Pregnancy Tips – ଚିନି ଜଣାଇଦେବ ଆପଣ ଗ-ର୍ଭ-ବ-ତୀ ଅଛନ୍ତି କି ନାହିଁ, କିପରି ଯାଞ୍ଚ କରିବେ ଜାଣନ୍ତୁ

0

ଏ ବିରାଟକାୟ ଦୁନିଆରେ ଜଣେ ମା ହିଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଲିଭାଇ ଥାଏ ଏବଂ ସମସ୍ତ ଝିଅ ଙ୍କର ମା ବନିବା ଏକ ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ବିବାହ ପରେ ପ୍ରତ୍ୟେକ ମହିଳାମାନେ ମା ହେବା ପାଇଁ ମନରେ ସ୍ୱପ୍ନ ଦେଥଖିଥାନ୍ତି ଏବଂ ଝିଅଟି ମା ହେବା ପରେ ତାର ପ୍ରକୃତ ଜୀବନର ମୂଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁର ସବୁଠାରୁ ସୁନ୍ଦର ଅନୁଭ ହୋଇଥାଏ । ଜଣେ ମା ତାର ସନ୍ତାନଟିକୁ ଜନ୍ମ ଦେବା ପାଇଁ 9 ମାସ ଧରି ତାର ଜୀବନ ସହ ଲଢେଇ କରି ପିଲାଟିକୁ ଜନ୍ମ ଦେଇଥାଏ ।

କେବେ କେବେ ମହିଳା ମାନେ ଜାଣି ପାରନ୍ତି ନାହିଁ କି ସେମାନେ ଗର୍ଭବତୀ ଅଛନ୍ତି କି ନାହାନ୍ତି , ସେଥିପାଇଁ ସେମାନେ ଅନେକ ଅସୁବିଧାରେ ପଡିଥାନ୍ତି । ଆଜିର ସମୟରେ ଗର୍ଭବତୀର ପରିକ୍ଷା ପାଇଁ ମାର୍କେଟ ରେ ବିଭିନ୍ନ ପ୍ରାକର ପରିକ୍ଷଣ ଯନ୍ତ୍ର ମିଳୁଛି , ଯାହା ସାହାର୍ଯ୍ୟରେ ଆପଣ ମାନେ ଜାଣିପାରିବେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ କେତେକ ଘରୋଇ ଉପାୟ ଜଣେଇବୁ ଯାହା ସାହାର୍ଯ୍ୟରେ ଆପଣ ମଧ୍ୟ ଜାଣିପାରିବେ ଗର୍ଭବତୀ ଅଛନ୍ତି କି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

1. ଚିନି :-

ଆପଣ ଗର୍ଭବତୀ ଅଛନ୍ତି କି ନାହାନ୍ତି ଜାଣିବା ପାଇଁ ଚିନିର ବ୍ୟବହାର କରିପାରିବେ । ପ୍ରଥମେ ଆପଣ ଏକ ହାଣ୍ଡିରେ କିଛି ଚିନି ନିଅନ୍ତୁ ଏବଂ ସକାଳେ ଉଠିବା ମାତ୍ରେ ପ୍ରଥମ ପରିସ୍ରା ସେହି ହାଣ୍ଡିରେ କରନ୍ତୁ । ପରିସ୍ରା କରିବା ପରେ ଯଦି ଚିନି ମିଳେଇଯିବା ପରିବର୍ତ୍ତେ ଫ୍ରିଜ ହୋଇ ଗୋଟିଏ ସ୍ଥାନରେ ରହିଯାଉଛି , ତେବେ ଆପଣ ମା ହେବାକୁ ଯାଉଛନ୍ତି ।

2 . ଟୁଥ୍ ପେଷ୍ଟ :-

ପ୍ରଥମେ ଏକ ପାତ୍ରରେ ଅଳ୍ପ ପରିମାଣରେ ଟୁଥ୍ ପେଷ୍ଟ ନିଅନ୍ତୁ ଏବଂ ସେଥିରେ ନିଜର ପରିସ୍ରା ମିଶାନ୍ତୁ । ଯଦି କିଛି ସମୟ ପରେ ଟୁଥପେଷ୍ଟର ରଙ୍ଗ ନୀଳ ହୋଇଯାଏ ତେବେ ଜାଣିରଖନ୍ତୁ କି ପରିକ୍ଷାର ରିପୋର୍ଟ ପଜେଟିଭ୍ ଆସିଛି ଏବଂ ଆପଣ ଗର୍ଭବତୀ ହୋଇଛନ୍ତି ।

3. ସାବୁନ :-

ଏକ ପାତ୍ରରେ ଗୋଟିଏ ସାବୁନ ନିଅନ୍ତୁ , ( ଆପଣ କୌଣସି ବି ସାବୁନ ବ୍ୟବହାର କରି ପାରିବେ) ଏବଂ ସେଥିରେ ପରିସ୍ରା ମିଶେଇ ଦିଅନ୍ତୁ । ଯଦି ସାବୁନ ର ଫେଣ ବାହାରିବା ଆରମ୍ଭ କରୁଛି ଏବଂ ବୁବୁଲ ମଧ୍ୟ ହେଉଛି , ତେବେ ନିଶ୍ଚିତ ରୁହନ୍ତୁ କି ଆପଣ ଗର୍ଭବତୀ ଅଛନ୍ତି ।

4. ଭିନେଗାର :-

ଏକ ପାତ୍ରରେ ଆପଣ କିଛି ଭିନେଗାର ନିଅନ୍ତୁ ଏବଂ ସେଥିରେ ପରିସ୍ରା ମିଶାନ୍ତୁ , ଯଦି କିଛି ସମୟ ପରେ ଭିନେଗାର ର ରଙ୍ଗ ବଦଳିବା ଆରମ୍ଭ କରେ । ଏହାର ଅର୍ଥ ହେଉଛି ପରୀକ୍ଷା ସକରାତ୍ମକ ଆର୍ଥାତ୍ ଆପଣ ମା ହେବାକୁ ଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।