କଟକ ଫେରିଲା ମିତାଲି ଓ ଚନ୍ଦନଙ୍କ ମର ଶରୀର… କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ…. ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବେଳେ ବେଳେ ଏପରି କିଛି ଘଟଣା ଘଟିଥାଏ ଯାହା ପାଇଁ ଆମେ ଅନେକ ସମୟରେ ମର୍ମାହତ ହେଇଯାଇଥାଉ ସେଭଳି ଦୃଶ୍ୟ କୁ ଦେଖିଲେ | ଆଉ ଦୁଃଖରେ ଆମର ଛାତି ଥରି ଉଠିଥାଏ | ତେବେ ସେହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲରେ ଆଉ ଯେଉଁଠି ଏକ ସାଙ୍ଗରେ ଚାଲି ଯାଇଛି ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣଙ୍କର ଜୀବନ | ଆଉ ଘର ସାମ୍ନା ରେ ପଡିରହିଛି ଶବ, କିନ୍ତୁ କାନ୍ଦ ଆଉ ବୋବାଳିରେ ଫାଟି ପଡୁଛି ସାରା ଘର | ଆଉ ସେପରେ ମୃତକ ଙ୍କର ବାପା ମା ପୁଅ ଆଉ ବୋହୂ ଙ୍କୁ ହରେଇବା ଦୁଃଖରେ ଭାଙ୍ଗି ପଡିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ କୁହାଯାଏ ସ୍ୱାମୀ ଆଉ ସ୍ତ୍ରୀ ଙ୍କର ମଧୁର ସମ୍ପର୍କ ଠାରୁ ବଡ଼ ଆଉ କେହି ସମ୍ପର୍କ ନ ଥାଏ | ସେଥିପାଇଁ ତ ସ୍ୱାମୀ ଓ ସ୍ତ୍ରୀ ହାତ କୁ ହାତ ଛନ୍ଦି ସାତ ଜଣମକୁ ସାକ୍ଷୀ ରଖି ସାତ କଲସ ଆଉ ଆଠ ଦୀପକୁ ସାକ୍ଷୀ ରଖି ବିବାହ କରିଥାନ୍ତି | ଆଉ ଜୀବନ ର ଚଲା ପଥରେ ଦୁଇଜଣ ଦୁଇ ଜଣଙ୍କର ସାହାରା ମଧ୍ୟ ହୋଇଥାନ୍ତି | ଆଉ ସୁଖରେ ଦୁଃଖରେ ସବୁ ପରିସ୍ଥିତି ରେ ସାଥ ଦେବେ ବୋଲି ଶପଥ ନେଇଥାନ୍ତି | ବୋଧେ ସେହି ସପନ ସେମାନେ ପୁରା କରିଛନ୍ତି ଆଉ ଯେଉଁଥିପାଇଁ ସ୍ୱାମୀ ଆଉ ସ୍ତ୍ରୀ ଦୁଇଜଣ ଏକା ସାଙ୍ଗରେ ହରେଇଛନ୍ତି ତାଙ୍କର ଜୀବନ |

ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲାରେ | ଆଉ ଯେଉଁଠି ଦ୍ୱଖିବାକୁ ମିଳିଥିଲା କି ଦୁଇ ଜଣ ଦୁଇଜଣ କୁ ପସନ୍ଦ କରୁଥିଲେ ଆଉ ଶେଷରେ ବିବାହ ମଧ୍ୟ କରିଥିଲେ | ଆଉ ବିବାହ କୁ କିଛି ଦିନ ନ ଯାଉନୁ ଚାଲିଗଲା ସ୍ୱାମୀ ଆଉ ସ୍ତ୍ରୀ ଙ୍କର ଜୀବନ| ଆଉ ସ୍ୱାମୀ ଚନ୍ଦନ ଙ୍କ ସହିତ ଚାଲିଗଲା ସାତ ଜନ୍ମକୁ ସାକ୍ଷୀ ରଖିଥିବା ଆଉ ସୁଖରେ ଦୁଃଖରେ ସବୁ ପରିସ୍ଥିତି ରେ ତାଙ୍କୁ ସାଥ ଦେବାକୁ ଶପଥ କରିଥିବା ମିତାଲି ଙ୍କ ର ଜୀବନ | ଆଉ ସେହି ଘଟଣା କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କର ବାପା ମା |

ଆଉ ଯାହା ଦେଖା ଯାଉଛି କି ପୁଅ ଆଉ ବୋହୂ ଙ୍କର ମୃତ୍ୟୁ ଦେହ ଘରକୁ ଆସିବା ପରେ ସାରା ଗାଁ ରେ ପଡି ଯାଇଛି କାନ୍ଦ ଆଉ ବୋବାଳି | ଆଉ ଦୁଇଜଣ ଙ୍କର ଏଭଳି ଭାବରେ ମୃତ୍ୟୁ କୁ ଯିଏ ବି ଦେଖୁଛି ତାର ଆଖିରୁ ଲୁହ ଜୋକେଇ ହେଇକି ଆସୁଛି | ଆଉ ଯେଉଁ ଦୁଃଖଦ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment