ସୁନାଝିଅ ଝିଲ୍ଲୀ ଦେଲା 10ଲକ୍ଷ ,ଗରିବ ବାପା ଆଜି ଖୁସି ..ଗାଁ ରୁ ଯାଇ ନିଜ ଗୋଡ଼ରେ ଛିଡା ହେଇଚି ଝିଅ… ଏ ନେଇ କଣ କହୁଛି ଏହି ଝିଅ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାର ଆପଣ ମାନେ ଦେଖୁଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ଆଉ ଝିଅ ମାନଙ୍କର ପ୍ରସଂଶା କରିବାକୁ ଲାଗିବେ | ତେବେ ଆଜି ମୁଁ କହିବାକୁ ଯାଉଛି ସେହି ସୁନା ଝିଅ ଝିଲ୍ଲୀ ଓ ତାଙ୍କର ସାଙ୍ଗ ସାଥି ଙ୍କ ବିଷୟରେ | ଯେଉଁ ମାନେ କି ଗାଁ ଛାଡ଼ି ଯାଇ ବିଦେଶ ରେ ରହୁଥିଲେ ଆଉ ସେଠାରେ ପାଠ ପଢିବା ସହିତ ନିଜ ଗୋଡ଼ରେ ନିଜେ ଛିଡା ହୋଇ ପାରିଥିଲେ ଓ ପରିବାରର ଭରଣ ପୋଷଣ ମଧ୍ୟ କରି ପାରିଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଠାରେ କହିବାକୁ ଯାଉଛି ଗଞ୍ଜାମ ର ଗାଁ ରୁ ଯାଇଥିବା ସେହି ଝିଅ ମାନଙ୍କ ବିଷୟରେ | ଆଉ ଯେଉଁଠି ପାଠ ପଢି ସାରିବା ପରେ ଗାଁ ରେ ବେକାର ହେଇକି ଯେତେବେଳେ ବସିଥିଲେ | ସେତେବେଳେ ସେମାନଙ୍କୁ ସାହାଯ୍ୟ ର ହାତ ବଢ଼ାଇଥିଲେ ପ୍ରଫୁଳ୍ଲ ସାର | ଆଉ ଯେଉଁଠି କୁହାଯାଉଛି କି ଡି ଡି ଓ ଜି କେ ୱାଇ ରେ ସେମାନେ ପ୍ରଥମେ ଯୋଗ ଦେବା ପରେ ସେମାନଙ୍କୁ ପ୍ରଥମେ ତ୍ରିପୁରା କୁ ପଠା ଯାଇଥିଲା | ଆଉ ଯାହା କୁହାଯାଉଛି କି ସେଠାରେ ସେମାନେ ସିଲେଇ କଳରେ କାମ କରିବା ସହିତ ଟ୍ରେନିଂ ମଧ୍ୟ ନେଇଥିଲେ |

ଆଉ ତ୍ରିପୁରା ରୁ ଟ୍ରେନିଂ ସରିବା ପରେ ସେମାନେ ବାହାରି ପଡିଥିଲେ ଜୁଡ଼ାଣ କୁ ଯିବା ପାଇଁ | ତେବେ ଆପଣ ମାନେ ଜାଣିଥିବେ କି ଗାଁ ଗହଳି ରେ ରହୁଥିବା ଲୋକ ମାନଙ୍କ ପାଇଁ କେତେ କଷ୍ଟ ହୋଇଥାଏ ଯେତେବେଳେ ପାଠ ପଡି ଟଙ୍କା ରୋଜଗାର କରିବା କଥା ଉଠେ | ତାହା ସହିତ ଦେଖିବାକୁ ମିଳିଥାଏ କି କେଉଁଭଳି ଭାବରେ ଟଙ୍କା ନ ଥିଲେ ଏବେ ଚାକିରୀ ର କୌଣସି ସୁବିଧା ସୁଯୋଗ ମିଳି ନ ଥାଏ ଝିଅ ମାନଙ୍କୁ | ତେବେ ସେହି ସମୟରେ ଏହା ଝିଅ ମାନଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି କୁହାଯାଉଛି |

ଆଉ ଯେଉଁଠି କୁହାଯାଇଛି କି ଜୁଡ଼ାଣ ଯିବା ପରେ ଝିଲ୍ଲୀ ଙ୍କ ସହିତ ଆଉ ସାଙ୍ଗ ମାନେ ଯାଇଥିଲେ ଆଉ ସେଠାରେ ଖାଇବା ରହିବା ସହିତ ସେମାନଙ୍କର ସେପ୍ଟି ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା | ଆଉ ଯାହା ପରେ ଦେଖିବାକୁ ମିଳିଥିଲା କି ସେମାନେ 3 ବର୍ଷ ଆଉ 5 ମାସ ଧରିକି କାମ ମଧ୍ୟ କରୁଥିଲେ | ଆଉ ସେମାନେ ମାସକୁ 30 ହଜାରେ ଇନକମ ମଧ୍ୟ କରୁଥିଲେ | ଆଉ 3 ବର୍ଷ ରେ ସେମାନେ 10 ଲକ୍ଷ ଟଙ୍କା ଘରକୁ ପଠେଇଛନ୍ତି ବୋଲି କହିଛନ୍ତି | ଆଉ ଯାହା ପାଇଁ ସେମାନେ ମଧ୍ୟ ଖୁସି ଅଛନ୍ତି ତାହା ସହିତ ପରିବାର ମଧ୍ୟ ଖୁସି ଅଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment