ଦେଖନ୍ତୁ Viral ଭିଡ଼ିଓ : କଲେକ ଛାତ୍ରୀ ଲୁଚି ଲୁଚି ରୋମାନ୍ସ କରୁଥିଲେ, ଧରିନେଲେ ଗାଁ ଲୋକ ଆଉ ତା’ପରେ ଯାହା ହେଲା….

0

ବର୍ତ୍ତମାନର ଆଧୁନିକ ସମାଜରେ ଯଦି ଯୁବକ ଯୁବତୀ ପ୍ରେମ ପଛରେ ଦୌଡୁଛନ୍ତି। ଆମେ 30 ବର୍ଷ ପଛକୁ ଫେରିଯିବା, ବର୍ତ୍ତମାନ ସମାଜ ପରି ଏତେଟା ଉନ୍ନତ ନଥିଲା। କିନ୍ତୁ ବର୍ତ୍ତମାନ ଭଳି ମାନସିକତା ନ ଥିଲା, ସେତେବେଳେ ଲୋକ ମାନେ ଜଣେ ଅନ୍ୟ ଜଣଙ୍କୁ ସନମାନ କରୁଥିଲେ। ତେବେ ଯେବେଠୁ ମଣିଷ ଆଧୁନିକତାର ବସବର୍ତ୍ତି ହେଲାଣି, ସେ ସମାଜର ସବୁ କିଛି ଭୁଲି ବାକୁ ଲାଗିଲେଣି,ଖାଲି ଯେ କେବଳ ଲୋକ ମାନଙ୍କର ମାନସିକତା ରେ ପରିବର୍ତ୍ତନ ହେଲାଣି ତାହା ନୁହେଁ ବରଂ ଲୋକଙ୍କ ମୂଲ୍ୟ ବୋଧ ରେ ମଧ୍ୟ କମ ହୋଇ ଯାଇଛି। ଆଜି କାଲିର ଯୁବକ ଯୁବତୀଙ୍କ କଥା ଯଦି ଆମେ ବିଚାର କରିବା ତାହାଲେ, ସର୍ବଦା ସେମାନଙ୍କ ମଧ୍ୟରେ କଳୁଷିତ ମନଭାବ ଦେଖା ଦେଉଛି। ଆଜି କାଲିର ଯୁବକ ଓ ଯୁବତୀ ମାନେ ପ୍ରେମରେ ଅନ୍ଧ ହୋଇ ସମାଜର ନୀତି ନିୟମ ସବୁ ଭୁଲି ଗଲେଣି। ତେବେ ଆଜି କାଲିର ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳେ, ଯେ ଖରାପ ଲାଗିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ।

ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଆପଣ ମାନଙ୍କ ମନରେ ଘୃଣା ଭାବ ଜାଗ୍ରତ ରହିବ। ତେବେ ବନ୍ଧୁଗଣ ଘଟଣାଟି ହେଉଛି, ଜଣେ କଲେଜ ଛାତ୍ରୀ ଜଣେ ଯୁବକଙ୍କୁ ପ୍ରେମ କରି ଥିବାରୁ ଗାଁ ଲୋକ ମାନେ ଧରା ପକାଇବା ସହ ହଇରାଣ କରିଛନ୍ତି ବୋଲି ସୂଚନା ମିଳିଛି।ଏଭଳି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ,ଜଣେ କଲେଜ ଛାତ୍ରୀ ଏକ ତରଫା ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଯୁବକ ଜଣଙ୍କ ମଧ୍ୟ ତାଙ୍କ ପ୍ରେମରେ ପଡି ଯାଇଥିଲେ। ଏବଂ ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ। ଏବଂ ସେ ଦୁହେଁ ପ୍ରେମରେ ଅନ୍ଧ ହୋଇ ସବୁ କିଛି କରି ବସି ଥିଲେ। ସେହି ଦୁଇ ପ୍ରେମୀ ଯୁଗଳ ପ୍ରେମ କରୁଥିବା ସମୟରେ ତାଙ୍କୁ ଗାଁ ଲୋକ ମାନେ ଦେଖି ହଇରାଣ ଓ ହରକତ କରିଥିଲେ। ଏବଂ ସେ ଦୁହିଁଙ୍କୁ ଧରିବା ସହ ସେମାନେ ଯାହା କିଛି କରିଛନ୍ତି। ସମସ୍ତଙ୍କ ସାମନାରେ ଧରା ପକାଇ ଦେଇଛନ୍ତି।

ତେବେ ବର୍ତ୍ତମାନ ଗାଁର ଲୋକ ମାନେ ମିଶି ସମସ୍ତଙ୍କ ସାମନାରେ ସେହି ଯୁବକ ଓ ଯୁବତୀଙ୍କୁ ବିବାହ କରାଇ ଦେଇଥିଲେ। ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ବର୍ତ୍ତମାନ ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ। ଜୋରରେ ଭାଇରଲ ହେବାରେ ଲାଗିଛି। ତେଣୁ ଆମର ଆପଣ ମାନଙ୍କୁ ଅନୁରୋଧ ଯେ ଦୟାକରି ଆପଣ ମାନେ ଏଭଳି କିଛି ଭୁଲ କରନ୍ତୁ ନାହିଁ ଯେଉଁଥି ପାଇଁ ନିଜ ଭବିଷ୍ୟତ ନଷ୍ଟ ହେବା ସହିତ ପରିବାର ସନମାନ ହାନି ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।