ଡରି ଡରି ବଞ୍ଚିବା ଅପେକ୍ଷା ଜୀବନ ହାରିବା ଭଲ …ହଠାତ କାହିଁକି ଏମିତି କହିଲେ ରାଣୀ ପଣ୍ଡା… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଓଡ଼ିଆ ଯାତ୍ରା ଜଗତରେ ନିଜର ଅଭିନୟ ହଉ ବା ଡ୍ୟାନ୍ସ କରିବାରେ ହୋଉ ସବୁବେଳେ ନିଜକୁ ଆଗକୁ ଆଣିବା ରେ ନିଜକୁ ସାବ୍ୟସ୍ତ କରାଇବା ରେ ଓ ଦର୍ଶକ ମାନଙ୍କୁ ମୋନରଞ୍ଜନ ଦବା ପାଇଁ ସେ ସବୁବେଳେ ନିଜର କଳା ଦେଖାଇଥାନ୍ତି ରାଣୀ ପଣ୍ଡା |ରାଣୀ ପଣ୍ଡା ନିଜର ମାନ ଅଭିମାନ ଓ ସ୍ୱାଭିମାନ କୁ ଜାବୁଡି ଧରି ସେ ଆଜି ଚୁପ ଅଛନ୍ତି ବୋଲି ସୋସିଆଲ ମିଡିଆରେ କହିଛନ୍ତି ରାଣୀ ପଣ୍ଡା ତେବେ କଣ ଏମିତି ହେଇଚି ଯାହା ପାଇଁ ଆଜି ନିଜର ମାନ ସନ୍ନମାନ ଓ ସ୍ୱାଭିମାନ ର ଚିନ୍ତା ପାଇଁ ସେ ନିଜକୁ ଚୁପ କରି ରଖିଛନ୍ତି ଓ ଆତ୍ମହତ୍ୟା କରିବା ପାଇଁ କହିଛନ୍ତି ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ କଣ ଏମିତି ହେଇଛି ରାଣୀ ପଣ୍ଡା ଙ୍କ ଜୀବନ ସେ କଣ କହିଛନ୍ତି ଗଣ ମାଧ୍ୟାମ ଆଗରେ ତାହା ଜାଣିବା |

ରାଣୀ ପଣ୍ଡା ଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ, ତାଙ୍କର ସାହସ ଓ ଅଭିନୟ କୁ ଆପଣ ମାନେ କେହି କେହି ପସନ୍ଦ ମଧ୍ୟ କରିଥାନ୍ତି ଓ ଅନ୍ୟ କୁ ହସେଇବା ରେ ସେ ବା ମୋନରଞ୍ଜନ କରିବା ପାଇଁ ସେ ସବୁ ବେଳେ ନିଜକୁ ପ୍ରସ୍ତୁତ କରିଥାନ୍ତି ହେଲେ ସେ ଆଜି ନିଜକୁ ଏକୁଟିଆ ମନେ କରି ଗଣ ମାଧ୍ୟାମ ଆଗରେ ଆତ୍ମହତ୍ୟା କରିବା କଥା କହିଛନ୍ତି|ସେ କହିଛନ୍ତି ସେ ଜୀବନରେ କେବେ ଡୋରି ଡୋରି ବଞ୍ଚି ନାହାନ୍ତି ହେଲେ ଆଜି ପରିସ୍ଥିତି କିଛି ଏମିତି ହେଇଛି ଯାହା ପାଇଁ ଡୋରି ଡୋରି ବଞ୍ଚିବା ପାଇଁ ପଡୁଛି, ସେ କହିଛନ୍ତି ଏମିତି ଡୋରି ଡୋରି ବଞ୍ଚିବା ଠୁ ଭଲ ମରିଯିବା ତେଣୁ ସେ କେଉଁ ମୁହୂର୍ତ୍ତ ରେ ନିଜକୁ ଶେଷ କରିଦେବେ ସେ କଥା ସେ କହିନାହାନ୍ତି |

ରାଣୀ ପଣ୍ଡା କହିଛନ୍ତି ମୋ ଜୀବନ ରେ ମୁଁ ଏମିତି ଏକ ଭୁଲ କରିଛି ଯାହା ପାଇଁ ମୁଁ ଡୋରି ଡୋରି ବଞ୍ଚୁଛି, ଏଥି ପାଇଁ ମୁଁ ନା ଥାନାରେ ଅଭିଯୋଗ କରିପାରୁଛି ନା ସହି ପାରୁଛି ତେଣୁ ଏପରି ବଞ୍ଚିବା ଠୁ ଭଲ ନିଜ କୁ ସବୁଦିନ ପାଇଁ ଶେଷ କରିଦବା| କାରଣ ଏହି ବିଷୟରେ କାହାକୁ କହିଲେ ନିଜର ମାନ ମୋହତ ଓ ସ୍ୱାଭିମାନ ଯିବ ସେଥିପାଇଁ ସେ ଚୁପ ଅଛି ଓ ସେ ଏକଥା ମଧ୍ୟ କହିଛନ୍ତି ଯେ ମୁଁ ଯଦି ଥାନାରେ କିଛି ଅଭିଯୋଗ କରେ ତାହାଲେ ଅଭିଯୋଗ କାରୀଙ୍କ ଏତେ ପଇସା ଅଛି ଯେ ସେ ପୋଲିସ ମାନଙ୍କୁ ନିଜର କରିନବା ସହିତ ରାଜନେତା ମାନଙ୍କୁ ମଧ୍ୟ ସେ ନିଜର କରିପାରିବେ ଓ ସହଜରେ ସେ ଖସି ଆସି ପାରିବେ|

ସେଥିପାଇଁ ସେ ନିଜକୁ ଚୁପ ରଖିଛନ୍ତି ଓ ଓଡିଶା ବାସୀ ସେ ନିବେଦନ କରିଛନ୍ତି ଯଦି ଆଗକୁ ମୋର କିଛି ହେଇଯାଏ ତାହାଲେ ତାହାଲେ ଆପଣ ମାନେ ମୋ ତରଫରୁ ଟିକିଏ ଭଲ ପାଇବା ଦେଖେଇବା ଆଇଁ ମୋ ପାଇଁ ଲଢ଼ିବେ, ଏହି ପରି ଭାବରେ ଆଜି ସୋସିଆଲ ମିଡିଆରେ ଏହି ଭିଡ଼ିଓ ଟି ବହୁତ ମାତ୍ରା ରେ ଭାଇରଲ ହେବାକୁ ଲାଗିଛି ଓ ଲୋକ ମାନଙ୍କର ବହୁ ମତ ମଧ୍ୟ ଦେଖିବାକୁ ମିଳିଛି|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment