Dhanteras 2022 | ଧନତେରସ ଦିନ ଘରକୁ କେଉଁ ଜିନିଷ ଆଣିଲେ ଶୁଭ ଏବଂ କେଉଁ ଜିନିଷ ଆଣିଲେ ଅଶୁଭ

ହଁ ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛୁ କି ଧନତେରସ ହେଉଛି ପର୍ବ ର ମାସ ତେଣୁ ଏହି ଦୀପାବଳି ଥିବାରୁ ଆମେ ଏହି 5 ଟି ଦିନ କୁ ବହୁତ ଭଲ ଭାବରେ ମାନିଥାଉ | ତେବେ ଏହି 5 ଦିନ ଭିତରୁ ଭିତରୁ ଆମେ ଏହି ଧନତେରସ ଦିନ ଟିକୁ ଟିକେ ଅଧିକ ମାନିଥାଉ | କୁହାଯାଏ ଯେ ଏହି ଧନତେରସ ଦିନ କିଛି ଜିନିଷ କିଣିଲେ ଘର ର ମଙ୍ଗଳ ହେବା ସହିତ ଘର ଉପରେ ମା ଲଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ | କୁହାଯାଏ ଯେ ଏହି ଦିନ ରେ ସୁନା,ଚାନ୍ଧି, ଆଦି ଜିନିଷ କିଣିଲେ ଘର ଶୁଭ ହେବା ସହିତ ନିଜର ମଧ୍ୟ ଅଧିକ ଲାଭ ହେଇଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ କେଉଁ ଜିନିଷ ମାନ ଏହି ଧନତେରସ ରେ କିଣିବା ଦ୍ୱାରା ଆମର ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ଆମ ଉପରେ ସଦା ସର୍ବଦା ରହିଥାଏ | ତାହେଲେ ମା ଙ୍କର କୃପା ପାଇବା ପାଇଁ ହେଲେ ଏହି ଦିନ ରେ କଣ ସବୁ ଜିନିଷ ଘରକୁ ଆଣିବା ଅବଶ୍ୟକ ଆସନ୍ତୁ ଜାଣିବା |

ତେବେ ଦର୍ଶକ ବନ୍ଧୁ ଆମ ଜାଣିବାରେ ଏହି ପର୍ବ ପାର୍ବଣ ଦିନ ମାନଙ୍କ ମଧ୍ୟରେ ଆମେ ଯେଉଁ ଦିନ ଗୁଡିକୁ ଅଧିକ ମାନିଥାଉ ତାହା ହେଇଚି ଦୀପାବଳି ପୂର୍ବରୁ 5 ଦିନ | ତେବେ ଏହି 5 ଦିନ ମଧ୍ୟରୁ ଧନତେରସ କୁ ଆମେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଦିନ ଭାବେ ମାନିଥାଉ | କାରଣ ଏହି ଦିନ କିଛି କିଣିଲେ ତାହାର ଭଲ ପ୍ରଭାବ ଆମ ଘର ଉପରେ ପଡିଥାଏ ବୋଲି କୁହାଯାଏ | ଦର୍ଶକ ବନ୍ଧୁ ଧନତେରସ ଠୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ବହୁତ ଲୋକ କିଛି ନା କିଛି କିଣି ଥାନ୍ତି | ତେବେ ପରମ୍ପରା ଅନୁଯାୟୀ ଧନତେରସ ଦିନ ସୁନା କିଣିବା ଶୁଭ ବୋଲି ମନା ଯାଏ | ତେବେ ଏହି ପରମ୍ପରା ବହୁତ ପୁରାତନ କାଳ ରୁ ରହିଆସିଛି ବୋଲି କୁହାଯାଏ |

(1) ଯଦି ଆପଣ ଧନତେରସ ଦିନ କୋଇଁଛର ମୋଦି ରୁପା ରେ ତିଆରି କରି ଆପଣଙ୍କର ଅନାମିକା ଆଙ୍ଗୁଠି ରେ ପିନ୍ଧିବେ ତାହାଲେ ମା ଲଷ୍ମୀ ଙ୍କର କୃପା ଆପଣଙ୍କ ଉପରେ ରହିବ |

(2) ଧନତେରସ ଦିନ ଯଦି ଆପଣ ଭଗବାନ ଗଣେଶ ବା ମା ଲଷ୍ମୀ ଙ୍କ ଫୋଟୋ କିମ୍ବା ମୃତ୍ତି ଘରକୁ ଆଣନ୍ତୁ ଆପଣଙ୍କ ଘରେ ଉନ୍ନତି ହେବା ସହିତ ଘରେ ଶୁଭ ଫଳ ମିଳିବ |

(3) ଧନତେରସ ଦିନ ଯଦି ଆପଣ ମୟୂର ପଙ୍ଖ ଆଣି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ରେ ଲଗାଇବେ ତାହାଲେ ଆପଣଙ୍କୁ ଅନେକ ଶୁଭ ଫଳ ମିଳିବ |

(4) ଧନତେରସ ଦିନ ଯଦି ଆପଣ ଘରକୁ ଶଙ୍ଖ ଆଣୁଛନ୍ତି ତାହାଲେ ଆପଣଙ୍କ ଘରେ ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ବନି ରହିବ |

(5) ଧନତେରସ ଦିନ ଯଦି ଆପଣ ମା ଲଷ୍ମୀଙ୍କ ଚରଣ ପାଦୁକା ଆଣି ପୂଜା ସ୍ଥାନରେ ରଖିବେ ଦେଖିବେ ଆପଣଙ୍କ ଘରେ କେବେ ଧନର ଅଭାବ ଦେଖା ଦେବ ନାହିଁ |

ଧନତେରସ ଦିନ ମା ଲଷ୍ମୀଙ୍କୁ ପ୍ରଶ୍ନନ କରିବା ପାଇଁ ପଦ୍ମ ଫୁଲ ନେଇଆସନ୍ତୁ ଓ ସେହି ଫୁଲ କୁ ମା ଲଷ୍ମୀ ଙ୍କୁ ପ୍ରଦାନ କରନ୍ତୁ | ଏହା ଛଡା ଏହି ଧନତେରସ ରେ ଆପଣ ଧନିଆ, ସାତ ଟି ଘଡ଼ା ଦୌଡୁ ଥିବା ଫୋଟୋ,କୌଡି, ଝାଡୁ ଆଦି କିଣିଲେ ମଧ୍ୟ ଆପଣଙ୍କ ଶୁଭ ଫଳ ମିଳିଥାଏ |ଏହି ଭଳି ଭାବରେ ଆମେ ଲକ୍ଷ୍ମୀ ଙ୍କୁ ଆମ ଘରକୁ ଆଣି ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment