜାଣିଛୁ କି ବାପା ମା ଛୁଆଙ୍କୁ ଜନ୍ମ କରି ବହୁତ ଖୁସି ଅନୁଭବ କରନ୍ତି ଆଉ ସେଇ ପିଲାଙ୍କୁ ଜନ୍ମ କରିବା ଯେମିତି ତାଙ୍କୁ ନାରୀ ଜୀବନରେ ସାର୍ଥକତା ଦେଇଥାଏ, କିନ୍ତୁ ଏଭଳି ଜଣେ ମା ଯିଏକି ଟଙ୍କା ଲୋଭରେ ଛୁଆକୁ ବିକ୍ରି କରି ଆନନ୍ଦରେ ଜୀବନ ବିତାଇବାର ଆଶା ରଖୁଛି , ଆଉ ଛୁଆଙ୍କୁ କରୁଛି ସଉଦା, ଏହି ଘରଣାଟି ଯିଏ ବି ଶୁଣିବ ବା ଜାଣିବ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଇ ରହିଯିବ,
ସତରେ ବାପା, ମା ଙ୍କ ନାଁ ରେ ଏମାନେ କଳଙ୍କ ବାପା ମା ର ନାଁ ରେ ଯୋଉ ମୂଲ୍ୟ ରହିଛି ତାହା ଆମ ସମାଜକୁ ସମସ୍ତଙ୍କ ଆଗରେ ଲଜ୍ଜିତ କରାଉଛି, ବର୍ତ୍ତମାନ ଏହି ଘଟଣାଟି ସେସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।