ସାଧାରଣତଃ ବିବାହ ପରେ ସବୁ ମହିଳା ମାନଙ୍କର ମା ହେବା ପାଇଁ ବହୁତ ଇଚ୍ଛା ରହିଥାଏ । କୁହାଯାଏ ଜଣେ ଝିଅ ମା ହେବା ପେର ତାର ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥାଏ ଏବଂ ଝିଅ ମା ହେବା ପରେ ତାର ପ୍ରକୃତ ଜୀବନର ମୂଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ମା ନିଜ ଗର୍ଭରେ 9 ମାସ ଧରି ଅନେକ କଷ୍ଟ ଯନ୍ତ୍ରଣା ସହ୍ୟ କରି ଶିଶୁଟିକୁ ଜନ୍ମ ଦେଇଥାଏ ।
ଆପଣ ମାନେ ନିଶ୍ଚିତ ରୂପେ ଦେଖିଥିବେ ଯେ ସମାଜରେ ଗୋରା ପିଲାକୁ ଯେତେ ପରିମାଣରେ ପସନ୍ଦ କରିଥାନ୍ତି , କଳା ରଙ୍ଗର ପିଲା ମାନଙ୍କୁ ସେତିକି ପରିମାଣରେ ପସନ୍ଦ କରନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ କଣ ପାଇଁ ଗୋଟିଏ ପିଲାର ରଙ୍ଗ କଳା ହୋଇଥାଏ ଏବଂ କଉଁ କଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ପିଲା ଗୋରା ରଙ୍ଗର ହୋଇଥାଏ ।
ପିଲାର ରଙ୍ଗ କଳା କାହିଁକି ହୋଇଥାଏ :-
1. ଏକ ରିସର୍ଚ୍ଚ ରୁ ଜଣା ଯାଇଛି ଯେ , ସମସ୍ତ ମଣିଷଙ୍କ ଶରୀରରେ ମେଲାଲୀନ ନାମକ ଏକ ହରୋମନ କ୍ଷରଣ ହୋଇଥାଏ । ମାତ୍ର ଯେଉଁ ବ୍ୟକ୍ତିଙ୍କ ଶରୀରରେ ଏହା ଅଧିକ ମାତ୍ରାରେ କ୍ଷରଣ ହୋଇଥାଏ , ତାର ରଙ୍ଗ କଳା ହୋଇଥାଏ । ଯାହାଙ୍କ ଶରୀରରେ ଏହା କମ କ୍ଷରଣ ହୋଇଥାଏ ତାଙ୍କର ରଙ୍ଗ ଗୋରା ହୋଇଥାଏ , ପିଲା ମାନଙ୍କ କ୍ଷେତ୍ରରେ ମଧ୍ୟ ଏହିପରି ହୋଇଥାଏ ।
2. ଜେନେଟିକ ପ୍ରଭାବ ଯୋଗୁଁ ମଧ୍ୟ ଏମିତି ହୋଇଥାଏ , ଅର୍ଥାତ୍ ଆପଣ ମାନେ ଦେଖିଥିବେ ଯେଉଁ ପିଲାର ବାପା ମାଆ ଙ୍କ ରଙ୍ଗ ଯେମିତି ହୋଇଥାଏ ତାଙ୍କ ପିଲାର ରଙ୍ଗ ମଧ୍ୟ ସେମିତି ହୋଇଥାଏ । ଏହା ଜିନଗତ ସମସ୍ୟା ଅଟେ ।
କଣ କରିବା ଦ୍ୱାରା ପିଲାଙ୍କ ର ରଙ୍ଗ ଗୋରା ହୋଇଥାଏ :-
1. ଯଦି ଆପଣ ମାନେ ଚାହୁଁଥାନ୍ତି ଆପଣ ମାନଙ୍କ ପିଲା ଗୋରା ରଙ୍ଗର ହେଇବୋଲି , ତେବେ ଗର୍ଭବସ୍ଥା ସମୟରେ ଭିଟାମିନ A , ଭିଟାମିନ C, ଭିଟାମିନ E ଯୁକ୍ତ ଖାଦ୍ୟ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଗର୍ଭରେ ବଢୁଥିବା ଶିଶୁର ରଙ୍ଗ ଗୋରା ହୋଇଥାଏ ।
2. ଗର୍ଭବତୀ ମହିଳା ମାନେ ଅଧିକ ମାତ୍ରାରେ ସମସ୍ତ ପ୍ରକାର ଫଳ ଖାଇବା ଆବଶ୍ୟକ , ତା ସହିତ ସବୁଜ ପନିପରିବା ମଧ୍ୟ ଅଧିକ ମାତ୍ରାରେ ଖାଇବା ଉଚିତ । ଯାହାଫଳରେ ଶରୀରର ମେଲାଲୀନର କ୍ଷରଣ କମ ହୋଇଥାଏ ଓ ପିଲାର ରଙ୍ଗ ଗୋରା ହୋଇଥାଏ ।
3. ଗର୍ଭବତୀ ଥିବା ସମୟରେ ମହିଳାମାନେ ନିୟମିତ ଭାବରେ ହଳଦିଆ ରଙ୍ଗର ଫଳ ଖାଇବା ଦ୍ୱାରା ଓ ନିୟମିକ କେଶର କ୍ଷୀର ସେବନ କରିବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ । କାରଣ ଏଥିରେ ଭିଟାମିନ C ର ପରିମାଣ ଅଧିକ ରହିଥାଏ ।
4. ଏହା ବ୍ୟତୀତ ମହିଳା ମାନେ ଗର୍ଭବତୀ ହୋଇଥିଲେ ଅଁଳା କେଳି , କଦଳୀ , କମଳା ଆଦି ଫଳ ନିୟମିତ ଖାଇବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।