ଦେଖନ୍ତୁ ଭିଡ଼ିଓ – କ୍ଲାସ ଭିତରେ ପିଲା ନଥିବା ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ରାସଲୀଳା ଭିଡ଼ିଓ ଭାଇରାଲ କଲେ ଆଉ ଜଣେ ଶିକ୍ଷକ…

0

ସମାଜରେ ଶିକ୍ଷାର ପ୍ରସାର ଯେତେ ହେଲେ ମଧ୍ୟ ଲୋକଙ୍କ ମନ ମଧ୍ୟରେ କଳୁଷିତ ଚିନ୍ତାଧାରା ବଦଳୁ ନାହିଁ। ଆପଣ ମାନେ ଦେଖିଥିବେ ଅନେକ ଉଚ୍ଚ ଶିକ୍ଷିତ ଲୋକ ବଡ଼ ବଡ଼ ପଦ ପଦବୀରେ ରହୁଛନ୍ତି, କିନ୍ତୁ ସେମାନେ ଏପରି କିଛି ହୀନ ଲଜ୍ୟା ଜନକ କାର୍ଯ୍ୟ କରିଥାନ୍ତି ଯାହା ଅତ୍ୟନ୍ତ ଦୁଃଖ ଏବଂ ନିନ୍ଦନୀୟ ଅଟେ। କେଉଁଠି କିଏ ଲାଞ୍ଚ ନେଇ ଧରା ପଡୁଛି ତୋ ଆଉ କିଏ ଖରାପ ସମ୍ପର୍କ ରଖି ଧରା ପଡୁଛନ୍ତି। ଏମାନଙ୍କୁ ଆଇନ ର ଡର ଦେଖାଇଲେ ମଧ୍ୟ ସେମାନଙ୍କ ହୀନ ମନ ବୃତ୍ତି ବଦଳୁ ନାହିଁ। ଏଭଳି ଖବର ଆମେ ସୋସିଆଲ ମିଡିଆରେ ଶୁଣିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆପଣ ଏହି ଘଟଣାକୁ ଜାଣି ସାରିଲା ପରେ ଲଜ୍ୟାରେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ, ଯାହାକି ଜଣେ ଶିକ୍ଷକ ଆଉ ଜଣେ ଶିକ୍ଷୟତ୍ରୀ ଙ୍କ ସହିତ ଅନୈତିକ ସମ୍ପର୍କ ଅଫିସ ଭିତରେ ରଖୁଥିବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏଭଳି ନିନ୍ଦନୀୟ ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଆମ ସମାଜରେ ଶିକ୍ଷକଙ୍କୁ ଉଚ୍ଚ ସନମାନର ସ୍ଥାନ ଦିଆଯାଇଥାଏ। ଶିକ୍ଷକଙ୍କ ଦ୍ୱାରା ହିଁ ସମାଜ ପରିବର୍ତ୍ତନ ହେବ ଏବଂ ଆଗାମୀ କାଲିର ଭବିଷ୍ୟତ ଗଠିତ ହୋଇଥାଏ। କାରଣ ଶିକ୍ଷକ ହିଁ ଅଜ୍ଞାନ ରୂପୀ ଅନ୍ଧକାରକୁ ଦୁରୀଭୂତ କରି ଜ୍ଞାନର ଆଲକ ଦେଖାଇଥାନ୍ତି। ଯଦି ଶିକ୍ଷକ ମାନେ ହିଁ ଏପରି ହୀନ କାର୍ଯ୍ୟ କରିବେ ତାହାଲେ ପିଲାମାନେ ତାଙ୍କ ଠାରୁ କଣ ଶିଖିବେ, ଯାହାକି ଭାଇରାଲ ହୋଇଥିବା ଭିଡ଼ିଓ ଟିରେ ଜଣେ ଶିକ୍ଷକ ତାଙ୍କ ସାନ ଆଉ ଜଣେ ଯୁବତୀଙ୍କୁ କୁଣ୍ଢେଇ ତାଙ୍କୁ ଚୁମ୍ବନ କରୁଛନ୍ତି। ପୁଣି ଏହା ଘରେ ନୁହେଁ ଅଫିସ ଭିତରେ, କେହି ନଥିବା ଦେଖି ଏଭଳି ଅନୈତିକ କାର୍ଯ୍ୟ କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି। ନିଜର ଯୌନ ଆକାଂକ୍ଷା ପୂରଣ କରିବା ପାଇଁ ସ୍ଥାନ କାଳ ପାତ୍ର ମଧ୍ୟ ଦେଖୁନାହାନ୍ତି।

ଏଭଳି ଅନୈତିକ କାର୍ଯ୍ୟ କରୁଥିବା ସମୟରେ ଅନ୍ୟଜଣେ କେହି ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସୁଟ କରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଶିକ୍ଷକ ଏବଂ ଶିକ୍ଷୟତ୍ରୀ କାର୍ଯ୍ୟ ପାଇଁ ଅନେକ ଲୋକ ଅତ୍ୟନ୍ତ ନିନ୍ଦା କରିଛନ୍ତି। କେବଳ ଆଜି ନୁହେଁ ବହୁତ ସମୟରେ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତାପରେ ମଧ୍ୟ ଏଭଳି ସମାଜ ରେ ଲୋକ ଅଛନ୍ତି। ନିଜର ମାନସିକ ତାରେ ପରିବର୍ତ୍ତନ ଆସୁନାହିଁ। ଶିକ୍ଷକଙ୍କର ଏଭଳି ପାଶବିକ କାର୍ଯ୍ୟ ପାଇଁ ସେମାନଙ୍କୁ କଠୋର ଦଣ୍ତ ଦିଆଯିବା ଉଚିତ, ତାପରେ ଯାଇ ଏଭଳି କୁକର୍ମ କରିବା ପାଇଁ ସାହସ କରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।