କଲେଜରେ ପାଠପଢ଼ା କମ ଉତପାତ ଅଧିକ, କ୍ଲାସରୁମର କବାଟ ବନ୍ଦ କରି ଚାଲିଛି ଲଜ୍ୟାଜନକ କାମ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ…

0

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା ଏମିତି ଏକ ଅଜବ ଭିଡ଼ିଓ ବିଷୟରେ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ। କାରଣ ଏହା ସେହିପରି କିଛି ଅପ୍ରୀତିକର ପରିସ୍ଥିତି କୁ ବୟାନ କରିଥାଏ।

ତେବେ ଆସନ୍ତୁ ଜାଣିବା ସେହିପରି ଏକ ଭାଇରାଲ ହୋଇଥିବା ଘଟଣା ବିଷୟରେ। ଆପଣ ଜାଣିଛନ୍ତି ବେଳେବେଳେ କେମିତି ଅତିରୁ ଇତି ହୋଇ ଯାଇଥାଏ।କିଛି ଉଦ୍ଧତ ଯୁବପିଢି ସେମାନଙ୍କ ପ୍ରକୃତି କାରଣରୁ ଏମିତି ଘଟଣାକୁ ଅନେକାଂଶରେ ନିମନ୍ତ୍ରଣ କରିଥାନ୍ତି। ଯାହା ପରେ ସେମାନଙ୍କ ସହିତ ସେମାନଙ୍କ ପରିବାରକୁ ଲଜ୍ଜିତ କରିଥାଏ। ସେହିପରି ଏକ ଲଜ୍ୟାଜନକ ଘଟଣା ଏହି ଭିଡିଓ ରେ ଘଟିଛି। ଆପଣ କଣ କହିବେ ଆଜିର ଏହି ଯୁବପିଢି ଙ୍କୁ। କଲେଜ୍ ଯାଇ ବି ସେମାନେ ସେଠାରେ ଅପ୍ରୀତିକର ଘଟଣା କୁ ସୃଷ୍ଟି କରୁଛନ୍ତି। କଲେଜ୍ ରେ ପାଠ ପଢା କମ୍ କିନ୍ତୁ ଉତ୍ପାତ ଅଧିକ। ଯାହାର ଜ୍ୱଳନ୍ତ ଉଦାହରଣ ଆପଣ ଏହି ଭିଡ଼ିଓରେ ଦେଖିବାକୁ ପାଇବେ।

ଦେଖନ୍ତୁ କିପରି ଏଠାରେ କ୍ଲାସ୍ ରୁମ୍ ର କବାଟ ବନ୍ଦ କରି ଚାଲିଛି ଧୁମ୍ରପାନ। ଛାତ୍ର ଛାତ୍ରୀ ମାନେ କବାଟ ବନ୍ଦ କରି ସିଗାରେଟ୍ ଟାଣିବା ରେ ମାସଗୁଲ୍ ହୋଇ ପଡିଛନ୍ତି। ଏତେ ମସଗୁଲ ଯେ ସେମାନେ ଭୁଲି ଯାଇଛନ୍ତି ତାଙ୍କର ନୀତି ନିୟମ, କର୍ତ୍ତବ୍ୟ ଏବଂ ବ୍ଯବହାର କୁ, ଯାହା କଲେଜ୍ ଭିତରେ କରା ଯାଇଥାଏ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କଲେଜ୍ ହେଉଛି ବିଦ୍ୟାର ଭଣ୍ଡାର। ଯେଉଁଠି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କୁ ଗଢା ଯାଇଥାଏ। କିନ୍ତୁ ସେଠାରେ ଏଭଳି ଆଚରଣ ନିଶ୍ଚିତ ଭାବରେ ଆଗାମୀ ଭବିଷ୍ୟତ ପାଇଁ ଚିନ୍ତା ଏବଂ ଅନୁତାପ ର କାରଣ ଅଟେ।

ତେବେ ଏଭଳି ଆଚରଣ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଏଥିପାଇଁ ଉଚିତ୍ ପଦକ୍ଷେପ ମଧ୍ଯ ଗ୍ରହଣ କରାଯିବା ଦରକାର। ତେବେ ଭାଇରାଲ ହେଉଥିବା ଏହି ଭିଡିଓ ଟି କୋଲକାତାର ଏକ କଲେଜ୍ ର ବୋଲି ଯାହା ଜଣା ପଡ଼ିଛି। ତେବେ ଏହା କୌଣସି ମନୋରଂଜନ ପାଇଁ ଆମେ ଆପଣଙ୍କୁ କହୁ ନାହୁଁ କିମ୍ୱା ଦେଖାଉ ନାହୁଁ ବରଂ ଆମର ଯୁବପିଢି ଙ୍କୁ ସଚେତନ କରାଇବା ପାଇଁ ଏହା ଆମର ଏକ ଛୋଟ ପ୍ରୟାସ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।