ଚିଲିକା ଡଙ୍ଗାବୁଡିରେ ନିଖୋଜ ବ୍ୟକ୍ତିଙ୍କ Rescue ଅପରେସନ… ୧୯ ଘଣ୍ଟା ପରେ… ଦେଖନ୍ତୁ Video

ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଘଟଣା ସବୁ ଆପଣ ମାନେ ଦେଖିବାକୁ ପାଇଥିବେ। କିଛି ଘଟଣା ରହିଛି ସଧାରଣ ଲୋଜ ମାନଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଭିଡ଼ିଓ ଆଉ କିଛି ରହିଛି ଯାହାକୁ ଦେଖିବା ପରେ ଆପଣ ମାନଙ୍କର ଆଖିରୁ ଅଶ୍ରୁ ଝରିବ। ତେବେ ବନ୍ଧୁଗଣ ଆଜି ଏଠାରେ ଏମିତି ଏକ ଦୁର୍ଘଟଣା ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି। ଆଉ ଏମିତି ଭୟାବହ ଆପଣ ବୋଧ ହୁଏ କେବେ ଆଗରୁ ଦେଖି ନଥିବେ।

ଏହି ଠାରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି। ଆଉ ଏବେ ଜଣେ ବୃଦ୍ଧା ବ୍ୟକ୍ତି ର ମୃତ ଦେହ ଆସି ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ଏବେ ସେହି ଲୋକ ମାନେ ଦେଖିବା ପରେ ସମସ୍ତେ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ଆଉ ସେହି ଦିନ ସମସ୍ତେ ଯାଇଥିଲେ ମା କାଳିଜାଇ ମନ୍ଦିର ନିକଟକୁ ହେଲେ ସେଠାରୁ ଫେରିବା ସମୟରେ ଏମିତି କିଛି ଦୁଃଖଦ ଘଟଣା ଘଟି ଯାଇଥିଲା ଯାହା ଥିଲା ତାଙ୍କର ଶେଷ ଦିନ ଆଉ ବହୁତ ସଂଘର୍ଷ ପରେ ଏମିତି ଘଟିଗଲା।

ଏହାଜ ଭିଡ଼ିଓ ଟିରେ ଏକ ବ୍ୟକ୍ତି ର ମୃତ ଦେହ ମିଳିଛି ଯାହାକୁ ୧୯ ଘଣ୍ଟା ର ଅପରେସନ ପରେ ମିଳିଛି ହେଲେ ତାହା ପୁଣି ମୃତ ଅବସ୍ଥାରେ। ଆଉ ସେହି ଦିନ ସଂଗେ ସଂଗେ ସମସ୍ତ ଲୋକ ସେଠାରୁ ଉଦ୍ଧାର କର ଯାଇଥିବା ବେଳେ ଏବେ ତାଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହ ମିଳିଛି ହେଲେ ସେହି ବ୍ୟକ୍ତି ଜଣଙ୍କ ନିଖୋଜ ଥିଲେ। ଆଉ ଦୀର୍ଘ ଏତେ ସମୟ ଖୋଜିବା ପରେ ତାଙ୍କର ମୃତ ଶରୀର ମିଳିଛି ଏକ ଖାରି ବନ୍ଧ ନିକଟରୁ। ଆଉ ସେହି ଦିନ କାଳ ବୈଶାଖୀ ଏମିତି ତାଣ୍ଡବ ଦ୍ୱାରା ଡଙ୍ଗା ସବୁ ଚିଲିକା ନଦୀ ଭିତରେ ବୁଡି ଯାଇଥିଲା ଏବଂ ସେହି ସମୟରେ ଯେଉଁମାନେ ଯାଉଥିଲେ ପର୍ଯ୍ୟଟକ ମାନେ, ନାବିକ , ଆଉ କିଛି ଲୋକ ଯେଉଁ ମାନେ ସେଠାରେ ମନ୍ଦିର ରେ ବ୍ୟବସାୟୀ କରି ଥାଆନ୍ତି।

ଏହି ପବନ ର ଏତେ ପ୍ରଭାବ ଦ୍ୱାରା ଡ଼ଙ୍ଗା ବୁଡିବା ପରେ ସମସ୍ତେ ପଡି ଯାଇଥିଲେ ହେଲେ ଜଣେ ନିଖୋଜ ଥିଲେ ଯାହାକୁ ଏତେ ସମୟ ପରେ ପାଇଥିଲେ। ଏହି ଘଟଣା ଟିରେ ଅନ୍ୟ ମାନେ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ରହିବ ସହିତ ଅନ୍ୟ ମାନେ ମଧ୍ୟ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କ ମୃତ ଶରୀର ୧୯ଘଣ୍ଟା ପରେ ଖାରି ବନ୍ଧ ରୁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏହି ସମୟରେ ସେହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ବରଣ କରିଥିଲେ ଯାହା ଏଠାରେ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment