ଦେଖନ୍ତୁ Shocking ଭିଡ଼ିଓ : କରୋନା ଆକ୍ରାନ୍ତ ବାପାଙ୍କୁ ପାଣି ଦେବା ସମୟରେ ଚାଲିଗଲା ଜୀବନ ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ…

0

କରନା ସଂକ୍ରମଣରେ କିପରି ଭାବରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ତାହା ଦେଶବାସୀ ଭଲ ଭାବରେ ଦେଖି ପାରୁଛନ୍ତି। କରନା କନ୍ଦେଇଲାଣି ଅନେକ ପରିବାର କୁ। ନିଜର ବନ୍ଧୁ ପରିଜନଙ୍କୁ ହରାଇ ଅନେକ ଭାଙ୍ଗି ପଡୁ ଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି।ଏହାର କରୁଣ ଦୃଶ୍ୟ ସମସ୍ତଙ୍କୁ ନିଶ୍ଚିତ ଭାବରେ ଦୁଃଖ ଦେବା ସହିତ ଭୟଭୀତ ମଧ୍ୟ କରିଛି ଏଥିରେ ସନ୍ଦେହ ନାହିଁ । କରନା ସଂକ୍ରମଣରେ ଅନେକ ସମୟରେ ଏମିତି କିଛି ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ବିଚଳିତ କରି ଦେଉଛି। ଯାହା ଦେଖିଲେ ଛାତି ଫାଟିଯିବା ଭଳି ଲାଗୁଛି।କୌଣସି ମତେ ଥମିବାର ନାମ ଧରୁ ନାହିଁ କରନା ଭାଇରସ ସଂକ୍ରମଣ।

ଆଉ ଏହି ସମୟରେ କରନା ଭାଇରସ ଭଳି ଏକ ଅଦୃଶ୍ୟ ଶକ୍ତି ନେଉଛି ଶକ୍ତି ଥିବା ଅନେକ ଜୀବନ। ଏବେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଚାଲିଛି ସଂଗ୍ରାମ। ଟିକିଏ ଅମ୍ଳଜାନ ଅଭାବରୁ ଚାଲି ଯାଉଛି ଅକାରଣରେ ଅନେକ ଜୀବନ।ଆଉ କରନା ର କରାଳ କାୟା ରେ କଲବଲ ହେଉଛି ସାରା ଦେଶ। ଆଉ ଏତିକି ବେଳେ ନିଜ ଜୀବନକୁ ବଞ୍ଚାଇବା ପାଇଁ, ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ସବୁଆଡେ ସଂଗ୍ରାମ।ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କ ନିକଟରେ ଅକ୍ସିଜେନ ର ସୁବିଧା ଠିକ୍ ଭାବରେ ଉପଲବ୍ଧ ହୋଇ ପାରୁ ନଥିବା କାରଣରୁ ଅମ୍ଳଜାନ ଅଭାବରୁ ଏଥିରେ ଚାଲି ଯାଉଚି ଅନେକ ଜୀବନ।

କେହି କେହି ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ମଧ୍ୟ ପହଞ୍ଚି ପାରୁ ନାହାଁନ୍ତି।ସେହିପରି ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି। ଏବେ କରନା ରେ ମୃତ୍ୟୁ ସଂଖ୍ୟା ଅନେକ ମାତ୍ରାରେ ବଢ଼ିଛି। ମଣିଷ ଏବେ ଲଢେଇ କରୁଚି ନିଜର ଜୀବନକୁ ବଞ୍ଚେଇ ରଖିବା ପାଇଁ।ଭାରତରେ କରୋନା ଭୁତାଣୁ ତାର ବିରାଟ କାୟା ବିସ୍ତାର କରିଥିବା ବେଳେ ସଂପୂର୍ଣ୍ଣ ଦେଶ ରେ ଏବେ କରନା କଟକଣା ଦୃଢ଼ ହେବାରେ ଲାଗିଛି।ନିଜକୁ ବଞ୍ଚାଇବା ସହିତ ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ଚାଲିଛି ଅହରହ ପ୍ରୟାସ। କରୋନା ହାରିବ ଓ ଏହି ଲଢେଇ ରେ ମଣିଷ ଜିତିବ। ଏହି ଲକ୍ଷ୍ୟରେ ଏବେ ସଂଗ୍ରାମ ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ରୁ ଆସିଛି ଏକ ହୃଦୟ ବିଦାରକ ଘଟଣା।

ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ରୁ ଆସିଥିବା ଏହି ଘଟଣାର ଭିଡିଓ ଦେଖିଲେ ଆପଣ ବି ଆପଣଙ୍କ ଲୁହ କୁ ଅଟକାଇ ପାରିବେ ନାହିଁ।ଏଠାରେ କରନାରେ ସଂକ୍ରମିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବାପାକୁ ପାଣି ଦେବା ପାଇଁ ଝିଅ ଚାହୁଁଥିବା ବେଳେ ମାଆ ତାକୁ ଅଟକାଉଛି।ଆଉ ଶେଷରେ ଝିଅ ବାପାଙ୍କୁ ପାଣି ଦେଇଛି ସତ କିନ୍ତୁ ବାପା ଙ୍କ ଦେହାନ୍ତ ହୋଇ ଯାଉଚି।ଏହାପରେ ଝିଅ ଏବଂ ମାଆ ଦୁଇଜଣଙ୍କ କାନ୍ଦ ବୋବାଳି ଦେଖିଲେ ଆପଣ ବି ଅଧର୍ଯ୍ୟ ହୋଇ ପଡିବେ। ଭଗବାନ ଙ୍କ ପାଖରେ ଏତିକି ପ୍ରାର୍ଥନା ଏମିତି ଦୁଃଖ କାହାକୁ ନ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।