ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭଳି ଏକ ଘଟଣା ଚାରିଆଡେ ଚହଳ ଖେଳାଇ ଦେଇଛି, ଆଉ ଯେଉଁଠି ମୃତ୍ୟୁ ଯେ ଏମିତି ଆସେ ପାରେ ତାହା କାହାକୁ ହୁଏ ତୋ ଜଣା ନ ଥିବ | ହଁ ଆଜ୍ଞା ଏମିତି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯେଉଁ ଥିରେ ଦେଖା ଯାଇଛି ଜଣେ କଲେଜ ଛାତ୍ରୀ କଲେଜରୁ ପାଠ ପଢା ସାରି ଘରକୁ ଫେରିବା ସମୟରେ ପଛପଟୁ ଆସି ତାଙ୍କୁ ଏକ ମାଲବାହୀ ଟ୍ରକ ଧୋକା ଦେଇଥିଲା | ଫଳରେ ଯୁବତୀ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେଇଯାଇଛି ବୋଲି ସୂଚନା ରହିଛି | କଲେଜ ସାଙ୍ଗ ସାଥି ଙ୍କ ସହିତ ହସ ଖୁସିରେ ଘରକୁ ଫେରୁଥିଲେ ଯୁବତୀ ଜଣଙ୍କ | ହେଲେ କିଏ ଜାଣିଥିଲା ମୃତ୍ୟୁ ତାଙ୍କର ବାଟ ଜଗିଛି ବୋଲି | କିଏ ଜାଣିଥିଲା ତାଙ୍କର ସବୁ ପାଠ ପଢାର ସ୍ବପ୍ନ ଆଖି ପିଛୁଳାକେ ଶେଷ ହେଇଯିବ | ହଁ ଦର୍ଶକ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ |
ତେବେ ମିଳିଥିବା ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି |କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଏକ ଅଞ୍ଚଳ ଏକ ଅଭାବନୀୟ ମର୍ମତୁନ୍ଦ ସଡ଼କ ଦୁର୍ଘଟଣା ଘଟିଛି | ଯେଉଁ ଦୁର୍ଘଟଣା ରେ ଜଣେ ଯୁକ୍ତଦୁଇ କଳା ଅଧୟନ କରୁଥିବା ଛାତ୍ରୀ ଙ୍କର ମୃତ୍ୟ ଘଟିଛି | ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ ତିଗିରିଆ ମହିଳା ମହାବିଦ୍ୟାଳୟ ରେ ଯୁକ୍ତ 2 ରେ ପାଠ ପଢୁଥିଲେ | ସବୁଦିନ ପରି ଶନିବାର ବାର ଦିନ ମଧ୍ୟ ସେ କଲେଜ କୁ ଆସି ସାଙ୍ଗ ସାଥି ଙ୍କ ସହିତ ମୋଜା ମସ୍ତି କରିବା ସହିତ ପାଠ ପଢା ସାରି ଘରକୁ ଫେରୁଥିଲେ |
ଆଉ ଯେଉଁଠି କୁହାଯାଉଛି କି ସେ ଘରକୁ ଫେରିବା ସମୟରେ ହଠାତ ଏକ କାଳ ରୂପି ଟ୍ରକ ତାଙ୍କୁ ପଛ ପଟୁ ଧୋକା ଦେଇଥିଲା | ଯାହା ଫଳରେ ଯୁବତୀ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେଇଥିଲା | ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ତିଗିରିଆ ନୂଆ ସଡ଼କ ଠାରେ |ତେବେ ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ ନାମ ସାନ୍ଧ୍ୟ ରାଣୀ ନାୟକ | ସେ କୋଡ଼ିଝୋରିଆ ଗ୍ରାମର ହେଇଥିବା ବେଳେ ସ୍ଥାନୀୟ ତିଗିରିଆ ମହିଳା ମହାବିଦ୍ୟାଳୟ ଯୁକ୍ତ 2 ରେ ପ୍ରଥମ ବର୍ଷ ଛାତ୍ରୀ ଥିଲେ | ତେବେ ଘଟଣା ସ୍ଥଳରେ ଛାତ୍ରୀ ଜଣଙ୍କ ର ମୃତ୍ୟ ହେବା ପରେ ଘଟଣା ସ୍ଥଳରେ ଟ୍ରକ ଚାଳକ ଫେରାର ହେଇଯାଇଥିଲେ |
ତେବେ ଖବର ପାଇ ତିଗିରିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି, ଘଟଣା ର ଅନୁଧ୍ୟାନ କରିବା ସହିତ ଶବକୁ ବ୍ୟବଛେଦ ପାଇଁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନା ପଠାଇବା ସହିତ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜଣାପଡିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।