Beauty Tips – Colgate କୁ ଥରେ ମାତ୍ର ବ୍ୟବହାର କରି ଫେସରୁ କେଶ ଦୂର କରିବାର ଜାଣନ୍ତୁ ସହଜ ଘରୋଇ ଉପାୟ, ଚେହେରାର ଗ୍ଲୋ ଏତେ ବଢିଯିବ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

0

ଆଜିର ଦିନରେ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଫେସ କ୍ରିମ ଓ ମେହେଙ୍ଗି ବାଲା ଫେସିଆଲ ମଧ୍ୟ ହେଉଛନ୍ତି । ଯାହା ଆମ ଫେସ ପାଇଁ ହାନିକାରକ ହୋଇଥାଏ । ଆପଣ ମାନେ ଦେଖିଥିବେ କିଛି ମହିଳା ମାନଙ୍କର ଓଠର ଉପରି ଭାଗ ଅର୍ଥାତ୍ ନିଶରେ ଚୁଟି ଉଠିଥିବାର ଦେଖିବାକୁ ମିଳିଥାଏ । ତେବେ ସେସବୁକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ଷ୍ଟିଚ ର ବ୍ୟବହାର କରିଥାନ୍ତି । ଯାହା ଆମକୁ ବହୁତ କଷ୍ଟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ସହଜ ଉପାୟ ବିଷୟରେ ଜଣେଇବୁ , ଯାହାର ବ୍ୟବହାର କରି ଆପଣ ମାନେ ଓଠର ଉପରି ଭାଗରେ ଥିବା କେଶ କୁ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ।

ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଇଛି :-

1. କଲଗେଟ୍
2. ଲେମ୍ୱୁ
3. ବେକିଙ୍ଗ ସୋଡା

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ମାନେ ଏକ ପାତ୍ର ନିଅନ୍ତୁ , ସେଥିରେ ଏକ ଚାମଚ ଧଳା ରଙ୍ଗର କଲଗେଟ୍ ଦିଅନ୍ତୁ । ଏହାପରେ ଏକ ଚାମଚ ଲେମ୍ୱୁର ରସ ଏଡ୍ କରନ୍ତୁ ଏବଂ ଶେଷ ସାମଗ୍ରୀ ବେକିଙ୍ଗ ସୋଡା ଏକ ଚାମଚ ସେଥିରେ ମିଶାନ୍ତୁ । ଏହି 3 ଟି ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ଯେପରି ଏହା ଏକ ପେଷ୍ଟ ଭଳି ପ୍ରସ୍ତୁତ ହୋଇଯିବ । ଉପଚାରରେ ପ୍ରୟୋଗ କରାଯାଇଥିବା କଲଗେଟ୍ ଚୁଟିକୁ ମୂଳରୁ ବାହାର କରିବା ପାଇଁ ସାହାର୍ଯ୍ୟ କରିଥାଏ । ତା ସହିତ ବେକିଙ୍ଗସୋଡା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ନଥାଏ । ବର୍ତ୍ତମାନ ପ୍ରସ୍ତୁତ ହୋଇ ସାରିଛି ଏହି ଉପଚାର ଟି , ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ ।

ବ୍ୟବହାର ପ୍ରାଣାଳୀ :-

ପ୍ରସ୍ତୁତ କରି ରଖା ଯାଇଥିବା ପେଷ୍ଟକୁ ଆପଣ ମାନେ ଆଙ୍ଗୁଳି ସାହାର୍ଯ୍ୟରେ ଫେସରେ କୌଣସି ବି ସ୍ଥାନରେ ଉଠିଥିବା ଚୁଟି ସ୍ଥାନରେ ଲାଗାଇ ଦିଅନ୍ତୁ । ଏମିତିକି ଶରୀରର ହାତ ହେଉ ବା ଗୋଡ ଚାରିଆ଼ଡେ ଏହି ପେଷ୍ଟ ଲଗାଇ ପାରିବେ । ପେଷ୍ଟକୁ ଭଲ ଭାବରେ ଲଗାଇ ସାରିବା ପରେ 5 ମିନିଟ ପର୍ଯ୍ୟନ୍ତ ୱେଟ କରନ୍ତୁ ଏବଂ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ନରମାଲ ୱାଟରରେ ଫେସକୁ ଧୋଇ ନିଅନ୍ତୁ । ହାତ ହେଉ ବା ଗୋଡ ଯେଉଁଠାରେ ଆପଣ ମାନେ ୟୁଜ୍ କରିଛନ୍ତି ସେହି ସ୍ଥାନକୁ ନରମାଲ ୱାଟରରେ ଧୋଇ ନିଅନ୍ତୁ ।

ଏହିପରି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ , ଦେଖିବେ ଆପଣଙ୍କର ଯେଉଁ ସ୍ଥାନରେ ବି କେଶ ଭଳି ସମସ୍ୟା ରହିଥାଏ , ତାହା ସମ୍ପୂର୍ଣ୍ଣ ଭାବରେ ଦୂର ହେବ । ପୂର୍ବ ପରି ଆପଣ ମାନେ ସୁନ୍ଦର ଦେଖାଯିବା ସହିତ ଗ୍ଲୋ ମଧ୍ୟ ଦେଖାଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।