ଦାନ୍ତ ପୋକ ଲାଗିବାର ସମସ୍ୟା ରହୁଛି କି ଆପଣଙ୍କ ଠାରେ ,ତେବେ ଆସନ୍ତୁ ଜାଣିବା କଣ କରିବା ଉଚିତ

0

ଆଜିର ସମାଜରେ ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ଠାରେ କିଛି ନା କିଛି ସମସ୍ୟା ରହିଥାଏ , ଯେଉଁଥିପାଇଁ ସେମାନେ ଅନେକ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ଅଧିକାଂଶ ଲୋକମାନଙ୍କର ଗୋଡ ଫାଟିବାର ସମସ୍ୟା ରହିଥାଏ , ତେବେ ସେଥିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ହେଲେ ଆପଣ କିଛି ତେନ୍ତୁଳିର ମଞ୍ଜି ନେଇ ତାହାକୁ ବାଟି ଦିଅନ୍ତୁ । ଏହାକୁ ଆପଣଙ୍କ ଗୋଡ ବା ହାତରେ ଲଗାଇ ଦିଅନ୍ତୁ , ଦେଖିବେ ଏହା ସମ୍ପୂର୍ଣ୍ଣ ଦୂର ହେବ ।

ଏହା ବ୍ୟତୀତ ଯଦି ଆପଣଙ୍କ ଠାରେ ଦାନ୍ତର ସମସ୍ୟା ରହିଥାଏ ତେବେ ଆପଣ ପଇଡ ପାଣି ଦିନକୁ ଦୁଇ ତିନିଥର କୋଳି କଲେ ତାହା ଦୂର ହୋଇଥାଏ ।

ଅନେକ ଲୋକମାନଙ୍କର ଦାନ୍ତ ପୋକ ହେବାର ସମସ୍ୟା ରହିଥାଏ , ଯେଉଁଥି ପାଇଁ ସେମାନଙ୍କୁ ଅନେକ କଷ୍ଟ ମଧ୍ୟ ସହିବାକୁ ପଡିଥାଏ । ତେବେ ସେହି ବ୍ୟକ୍ତିମାନେ ଏକ ରସୁଣକୁ ଛେଚି ତାହାକୁ ପୋକ ଲାଗି ଥିବା ଦାନ୍ତରେ ଚାପି ଧରିଲେ ଉପସମ ମିଳିଥାଏ ।

ଯଦି ଆପଣଙ୍କ ଠାରେ ଦୃଷ୍ଟିଶକ୍ତିର ଅଭାବ ରହିଥାଏ ତେବେ ଆପଣ ଦୃଷ୍ଟିଶକ୍ତିକୁ ବୃଦ୍ଦି କରିବା ପାଇଁ ପ୍ରତିଦିନ ଆପଣ କାଠ ଚମ୍ପାଫୁଲକୁ ଶୁଙ୍ଘିଲେ ଦୃଷ୍ଟିଶକ୍ତି ବୃଦ୍ଦି ହୋଇଥାଏ । ଯଦି ଦକ୍ଷିଣ ଦିଗରେ କାଉ ରାବିବାର ଶୁଣାଯାଏ ତେବେ ଏହାର ଅର୍ଥ ରୋଗ ଓ ଶୋକ ବୃଦ୍ଧିର ସୂଚନା ମିଳିଥାଏ । ଯଦି ଆପଣ ସକାଳୁ ଉଠି ପଶ୍ଚିମ ଦିଗରେ କାଉଟିଏ ରାବିବାର ଶୁଣାଯାଏ ତେବେ ଏହା ବର୍ଷା ହେବାର ସୂଚନା ଦେଇଥାଏ ।

ଏହା ବ୍ୟତୀତ କାଉଟି ଉତ୍ତର ଦିଗରୁ ରାବିବାର ଶୁଣାଯାଏ ତେବେ ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଯାନବାହାନ ପ୍ରାପ୍ତି ଓ ଭୋଜନ କରିବାର ସୂଚନା ଦେଇଥାଏ । ଯଦି ଆପଣ ସକାଳୁ ଉଠି ଦକ୍ଷିଣ ପଶ୍ଚିମ ଦିଗରୁ କାଉଟିଏ ରାବିବାର ଶୁଣାଯାଏ , ତେବେ ଏହା ଅପମାନ ଓ ନିନ୍ଦାର ସୂଚନା ଦିଏ ।

କୁହାଯାଏ କି ଜାତକରେ ଯଦି ରବି ଗ୍ରହ ଜନ୍ମ ଘେର , ଦ୍ୱିତୀୟରେ , ସପ୍ତମରେ , ଅଷ୍ଟମରେ , ଦ୍ୱାଦଶରେ ରହିଥାଏ ତେବେ ଆପଣଙ୍କର ଶତ୍ରୁ ବୃଦ୍ଦି ହେବା ସହିତ ଧନ କ୍ଷୟ ଓ କାର୍ଯ୍ୟରେ ଅସଫଳ ହୋଇଥାଏ । ଯଦି ଜାତକରେ ଚନ୍ଦ୍ର ଚତୁର୍ଥରେ , ପଞ୍ଚମରେ , ଅଷ୍ଟମରେ , ନବମରେ ଓ ଦ୍ୱାଦଶରେ ରହେ , ତେବେ ଧନହାନୀ , ଶରୀର ପୀଡା ଓ ଶତ୍ରୁ ବୃଦ୍ଧି ହୁଏ ।

ଯଦି ଜାତକରେ ମଙ୍ଗଳ ଗ୍ରହଟି ଦ୍ୱିତୀୟରେ , ଚତୁର୍ଥରେ , ଅଷ୍ଟମରେ ନବମରେ ଓ ଦ୍ୱାଦଶରେ ରହେ ତେବେ ଧନହାନୀ ହେବା ସହିତ ଶତ୍ରୁପୀଡା ଓ ଶତ୍ରୁ ବୃଦ୍ଧି ହୁଏ । ଯଦି ଜାତକରେ ବୃହସ୍ପତ୍ତି ତୃତୀୟରେ , ଚତୁର୍ଥରେ , ଷଷ୍ଠରେ , ଅଷ୍ଟମରେ , ଦଶମରେ ଓ ଦ୍ୱାଦଶରେ ରହନ୍ତି , ତେବେ ଧନକ୍ଷୟ ଓ ରୋଗ ବୈରାଗ୍ୟର ସୂଚନା ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।