ଚୋରି କରି ଧରାପଡିଲେ ୨ ଜଣ Femous ଅଭିନେତ୍ରୀ, ଦେଖନ୍ତୁ ଭାଇରାଲ Video

0

ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ଚୋରି , ରେପ, ମର୍ଡର, ଇତ୍ୟାଦି ଘଟଣା ଏକ ସାଧାରଣ ହୋଇଗଲାଣି। ତେବେ ଏହିସବୁ ଘଟଣା ମାନଙ୍କ ମଧ୍ୟରୁ ଚୋରି ଏବଂ ଡ଼କାୟତି ଭଳି ସମାଜରେ ବଢି ବଢି ଚାଲିଛି। ଯାହା ଆଗରୁ ଚୋରି ହେଉଥିଲା, କିନ୍ତୁ ବର୍ତ୍ତମାନ ସମୟରେ କରନା ମହାମାରୀର ଲକଡାଉନ କାରଣରୁ ଲୋକଙ୍କ ରୋଜଗାର କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ଆପଣ ମାନେ ଦେଖିଥିବେ ଦିନ ଦ୍ୱିପ୍ରହର ରେ ଲୁଟ ହେଉଛି, ଘରେ ବ୍ୟାଙ୍କ, ବାଟରେ ଯାଉଥିବା ଲୋକଙ୍କ ଠାରୁ ଇତ୍ୟାଦି ଏଭଳି ଘଟଣା ଆଜିକାଲି ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି, ଯାହା ଦେଖିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି, ଦୁଇଜଣ ଟିଭି ଆକ୍ଟର ଚୋରି କରି ଧରା ପଡିଛନ୍ତି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଗୁଲିଭଳି ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣ ମାନେ ପୁରା ଘଟଣା ଜାଣିଲେ ହୋସ ଉଡିଯିବ, ଆଜି ଆମେ ଆପଣ ଙ୍କୁ ପୁରା ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଅପରାଧ ସମ୍ପର୍କିତ ଟେଲିଭିଜନ ଶୋ’ରେ କାମ କରିଥିବା ଦୁଇ କଳାକାରଙ୍କୁ ଶୁକ୍ରବାର ଦିନ ଚୋରି ମାମଲାରେ ଗିରଫ କରାଯାଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ପୋଲିସର ସୂଚନାନୁସାରେ, କାମ ଅଭାବରୁ ଆର୍ଥିକ ସଙ୍କଟରେ ଉଭୟ ଅଭିନେତା କିଛି ଦିନ ପୂର୍ବେ ଆରେ କଲୋନୀର ରୟାଲ୍ ପାମ ଅଞ୍ଚଳରେ ଅବସ୍ଥିତ ଏକ କୋଠାକୁ ଯାଇଥିଲେ, ଯାହା ସେମାନଙ୍କ ବନ୍ଧୁଙ୍କ ଦ୍ୱାରା ଅତିଥି ରହିବା ପାଇଁ ପ୍ରଦାନ କରାଯାଇଥିଲା। ତେବେ ମେ ୧୮ ରେ, ଉଭୟ ଅଭିନେତା ଉକ୍ତ ଆବାସରେ ଅତିଥି ଭାବରେ ରହୁଥିବା ଜଣେ ମହିଳାଙ୍କ ଲକରରୁ ୩,୨୮,୦୦୦ ଟଙ୍କା ଚୋରି କରିବା ପରେ ଆରେ କଲୋନୀରୁ ପଳାଇଥିଲେ ବୋଲି ପୋଲିସ କହିଛନ୍ତି।

ତଦନ୍ତ ପରେ ମହିଳା ଜଣକ ଆରେ ପୋଲିସକୁ ସବୁ କହିଥିଲେ, ଯେ ସେ ଟିଭି ଅଭିନେତା ସୁରବୀ ସୁରେନ୍ଦ୍ର ଲାଲ ଶ୍ରୀବାସ୍ତବ ଏବଂ ମୋସିନା ମୁଖାର୍ ଶେଖ ଟଙ୍କା ଚୋରି କରିଥିବା ସନ୍ଦେହ କରୁଛନ୍ତି। ଯେତେବେଳେ ଉଭୟ ଅଭିନେତ୍ରୀଙ୍କୁ ସିସିଟିଭି ଫୁଟେଜରେ ବିଲଡିଂରୁ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏଥିରେ ଦର୍ଶାଯାଇଛି ଯେ ଯେତେବେଳେ ପୋଲିସ ଅଭିନେତ୍ରୀମାନଙ୍କୁ ସିସିଟିଭି ଫୁଟେଜ ଦେଖାଇଥିଲା ଯେଉଁଥିରେ ସେମାନେ ଟଙ୍କା ଟଙ୍କା ନେଇଥିବାର ସ୍ପଷ୍ଟ ଦେଖାଯାଉଥିଲା, ସେମାନେ ମଧ୍ୟ ନିଜର ଅପରାଧ ସ୍ୱୀକାର କରିଥିଲେ।

ଆରେ ପୋଲିସ ଷ୍ଟେସନର ବରିଷ୍ଠ ଅଧିକାରୀ ନଟାନ ପାୱାର କହିଛନ୍ତି ଯେ କ୍ରାଇମ ପାଟ୍ରୋଲ ଏବଂ ସାଭଧାନ ଇଣ୍ଡିଆ ଭଳି ଲୋକପ୍ରିୟ ଟିଭି ସୋ ବ୍ୟତୀତ ଅଭିନେତ୍ରୀମାନେ ମଧ୍ୟ ଅନେକ ୱେବ୍ ସିରିଜରେ କାମ କରିଛନ୍ତି। ଏହା ପରେ ପୋଲିସ ସେମାନଙ୍କଠାରୁ ୫୦,୦୦୦ ଟଙ୍କା ଜବତ କରିଛି। ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।