ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପରିପାରିବେ ନାହିଁ ବୋଲି କୁହାଯାଉଛି |ଆଉ ଯେଉଁଠି ମାଧ୍ୟମିତ ପରୀକ୍ଷା ଚାଲିଥିବା ସମୟରେ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଥିବା ସର୍ତ୍ତେ କୁହାଯାଉଛି କି ଏହି ଇତିହାସ ଓ ରାଜନୀତି ବିଜ୍ଞାନ ର ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ହେଉଛି ଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ବୋଲି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ମାଧ୍ୟମିକ ଶିକ୍ଷା ପରିଷର ତରଫରୁ ବିଭିନ୍ନ ପ୍ରକାରର ବ୍ୟବସ୍ତା ମାନ କରାଯାଇଛି ଆଉ ପିଲା ମାନେ କେଉଁ ଭଳି ଭାବରେ ଭଲ ରେ ପରୀକ୍ଷା ଦେବେ ଓ ସବୁ କିଛି ଠିକ ଠାକ ଚାଲିବ ସେ ବିଷୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ଏଭଳି ଏକ ତଥ୍ୟ ସାମ୍ନା କୁ ଆସିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି | ଆଉ ଯେଉଁଠି କୁହାଯାଉଛି କି ଆଜି ଦଶମ ଶ୍ରେଣୀ ରେ ବୋର୍ଡ଼ ପରୀକ୍ଷା ର ଶେଷ ଦିନ ଥିବା ବେଳେ ଇତିହାସ ଓ ରାଜନୀତି ବିଜ୍ଞାନ ପରୀକ୍ଷା ର ପ୍ରଶ୍ନ ପତ୍ର ଭାଇରାଲ ହେବାରେ ଲାଗିଛି |
ଆଉ ଯେଉଁଠି କୁହାଯାଉଛି କି ବୋର୍ଡ଼ ପକ୍ଷ ରୁ କୁହାଯାଇଥିବା ତଥ୍ୟ ଅନୁସାରେ ପରୀକ୍ଷା ଦିନ 6:30 ସମୟରର ଦିଆ ଯାଇଥିବା ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର କୁ ଯିବ ଆଉ ସେଠାରେ ପରୀକ୍ଷା ପୂର୍ବରୁ ସିଲ ଖୋଲାଯିବ ପରୀକ୍ଷା ପ୍ରଶ୍ନ ର ଆଉ ତାହା ପରେ ପିଲା ମାନଙ୍କୁ ଦିଆଯିବ | କିନ୍ତୁ ଗତ ମାର୍ଚ୍ଚ 15 ରେ ଆସିଥିବା ନୋଟିସ ଅନୁସାରେ ଦିନ 6:45-7 ଭିତରେ ପ୍ରଶ୍ନ ପତ୍ର ଯିବ ପରୀକ୍ଷା କେନ୍ଦ୍ର କୁ ଆଉ ତାହା ପରେ ପିଲା ମାନେ ପରୀକ୍ଷା ଦେବେ |
କିନ୍ତୁ ଯାହା ଜଣା ପଡୁଛି କି ଆଜି ଯେଉଁ ପରୀକ୍ଷା ଥିଲା ଇତିହାସ ଓ ରାଜନୀତି ବିଜ୍ଞାନ ର ସେହି ପରୀକ୍ଷା ର ପ୍ରଶ୍ନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିପାଇଁ ସାରା ଓଡିଶା ରେ ଚହଳ ସୃଷ୍ଟି ହୋଇଛି, ପିଲା ମାନଙ୍କର ଭବିଷ୍ୟତ ଆରମ୍ଭ ହେବାକୁ ଯାଉଥିବା ମେଟ୍ରିକ ପରୀକ୍ଷା ରେ ଏହି ଭଳି କିଛି ଘଟଣା ସମସ୍ତ ଙ୍କୁ ଚିନ୍ତା ରେ ପକାଇଛି | ତେବେ ଏହି ପ୍ରଶ୍ନ ଏହି ବର୍ଷର ନାଁ ଗତ ବର୍ଷ ର ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।