ଦେଖନ୍ତୁ EXCLUSIVE :ବିଧାୟକ ଜନାରାୟଣ ମିଶ୍ର ଦେଲେ କଡା ମନ୍ତବ୍ୟ ! ବବି ଦାସ ଏବଂ ପାଣ୍ତିଆନଙ୍କ ଫୋନ୍‌ କଲ ଯାଞ୍ଚ କର’…ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଶ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ପାଲଟିଛି ନବ ଦାସ ଙ୍କର ମୃତ୍ୟୁ ଘଟଣା କୁ ନେଇକି କିଛି କଥା | ଆଉ ଯେଉଁଠି କୁହାଯାଉଛି କି ନବ ଙ୍କର ମୃତ୍ୟୁ କୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘଟଣା ର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ମଧ୍ୟ ହୋଇନାହିଁ | ଆଉ ଯେଉଁଠି ସରକାର ସୁରକ୍ଷିତ ନୁହନ୍ତି ସେଠାରେ ସାଧାରଣ ଜନତା କେତେ ସୁରକ୍ଷିତ ତାହାକୁ ନେଇକି ପ୍ରଶ୍ନ ଉଠିଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ଆଉ ଯେଉଁଠି କୁହାଯାଉଛି କି ରାଜ୍ୟର 5 ଟି ସଚିବ ତଥା ଯାଜପୁର ମାନ୍ୟବର ବିଧାୟକ ପ୍ରଣୟ ପ୍ରକାଶ ଦାସ ହତ୍ୟା ର 4 ଦିନ ପୂର୍ବ ରୁ କଣ ସବୁ କଥା ବାର୍ତ୍ତା ହୋଇଥିଲେ ଏହି ସମସ୍ତ କଥା ଯାଞ୍ଚ ପରିଧି ଭିତରକୁ ଆସିବା କଥା ବୋଲି ବିରୋଧୀ ଦଳ ର ନେତା ମାନେ ଦାବି କରିଥିଲେ | କିନ୍ତୁ ଆମ ଓଡିଶା ପୋଲିସ ତାହା କଣ କରିବ ବୋଲି ପ୍ରଶ୍ନ ଉଠାଇଛନ୍ତି ସେମାନେ | ଆଉ ଯେଉଁ ଘଟଣା କୁ ନେଇ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି |

ତାହା ସହିତ ସେମାନଙ୍କର କହିବା କଥା କି ଜଣେ ରାଜ୍ୟ ପାଳ ଙ୍କର କର୍ତ୍ତବ୍ୟ ଆଉ ଦାୟିତ୍ୱ ହେଉଛି କି ସେମାନେ ସାଧାରଣ ଜଣ ସାଧାରଣ ମାନଙ୍କର ସାହାଯ୍ୟ କରିବା ସହିତ ସେମାନଙ୍କର ଭଲ ମନ୍ଦ ରେ ସାହାଯ୍ୟ କରିବା କଥା |ଆଉ ଯେଉଁ ଘଟଣା କୁ ନେଇକି ସେମାନେ କହିଛନ୍ତି କି ଯେତେବେଳେ ସରକାରୀ କର୍ମଚାରୀ ହୋଇକି ଆଉ ଜଣେ ସରକାରୀ କର୍ମଚାରୀ କୁ ହତ୍ୟା କରୁଛନ୍ତି ସେତେବେଳେ ସାଧାରଣ ଜନତା କେତେ ସୁରକ୍ଷିତ ସେହି କଥା ଉଠୁଛି | ଆଉ ତାହା ସହିତ କୁହାଯାଉଛି କି ଯେତେବେଳେ ସାଧାରଣ ଜନତା ଙ୍କର ଧନ ଜୀବନ ସୁରକ୍ଷିତ ନାହିଁ ସେଠାରେ ରାଜ୍ୟପାଳ ଙ୍କର ଭାଷଣ ର ମାନେ କଣ ବୋଲି ପ୍ରଶ୍ନ କରିଛନ୍ତି |

ତାହା ସହିତ ସେମାନେ ଦାବି କରିଛନ୍ତି କୁ ଏହି ହତ୍ୟା ଘଟଣା କୁ ନେଇକି 5 ଟି ସଚିବ ତଥା ଯାଜପୁର ମାନ୍ୟବର ବିଧାୟକ ପ୍ରଣୟ ପ୍ରକାଶ ଦାସ ଙ୍କ ସହିତ ପାଣ୍ଡିଆନ ଙ୍କର କୋଲ ରେକଡ଼ ଯାଞ୍ଚ କରିବାର ଆବଶ୍ୟକତା ରହିଛି | ଆଉ ଯାଞ୍ଚ ପରେ ହିଁ ସମସ୍ତ ଘଟଣା ର ସତ୍ୟା ସତ୍ୟ ସାମ୍ନା କୁ ଆସିବ ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment