ଦେଖନ୍ତୁ ଭିଡ଼ିଓ : କରୋନା ସମୟରେ ଏହି ଝିଅର ଭିଡ଼ିଓ ନିଆଁ ଭଳି ଭାଇରାଲ, ୬୦ ହଜାର ରୁ ଅଧିକ ଲୋକ ଦେଖି ସାରିଲେଣି

0

ସମଗ୍ର ବିଶ୍ୱରେ କୋରନାର କୋରାଳ ଛାୟା ଧୀରେ ଧୀରେ ବ୍ୟାପିବାରେ ଲାଗିଛି ଏବଂ ଏଥିରୁ କେବେ ମୁକ୍ତି ମିଳିବ ତାହା ମଧ୍ୟ ଜାଣାନାହିଁ । କୋରନା ସଂକ୍ରମଣ ଲୋକମାନଙ୍କ ମନରେ ଡର ସୃଷ୍ଟି କଲାଣି , ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ କୋରନା ରୋଗୀ ଆଗକୁ ଆସୁଛନ୍ତି । ଏହି ପରିସ୍ଥିତିରେ କୋରନା ଭାଇରସ କୌଣସି ବ୍ୟକ୍ତିଙ୍କ ଶରୀରେ ରହି ତାର ଫୁସଫୁସରେ ଇନଫେକ୍ସନ କରାଏ , ତେବେ ଏହା ବହୁତ ବଡ ଚିନ୍ତାର ବିଷୟ ହୋଇଥାଏ । ଯଦି ଆପଣ ପଜେଟିଭ ଅଛନ୍ତି ତେବେ ଆପଣ ସୁସ୍ଥ ମଧ୍ୟ ହୋଇପାରିବେ କିନ୍ତୁ ମନରେ ଇଚ୍ଛା ଶକ୍ତି ରହିବା ଆବଶ୍ୟକ ।

ସେମିତି ଦେଖିବାକୁ ଗଲେ ଯଦି ଆମେ ଇନ୍ଦୋର ସହରର ରୁଚି ଖଣ୍ଡେଲବାଲକୁ ଦେଖିବା , ତେବେ ଜାଣି ପାରିବା ଏହା କିଭଳି ଅଟେ ଏବଂ ଏଥିରୁ ଆମେ କିପରି ନିଜକୁ ସୁସ୍ଥ ରଖି ପାରିବା । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ , ରୁଚି କୋରନା ଭାଇରସରେ ସଂକ୍ରମିତ ଥିଲେ ଏବଂ ତାଙ୍କର 85 ପ୍ରତିଶତ ଇନଫେକ୍ସନ ଫୁସଫୁସରେ ବ୍ୟାପି ଯାଇଥିଲା । ଡକ୍ଟର ମାନେ ତାଙ୍କର ଶେଷ ନିଷ୍ପତ୍ତି ଶୁଣାଇଦେଇଥିଲେ କି ସେ ଆଉ ବଞ୍ଚିବେ ନାହିଁ । କିନ୍ତୁ ରୁଚି ହାର ମାନି ନଥିଲେ ଏବଂ ନିଜର ଇଚ୍ଛା ଶକ୍ତି ଓ ସାହସ ସହ ସେ ଲଢେଇ କରିଥିଲେ । ନିଜର ବିଶ୍ୱାସ ବଳରେ ସେ ଦୁଇ ଦିନ ମଧ୍ୟରେ ଏହି ଇନଫେକ୍ସନକୁ 85 ପ୍ରତିଶତରୁ 55 ପ୍ରତିଶତ କରି ପାରିଥିଲେ ।

ସେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି କି ଆମେମାନେ କୋରନା ସଂକ୍ରମଣରୁ କିପରି ସୁରକ୍ଷିତ ରହିବା ଏବଂ ଆମର ଅକ୍ସିଜେନ ଲେବୁଲକୁ ବଢାଇ ପାରିବା । ଇନ୍ଦୋର ର ଅରବିନ୍ଦ ହସ୍ପିଟାଲରେ ସେ ନିଜକୁ ଆଗକୁ ଆଣି କହିଛନ୍ତି କି ମନରେ ଇଚ୍ଛା ଶକ୍ତି ଥିଲେ ବେପାରି ଦୂରେଇଯାଏ । ବେମାରୀ ଆମ ଶରୀର ମଧ୍ୟରେ ଥିଲେ ମଧ୍ୟ , ଆମେ ମନରୁ ଏହାକୁ ବାହର କରି ଭାବିବା କି ଆମେ ଠିକ ଅଛୁ , ଆମର କୌଣସି ଅସୁବିଧା ହୋଇନାହିଁ । ଏହାର ବିପରୀତ ଯଦି ଆମେ ଭାବୁ ତେବେ ଆମେ କେବେହେଲେ ଠିକ ହୋଇପାରିବୁ ନାହିଁ ।

ଏହା ବ୍ୟତୀତ ସେ ପ୍ରୋନ ଭେଣ୍ଟିଲେସନ ବିଷୟରେ କହିଛନ୍ତି ଆମ ଶରୀରର ଫୁସଫୁସ ଆଗରେ ପତଳା ଥାଏ , ମାତ୍ର ପିଠିରେ ଏହାର ଆକାର ବଡ ଥାଏ । ଏହାର କାରଣ ଆଗରେ ଥିବା ଅଂଶ ଅଧିକ ସଂକ୍ରମଣ ହୋଇଥାଏ । ତେଣୁ ଆମକୁ ପେଟେଇକି ଶୋଇବା କଥା ଏହା ଦ୍ୱାରା ଆମର ପଛ ପଟର ଭାଗ କାମ କରେ ଏବଂ ଅକ୍ସିଜେନ ଶକ୍ତି ବୃଦ୍ଧି କରାଏ । ପଶୁ ମାନେ ମଧ୍ୟ ଏହି ପରି ଭାବରେ ଶୋଇଥାନ୍ତି , ତେଣୁ ତାଙ୍କୁ ଏହି ରୋଗ ହୋଇ ନଥାଏ । ପେଟ ଚିପି ହୋଇ ରହିବା ଦ୍ୱାରା ଏହା ମଳଦ୍ୱାର ଦେଇ ବାହାରିଯାଇଥାଏ । ଏହିପରି ଭାବରେ ସେ ନିଜ କୁ ଭଲ କରିପାରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।