ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଆମ ଭାରତ ର ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶ ର ତୱାଙ୍ଗ ଅଞ୍ଚଳ ରେ ଚାଇନା ର ସେନା ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ କୁ ଭେଦ କରି ଭାରତ ସୀମା ମଧ୍ୟ ରେ ପ୍ରବେଶ କରିଥିଲେ। ତେବେ ଏହାକୁ ନେଇ ଆମ ଭାରତୀୟ ସେନା ମଧ୍ୟ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା ଚଳେଇଛନ୍ତି ଏବଂ ଉଭୟ ଦେଶ ର ସୈନ ଅରୁଣାଞ୍ଚଳ ପ୍ରଦେଶ ରେ ମୁଁହାମୁହିଁ ହୋଇଥିବା ର ଦେଖା ଯାଇଛି। ତେବେ ବର୍ତ୍ତମାନ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭାରତ ଓ ଚାଇନା ମଧ୍ୟରେ ଏକ ସୀମା ନିର୍ଦ୍ଧାରଣ କରାଯାଇଛି ଯାହାକୁ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ଵା ଏଲଏସି ବୋଲି କୁହାଯାଏ। ତେବେ ୧୯୬୨ ମସିହା ର ଯୁଦ୍ଧ ପରେ ଏହି ସୀମା ନିର୍ଦ୍ଧାରଣ କରାଯାଇଥିଲା। ତେବେ କିନ୍ତୁ ଚାଇନା ର ସେନା ଅନେକ ସମୟ ରେ ସେହି ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ କୁ ଭେଦ କରି ଭାରତ ସୀମା ରେ ପ୍ରବେଶ କରିଥାନ୍ତି।ତେବେ ଠିକ ସେହିପରି ଚଳିତ ବର୍ଷ ଡିସେମ୍ବର ୯ ତାରିଖ ରେ ଭାରତ ର ଭାରତ ର ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶ ର ତୱାଙ୍ଗ ଅଞ୍ଚଳ ରେ ଚାଇନା ର ସେନା ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ କୁ ଭେଦ କରି ଭାରତ ସୀମା ମଧ୍ୟ ରେ ପ୍ରବେଶ କରିଥିଲେ।
ତେବେ ଏହାକୁ କଡା ଜବାବ ଦେବା ପାଇଁ ଭାରତ ର ସେନା ମଧ୍ୟ ସେଠାରେ ପହଁଚି ଥିଲେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯେଉଁ ଭିଡ଼ିଓ ଟି ଅରୁଣାଞ୍ଚଳ ପ୍ରଦେଶ ର ତୱାଙ୍ଗ ରୁ ଭାଇରାଲ ହେବା ରେ ଲାଗିଛି ସେଥିରେ ଦେଖା ଯାଇଛି କି, ସେହି ଲାଇନ ରେ ଥିବା ତାର ଜାଲି ଏପଟ ସେପଟ ରେ ରହି ଦୁଇ ସେନା ଙ୍କ ମଧ୍ୟରେ ଚାଲିଛି ଧସ୍ତା ଧସ୍ତି ।ଆହୁରି ମଧ୍ୟ ଦେଖା ଯାଇଛି କି ଉଭୟ ପାର୍ଶ୍ଵ ରେ ବାଡ଼ି ଧରି ପରସ୍ପର କୁ ମାଡ଼ ମରିବାର ଉଦ୍ୟମ ଚାଲିଛି। ତେବେ ଏହା ମଧ୍ୟରେ ଗତକାଲି ଦୁଇ ଦେଶ ର ସେନା ଆହାତ ହୋଇଥିଲେ ମଧ୍ୟ ମାତ୍ର ଭାରତ ପ୍ରତିରକ୍ଷା ବିଭାଗ ର ସୂଚନା ଅନୁସାରେ ଭାରତ ରେ କାହାର ସେହିପରି କେହି ସେନା ଆହତ ହୋଇ ନାହାନ୍ତି।
ତେବେ ଉଭୟ ଦେଶ ମଧ୍ୟରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ କୁ ନେଇ ଚାଲିଥିବା ବିବାଦ କୁ ନେଇ ମୁଁହ କହିଛନ୍ତି ଆମେରିକା ଆଉ ଏହି ତିକ୍ତତା କୁ ଶାନ୍ତି ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିବା ମଧ୍ୟ ସୂଚନା ମିଳିଛି ।ତେବେ କିନ୍ତୁ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।