କ୍ରାଇମବ୍ରାଞ୍ଚ ଟିମ କୁ ଦେଖି ହାତ ଯୋଡି ନ୍ୟାୟ ମାଗି କାନ୍ଦି ପକେଇଲା ACF ସୌମ୍ୟରଞ୍ଜନଙ୍କ ମାଆ, ଆଉ କହିଲେ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନ କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି| ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ACF ସୌମ୍ୟରଞ୍ଜନଙ୍କ ମୃତ୍ୟ ଘଟଣାକୁ ନେଇ, କ୍ରାଇମବ୍ରାଞ୍ଚ ଟିମ ତାଙ୍କ ଘରକୁ କିଛି ତଥ୍ୟ ଜାଣିବା ପାଇଁ ଯାଇଥିଲେ, ସେମାନଙ୍କୁ ଦେଖି ସୌମ୍ୟଙ୍କ ମାଆ କାନ୍ଦି ପକାଇଛନ୍ତି ବୋଲି ସୂଚନା ମିଳିଛି। ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଜନକ ହୋଇ ଥିବାରୁ, ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜଣକ ପରେ ଜଣକୁ ଜେରା କରି ଚାଲିଛି ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଟିମ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ କିଛି ନୂଆ ତଥ୍ୟ ବିଷୟରେ ଜାଣିବା ପାଇଁ ତାଙ୍କ ଘରକୁ ଆସିଛନ୍ତି।

ତେବେ କ୍ରାଇମବ୍ରାଞ୍ଚ ଟିମକୁ ଦେଖି ତାଙ୍କ ମାଆ ବହୁତ ଜୋରରେ କାନ୍ଦି ପକାଇଛନ୍ତି। କ୍ରାଇମବ୍ରାଞ୍ଚ ଟିମଙ୍କ କହିବା ଅନୁଯାୟୀ, ଯିଏ ତାଙ୍କ ମୃତ୍ୟୁ ଘଟଣାରେ ଅଭିଯୋଗ ଦେଇଥିଲେ ଓ ଏଥି ସହ ତାଙ୍କ ପରିବାର ଲୋକ ମାନଙ୍କୁ ମଧ୍ୟ ଜେରା କରା ଯିବ ବୋଲି କହିଛନ୍ତି। ଯଥା ଶୀଘ୍ର ଅଭିଯୁକ୍ତଙ୍କୁ ଧରି ଉଚିତ ଦଣ୍ଡ ଦିଆ ଯିବା ସହିତ ତାଙ୍କ ପୁଅକୁ ନ୍ୟାୟ ଦିଆ ଯାଉ ବୋଲି ତାଙ୍କ ପରିବାର ଲୋକ ମାନେ ଅନୁରୋଧ କରିଛନ୍ତି। ସାରା ଓଡିଶା ବାସୀ ମଧ୍ୟ ତାଙ୍କ ମୃତ୍ୟୁର କେବେ ପର୍ଦା ଫାସ ହେବ ଚାହିଁ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।