Pragyan ଙ୍କ ସହ କମେଡି କଲେ ଭାଇରାଲ ବୟ Santanu & ଭାଇରାଲ ଗାର୍ଲ Ritika… 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ଭାଇରାଲ ବୟ ଶାନ୍ତନୁ ଏବଂ ଭାଇରାଲ ଗାର୍ଲ୍ ରିତିକା ଏବେ ସାରା ଓଡିଶାରେ ଏକ ପରିଚିତ ଏବଂ ଲୋକପ୍ରିୟ ଚେହେରା। ସେମାନଂକୁ ସାରା ଓଡ଼ିଶା ଏବେ ଭଲ ପାଉଛି। ସଙ୍ଗୀତ ରିଏଲିଟି ଶୋ, ଓଡ଼ିଶାର ନୂଆ ସ୍ୱର’ ର ମଞ୍ଚରୁ ଆଜି ଅନେକ ଲୋକପ୍ରିୟତା ର ଅଧିକାରୀ ହୋଇ ପାରିଛନ୍ତି ଏହି ଦୁଇ କୁନି ପ୍ରତିଯୋଗୀ। ସେମାନଙ୍କର କଥା, ଅଭିନୟ ଏବଂ ସଙ୍ଗୀତ ବେଶ୍ ଆକର୍ଷନୀୟ ଅଟେ, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁବାରେ ଲାଗିଛି। ସମସ୍ତେ ତାଙ୍କୁ ଶୁଣିବାକୁ ବେଶ୍ ଭଲ ପାଉଛନ୍ତି। ତେବେ ଏହି ଦୁଇ କୁନି ପ୍ରତିଭାଙ୍କର ଅନେକ ଭିଡିଓ ସମୟକ୍ରମେ ସାମ୍ନାକୁ ଆସିଛି। ଯାହାକୁ ଆପଣ ଦେଖିବାକୁ ପାଇଥିବେ।

ଏହି ଶୋ ର ସବୁ ଏପିଶୋଡ ରେ ସେମାନେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସୁଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲା ଦୁଇଟି ତାଙ୍କର ଜଲୱା ଦେଖାଇ ଆସୁଛନ୍ତି।ଆଉ ତାଙ୍କର ଗାୟିକୀ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଅଗଣିତ ଶ୍ରୋତା ମାନେ। ତେଣୁ ଅନେକ ପ୍ରଶଂସା ବି ମିଳୁଛି ଶାନ୍ତନୁ ଏବଂ କୁନି ଝିଅ ରିତିକା ଙ୍କୁ।ତେବେ ସେମାନେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ।

କାରଣ କେବଳ ଗୀତ ନୁହେଁ, ବରଂ ଗୀତ ସାଙ୍ଗକୁ ସେମାନଙ୍କ କଥା ଏବଂ ଅଭିନୟ ମଧ୍ୟ ବହୁତ୍ ଆକର୍ଷନୀୟ ଅଟେ।ଏହି ଦୁଇ କୁନି ଗାୟକ ଯେଉଁ ଭଳି ଭାବରେ ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛନ୍ତି ତାହା ଆପଣ ପିଲା ଦୁଇଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ଏବଂ ତାଙ୍କର ସ୍ୱର ଶୁଣି ଲେ ଜାଣି ପାରିବେ। ଏବେ ସେମାନେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛନ୍ତି ସାରା ଓଡ଼ିଶା ରେ। ସେମାନଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି ଏବଂ ଭାଇରାଲ ଗାର୍ଲ୍ ରିତିକା ଗାୟିକା ପ୍ରଜ୍ଞା ହୋତା ଙ୍କ ସହିତ ଷ୍ଟେଜ ରେ କମେଡି କରୁଛନ୍ତି ଏବଂ ଜବରଦସ୍ତ ଡାନ୍ସ କରୁଛନ୍ତି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି ସିଦ୍ଧାର୍ଥ ଏଫ୍ ଏମ୍ ର ଏଥର ହୋଲି ମ୍ୟୁଜିକାଲି ର କାର୍ଯ୍ୟକ୍ରମ। ଯେଉଁଠି ଅନେକ ଗାୟକ ଗାୟିକା ଆସି ଗୀତ ଗାଇ ସମସ୍ତଙ୍କୁ ଆକର୍ଷିତ କରିଥିଲେ।ଏହି ସମୟରେ ଏହି କାର୍ଯ୍ୟକ୍ରମ କୁ ଅଧିକ ସୁନ୍ଦର୍ କରିଥିଲା ଶାନ୍ତନୁ ଏବଂ ରିତିକା ଙ୍କ ଉପସ୍ଥିତି। ଦୁଇଜଣ ସେଠାରେ ଭରପୁର ମନୋରଞ୍ଜନ ଯୋଗାଇଥିଲେ ସମସ୍ତଙ୍କୁ। ଆଉ ତାଙ୍କ ସହ ପ୍ରଜ୍ଞା ମଧ୍ୟ ଷ୍ଟେଜ ରେ ମଜା କରିଥିଲେ। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment