ଡାକ୍ତରାଣୀ Emergency ଡ୍ୟୁଟି ସାରି ଘରକୁ ଫେରିଲେ, ବାଜିଲା କଲିଂ ଵେଲ୍..ତାପରେ ଯାହା ଶୁଣିଲେ, ଉଡ଼ିଗଲା ତାଙ୍କ ହୋସ

ଦର୍ଶକ ବନ୍ଧୁ ଏମିତି ଏକ ଘଟଣା ଯାହା ଆପଣଙ୍କ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ | ତେବେ ଏମିତି ଏକ ଘଟଣା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବା ପରେ ଏବେ ଚାରି ଆଡେ ଶୋକର ଛାୟା ଖେଳିଯାଇଛି | ହଁ ଆଜ୍ଞା ମୃତ୍ୟୁ ଯେ ଏମିତି ଆସେ ତାହା ହୁଏ ତୋ ଏହି ଘଟଣା ରୁ ଆପଣ ମାନେ ଜାଣିପାରିବେ | ତେବେ ଘଟଣା ଟି ଏମିତି ଥିଲା ଯେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ଆହତଙ୍କୁ ଚିକିତ୍ସା କଲେ ଡାକ୍ତରରାଣୀ | ହେଲେ ଆହତ କିନ୍ତୁ ବଞ୍ଚି ପାରିନଥିଲେ | ଡ୍ୟୁଟି ସାରି ଡାକ୍ତରରାଣୀ ତାଙ୍କ ଘରକୁ ଫେରିଥିଲେ | ହଠାତ ବାଜି ଥିଲା ତାଙ୍କ ଘର ର କଲିଂ ବେଲ,ଡାକ୍ତରରାଣୀ କବାଟ ଖୋଲି ଦେଖିଲେ ବାହାରେ କିଛି ପୋଲିସ ଅଫିସର | ଆଉ ଯାହା ଜଣା ପଡିଥିଲା ଡାକ୍ତର ଚିକିତ୍ସା କରିଥିବା ରୋଗୀ ଜଣଙ୍କ ହେଉଛନ୍ତି ଡାକ୍ତର ଙ୍କ ଝିଅ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |


ତେବେ ସୂଚନା ଅନୁସାରେ ଜଣା ପଡିଛି କି ଜଣେ ରୋଗୀ ଙ୍କୁ ଚିକିତ୍ସା କରୁଥିଲେ ଡାକ୍ତରାଣୀ ଜଣଙ୍କ | ଆଉ କିଛି ସମୟ ପରେ ପୋଲିସ ଅଫିସର ମାନେ କହିଲେ ଯାହାକୁ ଚିକିତ୍ସା କରି ଆସିଲେ ସେ ମୃତକ ଜଣଙ୍କ ହେଉଛନ୍ତି ଆପଣଙ୍କ ଝିଅ | ଏହି କଥା ଶୁଣି ଡାକ୍ତରରାଣୀ ଙ୍କ ହସ ଉଡ଼ିଗଲା,କାରଣ ସେ ଚିକିତ୍ସା କରିଥିବା ଆହତ ଙ୍କ ମୁହଁ ସଡ଼କ ଦୁର୍ଘଟଣା ରେ କ୍ଷତବିକ୍ଷତ ହେଇଯାଇଥିଲା ଯାହା ଫଳରେ ସେ ନିଜ ଝିଅ ଚି଼ହ୍ନ ପାରିନଥିଲେ ଏହି ଡାକ୍ତରରାଣୀ ଜଣକ | ଯେତେବେଳେ ସେ ଏ ଘଟଣା ବିଷୟ ରେ ଅବଗତ ହେଲେ ସେତେବେଳେ ସେ ପୁରା ସ୍ତବ୍ଧ ହେଇଯାଇଥିଲେ | ତେବେ ଏପରି ଏକ ଅଭାବନୀୟ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି କାନାଡ଼ା ଅଞ୍ଚଳ ର |


ଆଉ ଯାହା ଜଣା ପଡିଥିଲା କି ଗତ ନଭେମ୍ବର 15 ତାରିଖ ଦିନ ଆଲବଡା ରାଜପଥରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ଜେମି ଏରିକ ସନ ଦେଖିଥିଲେ ଯେ ଜଣେ କିଶୋରୀ ଗଭୀର ଆହତ ହେଇଛନ୍ତି | ଏବଂ କ୍ଷତବି କ୍ଷତ ହେଇ ତାଙ୍କର ଅବସ୍ଥା ଏମିତି ହେଇଥିଲା ଯେ ତାଙ୍କୁ ଚିହିଁବା ବହୁତ କଷ୍ଟକର ହେଇପଡ଼ିଥିଲା |ଆଉ ଯାହା କୁହାଯାଉଛି କି ରାସ୍ତା ମଝିରେ ଏକ ଟ୍ରକ ସହିତ ମୁହାଁ ମୁହିଁ ଧୋକା ହେଇ ନଷ୍ଟ ହେଇଯାଇଥିବା କାର ରୁ ଝିଅ ଟିକୁ ବାହାର କରିବା ପାଇଁ ଏରିକସନ ଙ୍କୁ ପ୍ରାୟ ତ ଅଧା ଘଣ୍ଟା ଲାଗିଥିଲା | ତେବେ ଏୟାର ଆମ୍ବୁଲାନ୍ସ ଯୋଗେ ଝିଅଟିକୁ ଯେତେବେଳେ ପାଖ ଡାକ୍ତରଖାନା କୁ ନିଆ ଯାଇଥିଲା ସେ ତାଙ୍କ ପାଖେ ପାଖେ ରହିଥିଲେ କିନ୍ତୁ ତାଙ୍କୁ ବଞ୍ଚାଇ ପାରିନଥିଲେ | ହେଲେ ସେ ତାଙ୍କର ଚିକିତ୍ସା ପରେ ମଧ୍ୟ ଜାଣି ପାରିନଥିଲେ ସେ ତାଙ୍କର ଝିଅ ବୋଲି |

ଆଉ ଯେତେବେଳେ ସେ ସିଫ୍ଟ ସାରି ଘରକୁ ଫେରିଥିଲେ ସେତେବେଳେ ପୋଲିସ ଙ୍କୁ ଦ୍ୱାରା ଜାଣିଥିଲେ ଯେ | ସେ ଚିକିତ୍ସା କରିଥିବା ଓ ଚିକିତ୍ସା ରେ ମୃତ୍ୟୁ ହେଇଥିବା ଝିଅ ଆଉ କେହି ନୁହେଁ ତାଙ୍କର 17 ବର୍ଷୀୟ ଝିଅ ମନ୍ଦନା | ତେବେ ତାଙ୍କ ଝିଅ ର ମୃତ୍ୟୁ ପରେ ଭାଙ୍ଗିପଡି ଥିଲେ ଏରିକ ସନ ଆଉ କହିଛନ୍ତି ଯେ ସେ ଚିକିତ୍ସା କରିଥିବା ଆହତଙ୍କୁ ସେ ଚିନ୍ହି ପାରିନଥିଲେ | ସେ ଏକଥା ମଧ୍ୟ କହିଥିଲେ ଯେ ସେ ତାଙ୍କୁ ସମୟ ଦେବା ଦରକାର ଥିଲା ଏହା ସହିତ ସେ ତାଙ୍କୁ ଗ୍ରାଜୁଏଡ ହେବା ରେ ଦେଖିଥାନ୍ତେ ଏବଂ ତାଙ୍କ ଜୀବନ ସାଥି ସହିତ ବିଦା କରିବାକୁ ଚାହୁଁଥିଲେ | ହେଲେ ଏବେ ତାଙ୍କର ସ୍ବପ୍ନ ଅଧା ରେ ରହିଗିଲା, ଝିଅ ମୃତ୍ୟୁ ପରେ କିଛି ଏମିତି ନିଜ ଫେସବୁକ ଆକାଉଣ୍ଟ ଲେଖିଛନ୍ତି ଏରିକସନ |ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment