ପୁଣି ଓଡ଼ିଶାରେ ଲଜ୍ୟା ! ଛିଃ.. ଛିଃ.. ଶୁଣନ୍ତୁ Audio Call – ଫୋନ ରେ ଶଶୂର ବୋହୂ ସହିତ କରୁଛନ୍ତି ଅଶ୍ଳୀଳ କଥାବାର୍ତ୍ତା… ଶୁଣିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ..

ଆଜିର ଏହି ସମାଜରୁ ନୈତିକତା ଓ ମାନବିକତା ବୋଲି ଶବ୍ଦ ହଜିବାକୁ ଲାଗିଲାଣି, କାହିଁକିନା ପ୍ରତିଦିନର ଘଟଣା ଗୁଡିକ ଯାହା ଆମ ସାମ୍ନାକୁ ଆସୁଛି ସେ ଗୁଡିକ ବାଧ୍ୟ କରୁଛି କି ଦୁନିଆରୁ ଏହି ଗୁଣ ଗୁଡିକ ବାହାର କରିବାକୁ ।ଆଜିର ସମୟରେ କାହାକୁ ଭରଷା ଓ ବିଶ୍ୱାସ କରିବା ହାତେ ମାପି ଚାଖଣ୍ଡେ ଚାଲିବା ସହିତ ସମାନ ।ଯେଉଁଠି ରକ୍ତ ରକ୍ତର ହେଉ ନାହିଁ ସେଠାରେ ଅନ୍ୟ କେହି କେମିତି ଭଲ ହେବ ଯେ ।ଆଉ ଏବେ ସମାଜକୁ ଏପରି ଏକ ଦୁରାରୋଗ ବ୍ୟାପିଛି ଯେ ନାରୀ ମାନେ ସମସ୍ତଙ୍କ ପାଖରେ ଏକ ଖେଳନା ପାଲଟି ଯାଇଛନ୍ତି ଯିଏ ଜରମିଟି ତାକୁ ବ୍ୟବହାର କରିବ ସେ ସେମିତି କରିବାକୁ ବାଧ୍ୟ ।

ଆଜିର ରହି ଘଟଣାକୁ ଦେଖୁ ନାହାଁନ୍ତି ଜଣେ ଶ୍ୱଶୁର ହେଇ କିପରି ବୋହୁ ସହିତ ଅଭଦ୍ରାମି ସହ କଥା ହେଉଛି ।ଶ୍ୱଶୁର ଯିଏ ସ୍ୱାମୀର ବାପା ତାଙ୍କ ପ୍ରତି ବୋହୁ ମାନେ ନିଜ ବାପା ଠାରୁ ବି ଅଧିକ ସମାନ ଦେଇ ଥାଆନ୍ତି ଆଉ ଶ୍ୱଶୁର ଆଗରେ ବୋହୁ ନିଜ ଝିଅ ଠାରୁ ବି କମ ନୁହେଁ ।ତେବେ ଏହି ପ୍ରି କୁତ୍ସିତ ଘଟଣା ଦେଖିବାକୁ ମିଳେ ଆମେ ଆଉ କଣ କହିବା, ତେବେ ଘଟଣା ଅନୁସାରେ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଖରାପ ଦୃଷ୍ଟିରେ ଦେଖୁଥିଲେ ।ଆଉ ସବୁବେଳେ ଖରାପ ଇଙ୍ଗିତ ଦେଉଥିଲେ ଯାହାକୁ ବୋହୁ ଠିକ ବୁଝି ପାରିଥିଲେ କିନ୍ତୁ ଆମ ସମାଜ ଡରରେ ସେହି ନାରୀ ଚୁପ ରହୁଥିଲେ ।

କିନ୍ତୁ କୁହାଯାଏ ନା ସହିବାର ବି ଗୋଟିଏ ସୀମା ରହିଥାଏ ଆଉ ସେହି ସୀମା ପାର ହେଲେ ଜଣେ ସାଧାରଣ ନାରୀ ବି ଦେବୀ ପାଲଟି ଯାଇ ସଂହାର କରିବାକୁ ପଛାଏ ନାହିଁ ।ତେଣୁ ସେ କମିଟି ଶ୍ୱଶୁରର ଏହି ଖରାପ କଥକୁ ସାମ୍ନାକୁ ଆଣିବେ ତାହାର ମାଧ୍ୟମ ବାହାର କଲେ ଆଉ ଶ୍ୱଶୁର ଜରୁ ସବୁ ଖରାପ ବ୍ୟବହାର ତାଙ୍କ ପ୍ରତି କରୁଛନ୍ତି ସେସବୁକୁ ଅଭିଯୋଗ କରିବା ପାଇଁ ଶ୍ୱଶୁରଙ୍କୁ କଲ କଟିଥିଲେ ।ମାତ୍ର କଲଟିକୁ ସେ ରେକର୍ଡ କରୁଥିଲେ ସେହି ସମୟରେ ଶ୍ୱଶୁର ନିଜର କାମ ଗୁଡିକ ମାନିବା ସହିତ ସେହି କଲରେ ବହୁତ ଖରାପ ଅଭଦ୍ର କଥା ବୋହୁଙ୍କୁ କହିଥିଲେ ।

ତେବେ ସେହି କଲ ରେକର୍ଡ ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେଉଛି ।ତେବେ ଆପଣ କୁହନ୍ତୁ ଏମିତି ଜଣେ ଜନ୍ର ଶ୍ୱଶୁର ଯାହାଙ୍କ ପାଇଁ ନିଜକୁ ଘରେ ବି ସୁରକ୍ଷିତ ପାଇ ପାରୁ ନାହାନ୍ତି ।ସେମାଙ୍କ କଣ ଛାଡି ଦେବା ଉଚିତ,ଆମ ମତରେ ଏମାନଙ୍କୁ କଠୋରରୁ କୋଠର ଦଣ୍ଡ ଦେବା ଦରକାର ଯାହା ଦ୍ୱାରା ଆଗକୁ ଆଉ କହି ଶ୍ୱଶୁର ରମିଟି ବ୍ୟବହାର କରିବାକୁ ସାହସ କରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment