IAS ପ୍ରଶ୍ନ – ଛିପ ଦେଇ ରଗଡି ରଗଡି ଠିଆ କଲି, କଣା ରେ ତାକୁ ପୁରେଇ ଦେଲି, ଏହା କ’ଣ ଅଟେ ? ବୁଦ୍ଧିମାନ ହିଁ ଉତ୍ତର ଦେଇ ପାରିବ

0

ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ।କାରଣ ସେମିତି ହେଲେ ଆମେ ସହଜ ପ୍ରଶ୍ନ ର ଉତ୍ତର ମଧ୍ୟ ଭୁଲ୍ କହି ଦେଇଥାଉ।ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ।

1:- ମୋଗଲ ସମୟ ର ରାଜ ଭାଷା କଣ ଥିଲା ?
ଉତ୍ତର :- ପାରସୀ
ମୋଗଲମାନଙ୍କର ରାଜୁତି ମୁଖ୍ୟତଃ ଉତ୍ତର ଭାରତରେ ଥିଲା l

2:-ସୁପ୍ରସୀଦ୍ଧ ସଙ୍ଗୀତଜ୍ଞ ତାନସେନ ଓ ବେଜୁ ବାୱରା କାହା ଶାସନ କାଳରେ ବିଖ୍ୟାତ ଥିଲେ l
ଉତ୍ତର :-ଆକବର

3:-ବାଦଶାହଙ୍କ ମଧ୍ୟ୍ୟରୁ କିଏ ମୋଗଲ ସାମ୍ରାଜ୍ୟର ଶେଷ ବାଦଶାହ ଥିଲେ ?
ଉତ୍ତର:- ବହାଦୁର ଶାହା

4:- କିଏ ମୋଗଲ ସାମ୍ରାଜ୍ୟର ରାଜଧାନୀକୁ ଆଗ୍ରାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ ?
ଉତ୍ତର :- ସାହାଜାନ

5:- କେଉଁ ମୋଗଲ ସମ୍ରାଟ ତାଙ୍କ ରାଜଧାନୀକୁ ଦିଲ୍ଲୀ ରୁ ଦୌଲତବାଦକୁ ସ୍ଥାନାନ୍ତରିତ କରିଥିଲେ ?
ଉତ୍ତର :-ମହମଦ ବିନ ତୋଗଲଗ
ମହମଦ ବିନ ତୋଗଲଗ ପ୍ରଥମେ ତାଙ୍କ ରାଜଧାନୀକୁ ଦିଲ୍ଲୀରୁ ଦୌଲତବାଦକୁ ନେଇଥିଲେ ଓ ଏହାପରେ ଦୌଲତବାଦରୁ ଦିଲ୍ଲୀକୁ ଫେରାଇ ଥିଲେ l

6:-ଛିପ ଦେଇ ରଗଡି ରଗଡି ଠିଆ କଲି, କଣା ରେ ତାକୁ ପୁରେଇ ଦେଲି, ଏହା କ’ଣ ଅଟେ ?
ଉତ୍ତର – ଛୁଞ୍ଚି ସୁତା

7:- ପ୍ରଥମ ପାନିପଥ ଯୁଦ୍ଧ କେବେ ହୋଇଥିଲା ?
ଉତ୍ତର:- 21 ଏପ୍ରିଲ 1526
ଏହି ଯୁଦ୍ଧ ବାବର ଓ ଲୋହି ସମ୍ରାଟଙ୍କ ମଧ୍ୟ୍ୟରେ ହୋଇଥିଲା l

8:-ଦ୍ୱିତୀୟ ପାନିପଥ ଯୁଦ୍ଧ କେବେ ହୋଇଥିଲା ?
ଉତ୍ତର:-5ନଭେମ୍ବର 1556
ଏହି ଯୁଦ୍ଧ ଆକବର ଓ ହେମଚନ୍ଦ୍ରଙ୍କ ମଧ୍ୟରେ ହୋଇଥିଲା l

9:-ହଳଦିଘାଟ ଯୁଦ୍ଧ କେବେ ହୋଇଥିଲା ?
ଉତ୍ତର:- 1576

10:-ଦିଲ୍ଲୀର ଲାଲକିଲା କିଏ ନିର୍ମାଣ କରିଥିଲେ l
ଉତ୍ତର :-ସାହାଜାନ

11:- କେଉଁ ଶିଖ ଗୁରୁଙ୍କ ମୃତ୍ୟୁ ପାଇଁ ୱରଙ୍ଗଜେବ ଦାଈଥିଲେ ?
ଉତ୍ତର:- ଗୁରୁତେଗବାହାଦୁର

13:-ଦିଲ୍ଲୀର ପ୍ରସିଦ୍ଧ ଜାମା ମସଜିଦ କିଏ ନିର୍ମାଣ କରିଥିଲେ ?
ଉତ୍ତର :-ସାହାଜାନ

14:-ଆକବରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଶ୍ରେଷ୍ଠ ମହଲ କେଉଁଠି ଦେଖିବାକୁ ମିଳେ ?
ଉତ୍ତର:-ଫତେପୁରସିକ୍ରି

15:- ହଳଦିଘାଟିଯୁଦ୍ଧ କରିବାରେ ଆକବରଙ୍କ ମୁଖ୍ୟ ଉଦେଶ୍ୟ କଣ ଥିଲା ?
ଉତ୍ତର :-ରଣାପ୍ରତାପଙ୍କୁ ଅଧୀନକୁ ଆଣିବା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।