ଦେଖନ୍ତୁ Live ମର୍ଡର ଭିଡ଼ିଓ : କୋର୍ଟ ବିଚାର ପତିଙ୍କୁ ଜାଣି ଶୁଣି ଅଟୋ ରିକ୍ସାରେ ଧକ୍କା ଦେଇ ମାରିଦେଲେ ଦୁର୍ବୁତ୍ତ…ଦେଖନ୍ତୁ ସମ୍ପୂର୍ଣ୍ଣ ଘଟଣା

0

ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନ୍ୟାୟ ଅନୀତି ଅତ୍ୟାଚାର ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ବନ୍ଧୁଗଣ ଆପଣ ମାନେ ଦେଖିଥିବେ, ଡ଼କାୟତି, ଚୋରି , ହତ୍ୟା, ବଳତ୍କାର ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ତେବେ ଆପରାଧି ଯେଉଁ ମାନେ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛନ୍ତି। ଏପରି ବେଳେ ବେଳେ ଦିନ ଦ୍ୱିପ୍ରହରରେ ହତ୍ୟା କରି ନିଭୟରେ ଅପରାଧ କରି ଚାଲିଛନ୍ତି, କାରଣ ସେମାନଙ୍କର ପୋଲିସ ପ୍ରଶାସନ ଉପରେ ଟିକିଏ ହେଲେ ଡର ନାହିଁ କି ଭୟ ନାହିଁ। ଧୀରେ ଧୀରେ ସମାଜରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି, ଲୋକଙ୍କ ମନ ମଧ୍ୟରେ ସାହାଯ୍ୟର ମନବୃତି କମିବାରେ ଲାଗିଛି। ପ୍ରତିଦିନ ଏଭଳି ଖବର ସୋସିଆଲ ମିଡିଆରେ ଏଭଳି ଖବର ଦେଖିବା ପାଇଁ ପାଇଥାଉ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ହୃଦୟ ବିଦାରକ ଖବର ଦେଖିବା ପାଇଁ ମିଳିଛି। ତେବେ ଘଟଣାଟି ହେଉଛି, ଜଣେ କୋର୍ଟ ଜଜଙ୍କୁ ଓଟ ଚଢାଇ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ବନ୍ଧୁଗଣ ଆପଣ ମାନେ ଘଟଣା ଟିକୁ ଯେତେ ଛୋଟ ଭାବୁଛନ୍ତି ପ୍ରକୃତରେ ତାହା ଅତ୍ୟନ୍ତ ଦୁଃଖଦ ଘଟଣା ଅଟେ। ମାରିବା ପଛରେ ବଡ଼ ବଡ଼ ଲୋକଙ୍କ ହାତ ଥିବାର ସୂଚନା ରହିଛି। ପୁରା ଘଟଣା ଜାଣିଲା ପରେ ହୋସ ଉଡିଯିବ, ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ଏଭଳି ଏକ ଘଟଣା ଝାରଖଣ୍ଡର ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ତେବେ ସୂଚନା ଅନୁସାରେ ଉତ୍କଳ ଆନନ୍ଦ ଜଜ ଜଗିଂ କରୁଥିଲେ। ସେ ତାଙ୍କ ବାସଭବନରୁ ପ୍ରାୟ 500 ମିଟର ଦୂରରେ ଏକ ଖାଲି ରାସ୍ତାରେ ଜଗିଂ କରୁଥିବା ସମୟରେ ଏକ ଓଟ ରିକ୍ସା ଆସି ଧକ୍କା ଦେଇଥିଲା। ଏହା ‘ଜାଣିଶୁଣି’ ଧକ୍କା ଦେଇଥିବା ସୁଚନା ମିଳିଛି। ଏବଂ ସେ ଘଟଣା ସ୍ଥଳରେ ଗୁରୁତର ଭାବରେ ଆହତ ହୋଇଥିଲେ। ପରେ ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା। ପୋଷ୍ଟ ମୋଟମ ପରେ ତାଙ୍କ ମର ଶରୀର ଘରେ ପହଞ୍ଚିଛି। ତେବେ ପ୍ରଥମେ ଏହା ଏକ ଦୃଘଟଣା ମାମଲା ବୋଲି କୁହାଯାଉଥିବା ବେଳେ। ପରେ ଏହି ଘଟଣାର ସିସିଟିଭି ଫୁଟେଜ୍ ଆସିବା ପରେ ହତ୍ୟା କରାଯାଇଛି ବୋଲି ଜଣା ଯାଇଥିଲା। ଏହା ପରେ ବର୍ତ୍ତମାନ ଏହି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହା ପରେ ପୋଲିସ ଓଟରିକ୍ସା ଡ୍ରାଇଭରଙ୍କୁ ଗିରଫ କରିଛି। ପୂର୍ବରୁ ଜିଲ୍ଲା ଜଜ କିଛି ଗ୍ୟାଙ୍ଗ ଷ୍ଟାରଙ୍କୁ କୋର୍ଟରେ ସଜା ଶୁଣାଇ ଥିବାର ସୂଚନା ମିଳିଛି। ତାଙ୍କ ଘର ଲୋକ ସନ୍ଦେହ କରୁଛନ୍ତି, ଯେ ତାଙ୍କୁ ମଡର କରାଯାଇଛି। ତେବେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି। ଯେଉଁ ସିସି ଟିଭି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଏହାକୁ ସହଜରେ ଲୋକେ ଗ୍ରହଣ କରି ପାରୁନାହାନ୍ତି। ତେଣୁ ପ୍ରଶାସନ ନିକଟରେ ଆମର ଏତିକି ପ୍ରାଥନା ଯିଏ ପ୍ରକୃତରେ ଦୋଷୀ ତାଙ୍କୁ ଖୁବ ଶୀଘ୍ର ଦଣ୍ଡ ଦିଆଯାବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।