ଦେଖନ୍ତୁ ଭିଡ଼ିଓ : ମୁଖ୍ୟମନ୍ତ୍ରୀ ଙ୍କ ସାମ୍ନାରେ SP ଙ୍କୁ ଗୋଇଠା ମାରିଲେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ, ଆଉ ତା’ପରେ ଯାହା ହେଲା….

0

ଆଜିର ଡିଜିଟାଲ ଯୁଗରେ ଆମେ ପ୍ରତିଦିନ ଅନେକ ଘଟଣା ସଂସ୍ପର୍ଶରେ ଆସୁଛୁ। ଆଉ ତା ମଧ୍ୟରୁ ସମୟ କ୍ରମେ ଆମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହକୁ ସହଜରେ ଗ୍ରହଣ କରି ପାରି ନଥାଉ। ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି। ସେଥି ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।

କାରଣ ସେହି ଘଟଣା ଚର୍ଚ୍ଚା ଏବଂ ଆଲୋଚନା ର ବିଷୟ ହୋଇଥାଏ। ତେବେ ସେହିଭଳି କିଛି ଘଟଣା ମାନଙ୍କ ମଧ୍ୟରୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ଇବେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଏହାକୁ ନେଇ ଅନେକ ବିଚାର ବିମର୍ଷ ମଧ୍ଯ ଚାଲିଛି। କିଏ ଠିକ୍ କିଏ ଭୁଲ୍ ତାକୁ ନେଇ ଚାଲିଛି ବିଚାର। ଆଉ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ ଟିକୁ ଆପଣ ଥରେ ଭଲ ଭାବରେ ଦେଖନ୍ତୁ।ଏହି ଘଟଣା ଟି ହେଉଛି ହିମାଚଳ ପ୍ରଦେଶର।

ଏହି ଭିଡିଓ ରେ ଜଣେ ପୋଲିସ କର୍ମଚାରୀ ଯିଏକି ଜଣେ ଏସପି ଅଟନ୍ତି ସେ ମୂଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା କର୍ମୀ ଙ୍କୁ କିଛି କଥା ପାଇଁ ଚାପୁଡ଼ା ଟେ ମାରୁଛନ୍ତି ଏବଂ ଏହା ପରେ ପରିସ୍ଥିତି ଭିନ୍ନ ଦିଗକୁ ଗତି କରୁଛି। ପୋଲିସ୍ ଅଧିକାରୀ ଜଣଙ୍କ ସୁରକ୍ଷା କର୍ମୀଙ୍କୁ ଚାପୁଡ଼ା ମାରିବା ପରେ ସୁରକ୍ଷା କର୍ମୀଙ୍କ ସହ ଅନ୍ୟ ସୁରକ୍ଷା କର୍ମୀ ମଧ୍ୟ ପୋଲିସ୍ ଆଡ଼କୁ ମାଡ଼ି ଆସୁଛନ୍ତି। ଏହାପରେ ଅନ୍ୟ ପୋଲିସ୍ ମାନେ ମଧ୍ୟ ଏସପି ଙ୍କ ପାଖକୁ ଆସୁଛନ୍ତି ତାଙ୍କୁ ସୁରକ୍ଷା ଦେବା ପାଇଁ।ଏହି ସମୟ ରେ ପୋଲିସ୍ ଅଧିକାରୀ ଜଣଙ୍କୁ ଜଣେ ପଛରୁ ଭିଡ଼ି ନେଇ ଅନ୍ୟତ୍ର ନେଇ ଯାଉଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ଗୋଇଁଠା ମାରି ଥିବାର ଦେଖିବାକୁ ମିଳୁଛି।

ଏହାପରେ ଉକ୍ତ ଘଟଣାକୁ ନେଇ ସେଠାରେ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।ଏହି ଘଟଣା ସେଠାରେ ଲାଗିଥିବା ସିସି ଟିଭି ରେ ରେକର୍ଡ ହେଉଥିଲା। ତେବେ ଏହି ଘଟଣାକୁ ନେଇ ସାଧାରଣ ଜନତା ଏସପି ଙ୍କ ସପକ୍ଷ ନେଇ ରାସ୍ତାରେ ଝଗଡ଼ା କରୁଥିବା ବେଳେ ପୋଲିସ୍ ଘଟଣାକୁ ଶାନ୍ତ କରିଥିଲା ଏବଂ ମୂଖ୍ୟମନ୍ତ୍ରୀ ଙ୍କ ଗାଡ଼ିକୁ ସେଠାରୁ ଛାଡିଥିଲେ। ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏହାର ଉପଯୁକ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା କେଉଁ କାରଣରୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।