ଛିଃ…ଛିଃ…କାର ପଛ ସିଟରେ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖିବା ଦୁଇପିଲାର ମା’ଙ୍କୁ ପଡ଼ିଲା ମହଙ୍ଗା, ଆଉ ତା ପରେ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ସଭ୍ୟ ସମାଜରେ ଲୋକ ମାନେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି। ପ୍ରତ୍ୟକ ଦିନ ଖବର କାଗଜ, ଟିଭି ଓ ମିଡ଼ିଆ ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିଥାଉ। ଆଜିକାଲି ଲୋକ ମାନେ ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ସବୁ ସମ୍ପର୍କକୁ ପଛରେ ପକାଇ ଦେଉଛନ୍ତି। ଏମିତିକି ସ୍ତ୍ରୀ ନିଜ ସ୍ୱାମୀ ଓ ପିଲା ଛୁଆଙ୍କୁ ଛାଡି ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିଥାଏ। ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ କଥା ହୋଇ ଗଲାଣି। ତେବେ ଆମ ସମାଜରେ ଦିନକୁ ଦିନ ଏଭଳି ଘଟଣା ବଢି ବଢି ଚାଲିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଏଭଳି ଖବର ପ୍ରତ୍ୟକ ଦିନ ଦେଖିବା ପାଇଁ ମିଳିଥାଏ। ତେବେ ମାଆ ନିଜର ଦୁଇ ପିଲାଙ୍କୁ କାରରୁ ବାହାର କରିଦେଇ ପ୍ରେମିକ ସହିତ ରୋମାନ୍ସ କରୁଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ଏଭଳି ଏକ ଘଟଣା ଆର୍ଜେଣ୍ଟିନାର ଲା ପ୍ଲାଟାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ମହିଳାଙ୍କର ବୟସ ୨୮ ବର୍ଷ ବୟସ ହୋଇଥାଏ ଓ ସେହି ମହିଳା ଜଣଙ୍କ କିନ୍ତୁ ବିବାହିତା ଅଟନ୍ତି ଓ ତାଙ୍କ ଦୁଇ ପିଲା ମଧ୍ୟ ଅଛନ୍ତି। ମହିଳାଙ୍କ ଝିଅର ବୟସ ୫ ବର୍ଷ ଓ ପୁଅର ବୟସ ୨ ବର୍ଷ ବୟସ ହୋଇଥାଏ। ମହିଳା ଜଣଙ୍କ ନିଜ ସ୍ୱାମୀକୁ ଛାଡି ପ୍ରେମିକ ଓ ଦୁଇ ପିଲାଙ୍କ ସହିତ ପେରିୟାରା ଇରାଓଲା ପାର୍କରେ ଆସି ପହଁଛି ଯାଇଥିଲେ।

ତେବେ ମହିଳା ପ୍ରେମିକ ସହିତ ରୋମାନ୍ସ କରିବା ପାଇଁ ଦୁଇ ପିଲାଙ୍କୁ କାରରୁ ବାହାର କରି ଦେଇଥିଲା ଓ କାର ଭିତର ପଟରୁ ଲକ କରି ଦେଇଥିଲେ। ତେବେ ପିଲା ମାନେ କାର ଭିତରକୁ ଯିବା ପାଇଁ କାନ୍ଦୁ ଥିଲେ କିନ୍ତୁ ପିଲା ମାନଙ୍କର ମାଆ କାର ଡୋରକୁ ଫିଟାଉ ନଥିଲେ। ପିଲା ମାନଙ୍କର ମାଆ ଓ ତାଙ୍କ ପ୍ରେମିକ କାର ଭିତରେ ରୋମାନ୍ସ କରୁ ଥିବାର ମହିଳାଙ୍କ ଝିଅ କାର ମିରରରେ ଦେଖିଥିଲେ। ମହିଳାଙ୍କ ପୁଅ କିନ୍ତୁ ଖେଳୁ ଥିବାରେ ବ୍ୟସ୍ତ ବିବ୍ରତ ଥିବାରୁ କିଛି ଦେଖି ପାରୁ ନଥିଲା।

ତେବେ ସେହି କାର ଦେଇ ଅନେକ ଲୋକ ମାନେ ଯାଉଥିଲେ ଓ ସେମାନଙ୍କର ଏଭଳି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ଲଜ୍ୟା ଅନୁଭବ କରୁଥିଲେ। ଲୋକ ମାନେ ସଙ୍ଗେ ସଙ୍ଗେ ଏଭଳି ଦୃଶ୍ୟକୁ ଦେଖି ପୋଲିସଙ୍କୁ ଖବର ଦେଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଆସି ପହଁଛି ଯାଇଥିଲେ। ସେ ଦୁଇ ଜଣଙ୍କୁ ଗିରଫ କରି ନେଇଥିଲେ। ମହିଳାଙ୍କ ଦୁଇ ପିଲାଙ୍କୁ ନେଇ ଚାଇଲଡ଼ କେୟାର ସେଣ୍ଟରରେ ରଖିଥିଲେ। ଲୋକ ମାନେ ସେମାନଙ୍କର ଏଭଳି ଭିଡ଼ିଓକୁ ଦେଖି ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।