ହଁ ଦର୍ଶକ ବନ୍ଧୁ ବେଶ କିଛି ଦିନ ହେବ ଭାଇରାଲ ହେବାକୁ ଲାଗିଛି ବୋରୱେଲ ରେ ଫୋସି ରହିଥିବା ରାଜ କିଶୋର ଙ୍କର କଥା | ଆଉ ଯାହା ଜଣା ପଡିଥିଲା କି ରେସକିଉ ଟିମ ଦୀର୍ଘ 5 ଦିନ ଧରିକି ନିଜର ଚେଷ୍ଟା ଜାରି ରଖିଥିଲେ ଆଉ ପିଲା ଟିର ଉଦ୍ଧାର ପାଇଁ ମଧ୍ୟ ଚେଷ୍ଟା କରିଥିଲେ | ଆଉ ସମସ୍ତଙ୍କର ଚେଷ୍ଟା ବଳ ରେ ପିଲା ଟିକୁ ମଧ୍ୟ ବୋରୱେଲ ଭିତରୁ ବାହାର କରାଯାଇଥିଲା ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯାହା ଜଣା ପଡିଛି କି ବୋରୱେଲ ରେ ବାହାରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତନ୍ମୟ ଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି କି 400 ଫୁଟ ଗଭୀରର ଗର୍ତ୍ତ ଭିତରକୁ ପଡ଼ି ଯାଇଥିଲେ ତନ୍ମୟ | ଆଉ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଥିଲା ମଧ୍ୟ ପ୍ରଦେଶ ରେ ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଥିଲା କି ଘଟଣା ଘଟିବ ପରେ ସମସ୍ତେ ତନ୍ମୟ ଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ଓ ସରକାର ଙ୍କ ତରଫରୁ ମଧ୍ୟ ଚେଷ୍ଟା କରାଯାଇଥିଲା ତନ୍ମୟ ଙ୍କୁ ବୋରୱେଲ ରୁ ଉଦ୍ଧାର କରିବା ପାଇଁ ବୋଲି କୁହାଯାଉଛି | ତେବେ 5 ଦିନ ର ଚେଷ୍ଟା ପରେ ତନ୍ମୟ ଙ୍କୁ ବୋରୱେଲ ରୁ ଉଦ୍ଧାର କରାଯାଇଥିଲା |
ତାହା ବ୍ୟତୀତ ତନ୍ମୟ ଙ୍କର ଚିକିତ୍ସା ପାଇଁ ତାଙ୍କୁ ବେତୁର ମେଡିକାଲ ରେ ଭର୍ତ୍ତି ମଧ୍ୟ କରାଯାଇଥିଲା | ତେବେ 70 ଘଣ୍ଟା ର ରେସକିଉ ଅଭିଯାନ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା ଜଣା ପଡିଛି କି ମେଡିକାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ଥିବା ବେଳେ ତନ୍ମୟ ଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି | ଯାହା ବର୍ତ୍ତମାନ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ବୋଲି ମଧ୍ୟ କୁହାଯାଉଛି | ତେବେ ତନ୍ମୟ ଙ୍କୁ ଉଦ୍ଧାର କରିବା ପାଇଁ ରେସକିଉ ଟିମ ପୁରା ପୁରୀ ଲାଗି ପଡିଥିଲେ ବୋଲି ମଧ୍ୟ କୁହାଯାଉଛି |
ତାହା ବ୍ୟତୀତ ତନ୍ମୟ ଙ୍କୁ ଉଦ୍ଧାର କରିବା ପାଇଁ NDRF ଓ SDRF ଟିମ ମଧ୍ୟ ପୁରାପୁରୀ ଲାଗି ପଡିଥିଲେ ବୋଲି ମଧ୍ୟ କୁହାଯାଉଛି | ତେବେ ଉଦ୍ଧାର କରିବା ସମୟରେ ବରୱେଲ ଭିତରେ ପଥର ଥିଲା ଓ ପାଣି ମଧ୍ୟ ଥିବାର କଥା ମଧ୍ୟ ସେମାନେ କହିଥିଲେ | ଆଉ 70 ଘଣ୍ଟା ର ଚେଷ୍ଟା ପରେ ତନ୍ମୟ ଙ୍କୁ ଉଦ୍ଧାର କରାଯାଇଥିଲା ଆଉ ତାଙ୍କର ମୃତ୍ୟୁ ଏବେ ଚାରିଆଡେ ଶୋକ ର ଛାୟା ଖେଳାଇ ଦେଇଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।