ଆମର ଦରମା 30,000 ଥିଲା ,ତିନି ବର୍ଷରେ ଆମେ 10ଲକ୍ଷ ଟଙ୍କା ଘରକୁ ପଠେଇଛୁ… ଏ ନେଇ କଣ କହୁଛନ୍ତି ଏହି ଝିଅ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିଲେ | ତେବେ ଆମେ ଜାଣିଛି କି ଅନେକ ସମୟରେ କିଛି ନୂଆ ନୂଆ କଥା ଆମେ ଶିଖିଥାଉ ଆଉ ଜାଣିବାକୁ ମଧ୍ୟ ପାଇଥାଉ ଏହି ସୋସିଆଲ ମିଡ଼ିଆ ଜରିଆରେ | ତେବେ ସେମିତି ଏକ କଥା ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି, ଆଉ ଯେଉଁଠି ଝିଅ ମାନେ ବିଦେଶରେ ଯାଇ ଟଙ୍କା ରୋଜଗାର ରେ ଲାଗି ପଡିଛନ୍ତି | ଆଉ ସେଠାରେ ସେମାନେ ମାସକୁ 30 ହଜାର ରୁ ଅଧିକ ଟଙ୍କା ରୋଜଗାର କରିବା କଥା କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଠାରେ ଦେଖିବାକୁ ମିଳିଛି କି ଝିଅ ମାନଙ୍କୁ ଟ୍ରେନିଂ ଦେବା ସହିତ କାର୍ଯ୍ୟ କ୍ଷମ କରାଇ ସେମାନଙ୍କୁ ଚାକିରୀ ଦେଇ ବିଦେଶରେ ରୋଜକାର ପାଇଁ ମଧ୍ୟ ପଠେଇ ଦିଆ ଯାଉଛି | ଆଉ ସେଠାରେ ଖାଇବା ଓ ରହିବା ସହିତ ଭଲ ଟଙ୍କା ମଧ୍ୟ କିଛି ରୋଜଗାର କରି ପାରୁଛନ୍ତି ଝିଅ ମାନେ | ତେବେ ଯାହା କହିଛନ୍ତି କି ଗାର୍ମେଣ୍ଟ ମାସ୍କ ଆଇଡ଼ିଏଲ ରେ ସେମାନେ ପ୍ରଥମେ ସିଲେଇ କାମ କରିବାକୁ ଲାଗିଥିଲେ ଝିଅ ମାନେ | ଆଉ ତାହା ପରେ ଝିଅ ମାନଙ୍କୁ ଟ୍ରେନିଂ ପାଇଁ ତ୍ରିପୁରା ପଠା ଯାଇଥିଲା ଓ ସେଠାରେ ସେମାନେ ଟ୍ରେନିଂ ନେବା ପରେ ସେମାନଙ୍କର ଈଂଟ୍ରଭିଉ ମଧ୍ୟ ନିଆ ଯାଇଥିଲା

ଆଉ ଯାହା ଫଳରେ ସେମାନେ ସେଥିରେ ପାସ ହେବା ପରେ ଯୋଡାନ କୁ ଯାଇଥିଲେ ଆଉ ସେଠାରେ କାମ କରି ମାସକୁ 30 ହଜାର ସହିତ 3 ବର୍ଷ କାମ କରି 10 ଲକ୍ଷ ରୁ ଅଧିକ ଟଙ୍କା କମେଇବା କଥା ମଧ୍ୟ କହିଛନ୍ତି | ତେବେ ଝିଅ ଜଣଙ୍କ ଏହି କାମ କୁ ନେଇକି କହିଛନ୍ତି କି DDD ଜକୟ ଅର ମାସ୍କ କମ୍ପାନୀରେ କାମ କରି ସେମାନେ ଭଲ ରୋଜଗାର କରି ପାରୁଛନ୍ତି, ଆଉ ତାହା କେବଳ ସମ୍ଭବ ହୋଇଛି ପ୍ରଫୁଲ ସାର ଙ୍କ ଯୋଗୁ ବୋଲି କହିଛନ୍ତି |

ଆଉ ତାହା ବ୍ୟତୀତ ସେ କ୍ଲସିକ ଫେସନ ରେ କାମ କରିକି ବହୁତ ଟଙ୍କା ରୋଜଗାର ମଧ୍ୟ କରି ପାରୁଛନ୍ତି ବୋଲି ମଧ୍ୟ କହିଛନ୍ତି | ତେବେ ଯାହା କହିଛନ୍ତି କି ଟ୍ରେନିଂ ପରେ ସେମାନେ ଏବେ ଚାହିଁଲେ ବିଦେଶ ରେ ରହିକି କାମ. କରି ପାରିବେ ଓ ଭଲ ଟଙ୍କା ମଧ୍ୟ ରୋଜଗାର କରି ପାରିବେ | ତାହା ବ୍ୟତୀତ ସେମାନଙ୍କୁ ସୁପୋରଭାଇଜର ଓ କିଉସୀ ପୋଷ୍ଟ ରେ ଚାକିରୀ ଦେବା କଥା ମଧ୍ୟ ପ୍ରକାଶ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment