ଦେଖନ୍ତୁ Shocking ଭିଡ଼ିଓ : କାଉଣ୍ଟରରୁ ପେଟେ ମଦ ପିଇ ଫୁଲ ମାତାଲ ହେଇ ବୁଲୁଛି ବିଲେଇ… ଭିଡିଓ ଦେଖିଲେ ଆପଣ ବିଶ୍ବାସ କରିବେ…

ବର୍ତ୍ତମାନ ଏମିତି ଏକ ଦୃଶ୍ୟ ଜୋର ରେ ଭାଇରଲ ହୋଇଛି ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ଯେଉଁଠାରେ ଗୋଟିଏ ବିଲେଇ ର ଦୃଶ୍ୟ ନଜର କୁ ଆସିଛି। ସେ ପଶୁ ହେଲେ ମଧ୍ୟ ମଦ୍ୟ ପାନ କରିଛି ତାହା ଏଠାରେ ନଜର କୁ ଆସିଛି। ଗୋଟିଏ ପଶୁ କିପରି ଏମିତି କରିଛି ତାହା ଜାଣିବାକୁ ମିଳି ନାହିଁ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଏହିଠାରେ ଭିନ୍ନ ଏକ ଘଟଣା ସମ୍ନାକୁ ଆସିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ ଏବଂ ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ମଧ୍ୟ ଭାଇରଲ ହୋଇଛି।

ଆଉ ଘଟଣା ଏମିତି ଜଣେ ପଶୁ ହେଲେ ମଧ୍ୟ ସେ ମଦ ପିଇଥିବା ନେଇ ଭିଡ଼ିଓ ନଜର କୁ ଆସିଛି।ଯାହା ଦେଖିବା ପରେ ସମସ୍ତ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି। ତେବେ ଘଟଣା ଟିରେ ଗୋଟିଏ ବିଲେଇ ଏମିତି କିଛି ତାର କାରନାମା ସୋସିଆଲ ମିଡ଼ିଆରେ ଦେଖାଇଛି ଆଉ ସମସ୍ତେଙ୍କୁ ମଧ୍ୟ ମନୋରଞ୍ଜନ ମଧ୍ୟ ଦେଇଛି। ସେହି ବିଲେଇକୁ ବୋଧ ହୁଏ କେହି ଦେଇଥିବେ ପିଇବା ନେଇ।

ଆଉ ଏହିଠାରେ ଏକ ବିଲେଇ ଟି ଢଳି ଢଳି ଆସିଥିବାର ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ନଜର ରେ ଆସିଛି। ଏହାରି ଭିତରେ ବିଲେଇ ର ଏମିତି ଚାଲି ଦେଖି ମଦ ପିଇଥିବା ନେଇ ସମସ୍ତ ଭାବୁଛନ୍ତି କାରଣ ସେହି ସ୍ଥାନରେ ଏକ ମଦ କାଉଣ୍ଟର ମଧ୍ୟ ରହିଛି। ସେହିଠାରେ ବୋଧ ହୁଏ କେହି ମଦ ପିଇବାକୁ ଦେଇଥାଇ ପରେ ନହେଲେ କେଉଁଠି ରହିଥିବ ମଦ ବିଲେଇ ଟି ଜାଣି ନ ପାରି ପିଇ ଦେଇଥିବ। ଆଉ ଏହି ବିଲେଇ ଟି ଏମିତି କରିଛି ସତେ ଯେପରି ଜଣେ ମଦୁଆ ମଦ ପିଇବା ପରେ ଯେପରି ଚାଲି ଥାଏ ଠିକ ସେହିପରି। ଆଉ ଏବେ ଘଟଣା ରେ ସେହି ବିଲେଇ ର ପାଦ ଗୋଟିଏ ସ୍ଥାନରେ ଆଉ ଏକ ପାଦ ଆଉ ଏକ ସ୍ଥାନରେ ପଡ଼ିଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଯାହା ଦେଖିବା ପରେ ସମସ୍ତେ ଚମକି ପଡିଛନ୍ତି।

ଆଉ ଏହି ଘଟଣା ଟିରେ ପଶୁ ମଧ୍ୟ ମଦ ପିଇଛି ଜାଣିବାକୁ ମିଳିଛି ଯାହା ସମସ୍ତ ଙ୍କ ସାମ୍ନାରେ ଜଣା ପଡ଼ିଛି। ଏହିଠାରେ ବିଲେଇ ର ଏମିତି ଅବସ୍ଥା ହୋଇ ପଡିଛି ଆଉ ବିଲେଇ ଚାଲି ମଧ୍ୟ ପାରୁ ନାହିଁ। ଏଥି ପାଇଁ ତାକୁ ମଧ୍ୟ କଷ୍ଟ କରି ଚାଲିବକୁ ପଡୁଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏହିଠାରେ ତାର ଦେହ ଆଉ ନିଜ ନିୟନ୍ତ୍ରଣ ରେ ରହି ନାହିଁ କାରଣ ସେ ପୁରା ନିଶାରେ ରହିଛି। ତାକୁ କେହି ଏମିତି ଦେଇ ଥାଆନ୍ତି କିମ୍ବା ନିଜେ ପିଇଛି ହୋଇପାରେ ତାହା ଦେହ ପାଇଁ ଭଲ କି ଖରାପ ତାହା ଜଣା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment