ଦରିଦ୍ରତାର ହେଲା ଅନ୍ତ, ଏବେ 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ଶନିଦେବ – Jyotish Shastra

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ ଯୋଗୁଁ କିଛି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡିବା ସହିତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ମଧ୍ୟ ପଡିଥାଏ । ପ୍ରଭୁ ଶନିଦେବଙ୍କ କୃପାରୁ ଆଗାମୀ 33 ବର୍ଷ ପର୍ଯ୍ୟନ୍ତ କିଛି ରାଶି ଉପରେ ଶୁଭ ପ୍ରଭାବ ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

1 ମେଷରାଶି —-

ଏହି ରାଶିର ବ୍ୟକ୍ତିମାନେ ଯଦି ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବା ପାଇଁ ଚାହୁଛନ୍ତି ତେବେ ଏହି ସମୟଟି ବହୁତ ଶୁଭ ଅଟେ । ଆପଣ ମାନଙ୍କ ଜୀବନରୁ ସମସ୍ତ ପ୍ରକାର ନକରାତ୍ମକ ପ୍ରଭାବ ଶେଷ ହେବ ଏବଂ ବ୍ୟବସାୟୀ ମାନେ ମଧ୍ୟ ଲାଭବାନ ହେବେ ।

2 ସିଂହରାଶି —-

ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ମନ ମୁତାବକ କାର୍ଯ୍ୟ ମିଳିବାକୁ ଯାଉଛି ଏବଂ କିଛି ଭଲ ପରିବର୍ତ୍ତନ ମଧ୍ୟ ଆପଣଙ୍କ ଜୀବନରେ ଦେଖାଯିବ । ସନ୍ତାନ ମାନଙ୍କ ପାଖରୁ କିଛି ଭଲ ଖବର ମିଳିପାରେ ଏବଂ ପରିବାର ସହିତ ଅଧିକ ସମୟ ମଧ୍ୟ ବିତାଇବେ ।

3 ତୁଳାରାଶି —–

ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଦେବ ବହୁତ ପ୍ରସନ୍ନ ରହିଛନ୍ତି ଏବଂ ନିଜର ସ୍ୱପ୍ନ ସତ କରିବା ପାଇଁ ଆପଣଙ୍କୁ ଅଧିକ ସମୟ ମିଳିବ । ଆପଣ ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ମୁକ୍ତ ରହିବେ ଏବଂ ନିଜ ପରିବାର ପାଇଁ କିଛି ନୂଆ ମଧ୍ୟ କରିବେ ।

4 ବୃଷରାଶି —-

ଏହି ରାଶାର ବ୍ୟକ୍ତିମାନେ ଜୀବନରେ ବହୁତ କିଛି ସଫଳତା ପାଇବା ପାଇଁ ଯାଉଛନ୍ତି କିନ୍ତୁ ଧ୍ୟାନ ରଖନ୍ତୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଶନିଦେବଙ୍କ ଆରଧନା କରନ୍ତୁ , ଦେଖିବେ ନିଶ୍ଚିତ ଭାବରେ ସଫଳତା ପାଇବେ । ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ସୁଧାର ହେବ ।

5 କନ୍ୟାରାଶି —–

ଏହି ରାଶିର ଲୋକମାନଙ୍କ ଉପରେ ଶନିଦେବଙ୍କର ବିଶେଷ ଶୁଭ ଦୃଷ୍ଟି ରହିଛି ଏବଂ ଆପଣ ନିଜର ପାଠପଢାକୁ ନେଇ ବାହାରକୁ ଯାଇପାରନ୍ତି । ଅନ୍ୟମାନଙ୍କର ଅଯଥା କଥାରୁ ଦୂରେଇ ରୁହନ୍ତୁ , ଦେଖିବେ ଆପଣ ମାନସିକ ଶାନ୍ତିରେ ରହିବେ ।

6 ଧନୁରାଶି —

ଏହି ରାଶିର ଲୋକମାନେ କୌଣସି ସଫଳତା ପାଇବା ପାଇଁ ସେମାନଙ୍କୁ ଅନେକ ପରିଶ୍ରମ ବା ଅର୍ଥ ବିନିଯୋଗ କରିବାକୁ ପଡିବ । ଆପଣ ମାନଙ୍କୁ କହି ରଖୁଛୁ କି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବଡ ମାନଙ୍କର ମତାମତ ନିଅନ୍ତୁ । ଶନିବାର ଦିନ ଶନିଦେବଙ୍କ ପାଖରେ ତେଲ ଅଭିଷେକ କରନ୍ତୁ , ଦେଖିବେ ଆପଣଙ୍କର ଏହି ଦୋଷ ଖଣ୍ଡନ ହେବ ।

7 ମକରରାଶି —-

ଏହି ରାଶିର ଲୋକମାନେ ପ୍ରତ୍ୟେକ କାର୍ଯ୍ୟ ବହୁତ ସଫଳତାର ସହିତ କରିବେ ଏବଂ ଏହି ସମୟରେ ଆପଣ କୌଣସି ଜମି ବାଡି ମଧ୍ୟ କିଣାକିଣି କରି ପାରନ୍ତି । ଆପଣଙ୍କର ସମାଜରେ ଅନେକ ପ୍ରତିଷ୍ଠା ଆଣିଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।