ଦେଖନ୍ତୁ Viral ଭିଡ଼ିଓ : ଛିଃ ଛିଃ ! ପ୍ରେମିଯୁଗଳ ଙ୍କ ବୀଚ ରାସ୍ତାରେ ଏଭଳି ହରକତ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ….

0

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ଯେଉଁ ଭିଡିଓ ଅଧିକ ଲୋକ ଲୋଚନକୁ ଆସୁଛି କିମ୍ବା ଲୋକ ମାନଙ୍କୁ ଭଲ ଲାଗୁଛି ତାକୁ ଲୋକେ ଅଧିକ ମାତ୍ରାରେ ସେୟାର କରୁଛନ୍ତି। ଏମିତି ରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ସେହି ଭିଡିଓ ମାନଙ୍କ ଭିତରେ ଆପଣ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ଆଉ ସେହି ସବୁ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥାଏ। ଏମିତିରେ ମଜାଳିଆ ବା କୌତୁକିଆ ଭିଡିଓ ଦେଖିବା ପାଇଁ ଭାରି ଭଲ ଲାଗିଥାଏ। ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ କାରଣ ଏହା ଆମକୁ ବହୁତ୍ ଖୁସି ମଧ୍ଯ ଦେଇଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ। ଆଉ ଶେଷରେ ଏହି ଘଟଣାରେ କଣ ଘଟୁଛି ତାହା ମଧ୍ଯ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ତେବେ ଆସନ୍ତୁ ଜାଣିବା ଏଠାରେ ଘଟିଥିବା ଘଟଣାଟି କଣ ଥିଲା? ଆମେ କହୁଥିବା ଏହି ଘଟଣା ରେ ଏକ ଭିନ୍ନ ଢ଼ଙ୍ଗର ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ। ଏହି ଘଟଣାରେ ଏକ ପ୍ରେମୀ ଯୁଗଳ ଯେଉଁଭଳି ଭାବେ କାମ କରୁଛନ୍ତି ତାହା ଦେଖିଲେ ଆପଣ ଆପଣଙ୍କ ହସକୁ ଅଟକାଇ ପାରିବେ ନାହିଁ। ସେମାନେ ଏକ ଗାଆଁ ରାସ୍ତାରେ ବାଇକ୍ ରେ ବସି ବାଇକ୍ ଚାଲୁଥିବା ସମୟରେ ଯେଉଁଭଳି ହରକତ କରୁଛନ୍ତି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଏହା ଦେଖି ଆପଣଙ୍କୁ ଲାଗିବ କି ଯେମିତି ଏକ ଫିଲ୍ମ୍ ର ସୁଟିଂ ଚାଲିଛି। ଫିଲ୍ମ୍ ଭଳି ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି।

ପ୍ରଥମେ ଏହାକୁ ଦେଖି ଲାଗୁଥିଲା କି ଯେମିତି କୌଣସି ଫିଲ୍ମ୍ ର ସୁଟିଂ ଚାଲିଛି।ପରେ ଜଣା ପଡିଲା କୁ ସେମାନେ ଦୁଇଜଣ ପ୍ରେମୀ ଯୁଗଳ। ପୁଅଟି ଗାଡ଼ି ଚଳାଉଥିବା ବେଳେ ଝିଅଟି ତାଙ୍କ ଆଡକୁ ମୁହଁ କରି ତାଙ୍କୁ ଧରି ବସିଛି। ତେବେ କିଛି ସମୟ ଏପରି ଦୃଶ୍ୟ ଦେଖିବା ପରେ ଗାଆଁ ଲୋକ ତାଙ୍କୁ ଫଲୋ କରି ଅଟକାଇଥିଲେ ଏବଂ ସେମାନଙ୍କର ଠିକଣା ପଚାରିଥିଲେ। ଏହାପରେ ପ୍ରେମିଯୁଗଲଙ୍କୁ ସେଠାରେ ହଟହଟା ହେବାକୁ ପଡ଼ିଥିଲା। ଏ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।