ଦେଖନ୍ତୁ ଭିଡିଓ – କଲେଜ ଯିବା ରାସ୍ତାରେ କରୁଥିଲେ କିସ୍ ଓ ରୋମାନ୍ସ କିଛି ଲୋକ ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ…

0

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଆଜିର ଦୁନିଆ କିଛି ବ୍ୟକ୍ତି ବିଶେଷ ଙ୍କ ଲଜ୍ୟା ଜନକ ଏବଂ ନିନ୍ଦନୀୟ କାର୍ଯ୍ୟ କଳାପ ପାଇଁ ଏତେ ତଳକୁ ଖସି ଯାଉଛି ଯେ ଏହା ଏକ ସଭ୍ୟ ଶିକ୍ଷିତ ସମାଜର ଅଂଶ ବିଶେଷ ବୋଲି ମନେ ହେଉନାହିଁ। କହିବାକୁ ଗଲେ କିଛି ଏପରି ବ୍ୟକ୍ତି ବିଶେଷ ଙ୍କ ପାଇଁ ଅନେକ ସମ୍ପର୍କ ଏବଂ ପ୍ରେମକୁ ଲୋକେ ଖରାପ୍ ନଜର ରେ ଦେଖୁଛନ୍ତି। ପ୍ରାୟତଃ ଯୁବପିଢି ମାନଙ୍କ କ୍ଷେତ୍ରରେ ଏସବୁ ଅନେକାଂଶରେ ସୀମା ଟପି ଯାଉଛି।ଆଜିର ଯୁବପିଢି ମାନଙ୍କ କ୍ଷେତ୍ରରେ ଅଧିକାଂଶ କ୍ଷେତ୍ରରେ ପ୍ରେମର ବାସ୍ତବ ସଂଜ୍ଞା ରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।

କାରଣ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଏବଂ କାର୍ଯ୍ୟ କଲାପ ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ଏବେ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ପ୍ରସାରିତ ହେଉଛି।

ଏଠାରେ ଦେଖିବାକୁ ମିଳୁଛି କି କିପରି ଭାବରେ କିଛି ପ୍ରେମୀ ଯୁଗଳ ଏକ ନିଛାଟିଆ ସ୍ଥାନରେ ଗଛ ମୂଳରେ କିଭଳି ଭାବରେ ଖୋଲା ପରିବେଶରେ ଅନ୍ତରଙ୍ଗ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି। ଯାହାକୁ ଦେଖିଲେ ଲଜ୍ୟା ବୋଧ ହେବା ସ୍ଵାଭାବିକ କଥା।ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଅନେକ ଏହାକୁ ନିନ୍ଦା କରିଛନ୍ତି ଏବଂ ଏହି ପ୍ରେମୀ ଯୁଗଳଙ୍କୁ ତାଙ୍କର ଏହି ମନ୍ଦ କାର୍ଯ୍ୟ ପାଇଁ ସମାଲୋଚନା ମଧ୍ୟ କରିଛନ୍ତି।

ଆଜିର ଯୁବପିଢି ଙ୍କ ଏହିଭଳି କିଛି ହରକତ ସେମାନଙ୍କୁ କିଛି ଶିକ୍ଷା ନିଶ୍ଚିତ ଦେଇଥିବ। ଆଜିର ଯୁବପିଢି ପ୍ରେମର ପ୍ରକୃତ ମହତ୍ୱକୁ ବୁଝିବା ଆବଶ୍ୟକ। କାରଣ ଏହା ଏମିତି ଏକ ଜିନିଷ ଯାହା ପବିତ୍ର ଏବଂ ଦୁଇଟି ଆତ୍ମାର ମିଳନ ରେ ହୋଇଥାଏ।

ଯାହା ଏକ ପରିଣତ ବୟସରେ ନିଜର ବୌଦ୍ଧିକ ବିକାଶ ହେବା ପରେ ପରସ୍ପର ପ୍ରତି ସ୍ନେହ ମମତା ଭଲପାଇବା, ଯତ୍ନ ଆସିବା ପରେ ହିଁ ହୋଇଥାଏ। ସେଥିପାଇଁ କୁହାଯାଏ ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା କହିବା ମୁସ୍କିଲ। କାରଣ ପ୍ରେମରେ ପଡ଼ିବା ପରେ ପ୍ରେମୀ ଯୁଗଳ ପରସ୍ପର ଭିତରେ ନିଜକୁ ହଜାଇ ଦେଇଥାନ୍ତି।ଏକ ସୁନ୍ଦର ଅନୁଭବ ଭିତରେ ଦୁହେଁ ଦୁହିଁଙ୍କୁ ଅନୁଭବ କରିଥାନ୍ତି।

ପ୍ରେମ ହେଉଛି ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ। ତେଣୁ ପ୍ରେମକୁ ସମ୍ମାନ ଦେବା ଆବଶ୍ୟକ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।