ହଁ ଦର୍ଶକ ବନ୍ଧୁ ଆମର ଏହି ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯୋଉ ମାନଙ୍କର କଥା ଭଗବାନ ଶୁଣନ୍ତି ନାହିଁ, କାରଣ ସେମାନେ କର୍ମ ହି ଏମିତି କରିଥାନ୍ତି ଯାହା ଯୋଗୁଁ ଭଗବାନ ତାଙ୍କର କୃପା ଦୃଷ୍ଟି କେବେବି ପକାଇ ନଥାନ୍ତି |ତେବେ ଆଜି ଆସନ୍ତୁ ଆମେ ଜାଣିବା କେଉଁ କେଉଁ କାମ ଆମେ କରିବା ଯୋଗୁଁ ଭଗବାନ ଆମ ଉପରେ ରାଗିଯାଇଥାନ୍ତି ଓ କେଉଁ ସମୟରେ ଆମର ଭଲ ସମୟ ଆସିଥାଏ, ତାହାର ଲକ୍ଷଣ ଗୁଡିକ କଣ |
(1) ଘରର ଧ୍ୟାନ ନ ରଖୁଥିବା ବ୍ୟକ୍ତି :-
ଯେଉଁ ମହିଳା ବା ପୁରୁଷ ଘରର ଧ୍ୟାନ ରଖନ୍ତି ନାହିଁ ସେଇ ବ୍ୟକ୍ତି ଙ୍କ ର ଡାକ ଭଗବାନ କେବେ ଶୁଣନ୍ତି ନାହିଁ କି ତାଙ୍କୁ କୌଣସି ମୁହୂର୍ତ୍ତ ରେ ସାହାଯ୍ୟ ବି କରନ୍ତି ନାହିଁ | ଯେଉଁ ବ୍ୟକ୍ତି ଘରର କିଛି କଥା ବୁଝି ନଥାଏ ସେ ବ୍ୟକ୍ତି ର କୌଣସି ଟଙ୍କା ପଇସା ର ଆବଶ୍ୟକ ନଥାଏ ଓ ଘରର କଣ ହେଲା ନାହିଁ ତାକୁ କିଛି ଫରକ ପୋଡି ନଥାଏ | ସେଥିପାଇଁ ସେ ବ୍ୟକ୍ତି ର ଦରିଦ୍ର ର କାରଣ ହେଇଥାଏ |
(2) ରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ଭିତରେ ଝଗଡା ଲାଗିବା :-
ଯେଉଁ ମହିଳା ବା ପୁରୁଷ ସ୍ୱାମୀ ଭିତରେ ଝଗଡା କରିଥାନ୍ତି ସେ ବ୍ୟକ୍ତି ଙ୍କ ର ଡାକ କେବେ ଭଗବାନ ଶୁଣନ୍ତି ନାହିଁ କି ଭଗବାନ ତାହାର ଘରେ ବାସ କରନ୍ତି ନାହିଁ |
(3)କର୍ମହୀନ ବ୍ୟକ୍ତି :-
ଯେଉଁ ବ୍ୟକ୍ତି କିଛି କାଯ୍ୟ କରେ ନାହିଁ ସେ ବ୍ୟକ୍ତି ଙ୍କୁ କର୍ମ ହୀନ ବ୍ୟକ୍ତି କୁହା ଯାଏ | ଯାହା ଫଳରେ ସେ ବ୍ୟକ୍ତି ଏ ଜୀବନ ରେ କଣ ଆଗାମୀ ଜନ୍ମ ରେ ବି ସେ ତାର କର୍ମ ହୀନତା ପାଇଁ ସେ ଗରିବ ଙ୍କ ଘରେ ଜନ୍ମ ନେଇଥାନ୍ତି ଓ ଯେଉଁ ବ୍ୟକ୍ତି ଭଲ କର୍ମ କରିଥାନ୍ତି ସେ ବ୍ୟକ୍ତି ଆର ଜନ୍ମ ରେ ଭଲ ଘରେ ଜନ୍ମ ନେଇ ଭଲ ରେ ଜୀବନ ଜାପାନ କରିଥାନ୍ତି |
(4) ରେ ବାପା ମା ଙ୍କୁ ସାଧାରଣ ଭାବିବା ଯେଉଁ ବ୍ୟକ୍ତି ମା ବାପା ଙ୍କୁ ସାମାନ୍ୟ ଭାବିଥାନ୍ତି ସେ ବ୍ୟକ୍ତି କେବେ ଭଗବାନ ଙ୍କର ଆଶୀର୍ବାଦ ପାତ୍ର ହେଇପାରନ୍ତି ଯେମିତି କି ବାପା ମା ଙ୍କୁ ଅତ୍ୟାଚାର କରିନ୍ତି |ଭଗବାନ ସେମାନଙ୍କ ଉପରେ ଅସନ୍ତୁଷ୍ଟ ହୁଅନ୍ତି |
(5) ରେ ମହିଳା ମାନଙ୍କ ଉପରେ ଅତ୍ୟାଚାର କରିବା :- ଶାସ୍ତ୍ର କହେ ଯେଉଁ ବ୍ୟକ୍ତି ମହିଳା ଙ୍କ ଉପରେ ଅତ୍ୟାଚାର କରେ ସେ ବ୍ୟକ୍ତି ଙ୍କୁ କେବେ ଭଗବାନ କ୍ଷମା କରନ୍ତ ନାହିଁ କାରଣ ମହିଳା ଙ୍କ ଅତ୍ୟାଚାର ମାନେ ପୁରା ସୃଷ୍ଟି ଆପମାନ ବୋଲି କୁହାଯାଏ |
ଏବେ ଆସନ୍ତୁ ଜାଣିବା ଭଲ ସମୟ ଆସିବା ର ଲକ୍ଷଣ :-
(1) ଯଦି ଆପଣ ସକାଳୁ ନିନ୍ଦ ରୁ ଉଠିଲେ ଆପଣଙ୍କୁ କିଛି ଭଲ ଅନୁଭବ ହୁଏ ତାହାଲେ ଆପଣ ବୁଝିନେବେ ସେଇ ଦିନ ଆପଣଙ୍କ ର ସବୁ ସମସ୍ୟା ର ସମାଧାନ ହେଇଯିବ
(2) ଯଦି ବିନା କାରଣରୁ ଆପଣଙ୍କ ଘରେ ଆପଣଙ୍କୁ ପଇସା ମିଳିଥାଏ ତାହେଲେ ସେଇ ଦିନ ଆପଣଙ୍କର ବହୁତ ଭଲ ରେ କୋଟିବା ସହିତ ଅତି ପୁରୁଣା ସମସ୍ୟା ର ସମାଧାନ ମଧ୍ୟ ହେଇଯିବ |
(3) ଯଦି ଆପଣ ଘରୁ ବାହାରିବା ସମୟରେ ଯଦି କୌଣସି ପାତ୍ର ରେ ପାଣି ଭର୍ତ୍ତି ଥିବାର ଦେଖିବେ ତାହାଲେ ସେ ଦିନ ଆପଣଙ୍କ ବହୁତ ଶୁଭ ହେବ ବୋଲି ଜାଣି ନିୟନ୍ତୁ |
(4) ଯଦି ଆପଣଙ୍କ ଘରେ ବିଲେଇ ଛୁଆ ଦେଇଥିବାର ଦେଖା ଯାଏ ତାହାଲେ ସେ ଦିନ ଟି ଆପଣଙ୍କ ଘରେ ବହୁତ ଭଲ ମହାଲ ହେବ ଜାଣ |
(5) ଘରୁ ବାହାରିଲା ବେଳେ ଯଦି ଆପଣ ଛୋଟ ପିଲା ର ହସ ହସ ମୁହଁ ଦେଖିକି ଯିବେ ତାହାଲେ ଆପଣଙ୍କ ନ ହେବା କାର୍ଯ୍ୟ ହେଇଯିବ ବୋଲି ଜାଣ |
ତେଣୁ ଏହା ମାନି ଚଳିଲେ ଭଲ ହୋଇଥାଏ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।